ମମିତା ମେହେର ହତ୍ୟା ଘଟଣାରେ ତୃତୀୟ ଲୋକର ସମ୍ପୃକ୍ତି ନାହିଁ : ଗୃହମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲା । ଗୋବିନ୍ଦ ସାହୁ ଓ ରାଧେଶ୍ୟାମ ଚଣ୍ଡୀଙ୍କ ଛଡା ଘଟଣାରେ ଆଉ କାହାର ସମ୍ପୃକ୍ତି ନାହିଁ ବୋଲି ସ୍ପଷ୍ଟ କରିଛି ଗୃହ ବିଭାଗ । ମାମଲାରେ ସମସ୍ତ ଚାର୍ଜ ସିଟ୍ ଦାଖଲ କରାଯାଇ ସାରିଛି । ଏହି ଘଟଣାରେ ଅନ୍ୟ କୌଣସି

ତାଳଧ୍ୱଜ ଓ ଦେବଦଳନ ରଥରେ ଫାଟ, ବୈଷୟିକ ଟିମ୍ ପକ୍ଷରୁ ଯାଞ୍ଚ

ପୁରୀ: ନନ୍ଦିଘୋଷ ପରେ ତାଳଧ୍ୱଜ ଓ ଦେବଦଳନ ରଥରେ ଫାଟ । ରଥ ନିର୍ମାଣ ବୈଷୟିକ ଟିମ୍ ପକ୍ଷରୁ ଯାଞ୍ଚ ବେଳେ ଏହା ଜଣାପଡିଛି । ତାଳଧ୍ୱଜର ପଡ଼ିନାହାକା ଚକ ଓ ଦେବଦନଳର ବଡ଼ ଉଛୁଳା ଚକରେ ଫାଟ ଦେଖିବାକୁ ମିଳିଛି । ଉଭୟ ଚକରେ ଲୁହା ପ୍ଲେଟ ଲଗାଯିବ ବୋଲି କହିଛନ୍ତି ପିଡବ୍ଲୁଡି

ବାଇକକୁ ଧକ୍କା ଦେଲା ଟ୍ରକ, ଶିଶୁ ସମେତ ୪ ଜଣଙ୍କର ମୃତ୍ୟୁ

କୋମନା: ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥ କୃଷ୍ଣା ଛକଠାରେ ଏକ ବଡଧରଣର ସଡକ ଦୁର୍ଘଟଣା ଘଟିଛି । ବାଇକ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ବାଇକରେ ଯାଉଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି | ଘଟଣାସ୍ଥଳରେ ୩ ଜଣଙ୍କର

ଛାତ୍ରଛାତ୍ରୀମାନେ ସେବା ମନୋଭାବପନ୍ନ ହୁଅନ୍ତୁ: ଆଇଏମ୍‌ଏସ୍ ଡିନ୍‌

ଭୁବନେଶ୍ୱର: ସମାଜରେ ଡାକ୍ତରମାନଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଲୋକମାନଙ୍କର ସେବା କରିବା ହିଁ ଡାକ୍ତରମାନଙ୍କର ଧର୍ମ । ତେବେ ଅନେକ କ୍ଷେତ୍ରରେ ଡାକ୍ତରମାନଙ୍କ ଉପରେ ନିର୍ଯାତନା ଏବଂ ଆକ୍ରମଣ ହେଉଥିବାର ଘଟଣା ସାମ୍ନାକୁ ଆସୁଛି । ଏସବୁ ଅଘଟଣକୁ ଏଡାଇବା ପାଇଁ ଡାକ୍ତରମାନେ ସମାଜ ସହ

୫ ମହାନଗର ନିଗମରେ ନିଯୁକ୍ତ ହେବେ ସିଟି ଏଜୁକେସନ ଅଫିସର

ଭୁବନେଶ୍ୱର: ରାଜ୍ୟର ନଗରାଞ୍ଚଳ ଶିକ୍ଷା ବ୍ୟବସ୍ଥା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ନିଯୁକ୍ତ ହେବେ ସିଟି ଏଜୁକେସନ ଅଫିସର(ସିଇଓ) । ରାଜ୍ୟର ୫ ମହାନଗର ନିଗମରେ ନିଯୁକ୍ତ ପାଇବେ ଏହି ଅଫିସର । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସହର ଶିକ୍ଷା ଅଧିକାରୀ ଦାୟିତ୍ୱ ପ୍ରଦାନ

୧୨ ହଜାର ୧୦୦ କୋଟି ଟଙ୍କାରେ ନୀଳାଚଳ ଇସ୍ପାତ କାରଖାନା କିଣିଲା ଟାଟା

ଭୁବନେଶ୍ୱର: ପୁଣି ଚାଲିବ ନୀଳାଚଳ ଇସ୍ପାତ କାରଖାନା । ଯାଜପୁର ସ୍ଥିତ ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ପ୍ରକ୍ରିୟା ଶେଷ ହେବା ପରେ ନୀଳାଚଳ ଇସ୍ପାତ ନିଗମକୁ ହାତକୁ ନେଇଛି ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିମିଟେଡ। ନୀଳାଚଳ ଇସ୍ପାତ ନିଗମରେ କେନ୍ଦ୍ର

ରାଜ୍ୟରେ ଖାଲିପଡିଛି ୨ ଲକ୍ଷ ୨୬ ହଜାର ୫୫୯ ପଦବୀ

ଭୁବନେଶ୍ବର: ଖାଲିପଡିଛି ୨ ଲକ୍ଷ ୨୬ ହଜାର ୫୫୯ ପଦବୀ । ରାଜ୍ୟର ବିଭିନ୍ନ ବିଭାଗରେ ଏତେ ସଂଖ୍ୟକ ପଦବୀ ଖାଲି ପଡିଛି । ବିଧାନସଭାରେ ଏନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ରଖିଛନ୍ତି । ରାଜ୍ୟରେ ବର୍ତ୍ତମାନ ଗ୍ରୁପ ଏରେ ୧୨,୩୩୭, ଗ୍ରୁପ ବିରେ ୪୫,୯୬୯ ପଦବୀ ରାଜ୍ୟରେ ଖାଲିରହିଛି ।

ଭୁବନେଶ୍ୱରରେ ପ୍ରବଳ ବର୍ଷା: ବର୍ଷାରେ ବିଭିନ୍ନ ସ୍ଥାନ ଜଳମଗ୍ନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ରାଜରାସ୍ତାରେ ଚାଲିଛି ଆଣ୍ଠୁଏ ପାଣି । ଅଧ ଘଂଟାର ବର୍ଷାରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଯାଇଛି । ଫଳରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ସବୁଥର ଭଳି ଏଥର ମଧ୍ୟ ଇସ୍କନ ମନ୍ଦିର

ଟଙ୍କା ହଡ଼ପ ଅଭିଯୋଗରେ HDFC କିଓସ୍କ ମ୍ୟାନେଜରଙ୍କ ସମେତ ୩ ଜଣ ଗିରଫ

ନୀଳଗିରି: ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ HDFC କିଓସ୍କ ମ୍ୟାନେଜରଙ୍କ ସମେତ ୩ ଜଣ ଗିରଫ। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଆସିଛି। ଜବ୍‌କାର୍ଡ କରାଇଦେବାକୁ କହି ଏମାନେ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଆକାଉଣ୍ଟ ଖୋଲି ସରକାରୀ ଯୋଜନା ଟଙ୍କା ହଡପ୍‌ କରୁଥିବା ଅଭିଯୋଗ

ରାଜ୍ୟରେ ବିଜୁଳି ସଂକଟ ନାହିଁ , ଜରୁରୀ ନଥିଲେ ବିଜୁଳି ନକାଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି: ଶକ୍ତିମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ବିଜୁଳି ବଳକା ରାଜ୍ୟ। ମୁଲତବୀ ଆଲୋଚନା ବେଳେ ଏହା କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ୨୦୨୨ରେ ୧୦ରୁ ୧୨ଦିନ ସାମୟିକ ଭାବେ ଅଧଘଣ୍ଟାରୁ ଘଣ୍ଟାଏ ଲେଖାଏଁ ବିଜୁଳି କାଟ ହେଉଥିଲା। ପିକ୍‌ ସମୟରେ ଅନ୍ୟ ରାଜ୍ୟ ତୁଳନାରେ କମ ବିଜୁଳି କାଟ ହେଉଥିଲା। ଏପ୍ରିଲ ୨୫