Sign in
Sign in
Recover your password.
A password will be e-mailed to you.
ଚାକିରୀ ଦେବା ନାଁରେ ଠକେଇ, ପ୍ରେମୀଯୁଗଳ ସମେତ ୩ ଗିରଫ
ଭୁବନେଶ୍ବର: ଚାକିରୀ ଦେବା ନାଁରେ ଠକେଇ । ସାଇବର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ପ୍ରେମୀଯୁଗଳ ରହିଛନ୍ତି। ତିନି ଜଣ ବ୍ୟକ୍ତିଙ୍କ ଠାରୁ ୧୩ ଲକ୍ଷ ଟଙ୍କା ଠକେଇ କରି ନେଇ ସାଇବାର ଥାନାରେ ଅଭଯୋଗ ହୋଇଥିଲା। ନକଲି ୱେବ ସାଇଟ୍ କରି ଚାକିରୀ ଦେବା ନାଁରେ ଚଳାଇଥିଲେ!-->…
ପ୍ରତି ଶିଶୁ ପିଛା ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୮ ହଜାର ଟଙ୍କା
ଭୁବନେଶ୍ୱର: ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ । ଶିଶୁଙ୍କର ଉନ୍ନତି ହିଁ ଭବିଷ୍ୟତରେ ଦେଶ ଗଠନରେ ସହାୟକ ହେବ । ଶିଶୁମାନଙ୍କର ଗୁଣାତ୍ମକ ଶିକ୍ଷାର ବିକାଶ ଘଟିଲେ ହିଁ ଦେଶ ଆଗକୁ ଯାଇ ପାରିବ । ଶିଶୁଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ବିକାଶ ଓ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ!-->…
୩ ବର୍ଷ ପରେ ଜଗାର ହେବ ଖପୁରୀ ପ୍ରତିରୋପଣ
ବହୁ ଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ, ଜଗାର ଖପୁରୀ ପ୍ରତିରୋପଣ ଆଉ ୩ ବର୍ଷ ପରେ ହେବ । ଏନେଇ ଦିଲ୍ଲୀ ଏମ୍ସ ଡାକ୍ତର ସ୍ପଷ୍ଟ କରିଛନ୍ତି । ଜଗାର ଅବସ୍ଥା ପୂର୍ବ ପରି ସ୍ଥିର ରହିଛି । ସେ ସ୍ବାଭାବିକ ଭାବେ ଚଲାବୁଲା କରିବା ସହ ଜୀବନ ନିର୍ବାହ କରୁଛି । ତା'ର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି!-->…
ଏମଏଲଏ କ୍ୱାର୍ଟର ପାଇଁ ଖର୍ଚ୍ଚ ହେବ ୫୪୯ କୋଟି ୪୨ ଲକ୍ଷ ଟଙ୍କା
ଭୁବନେଶ୍ୱର: ଭୁବନେଶ୍ୱରରେ ନୂଆ ଏମଏଲଏ କ୍ୱାର୍ଟର ପାଇଁ ୮୨ଟି ପୁରୁଣା କ୍ୱାଟର ଏବେ ସୁଦ୍ଧା ଭଙ୍ଗା ଯାଇଛି । ଆଉ ସେହି ସ୍ଥାନରେ ୩୦୦ଟି ସରକାରୀ ବାସଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି । ପୁରୁଣା କ୍ୱାଟରର ଆଜବେଷ୍ଟ. କବାଟ, ଝରକା, ଇଟା, ଲୁହା ପାଇପଗୁଡିକ ୨୨ ଲକ୍ଷ ୨୪ ହଜାର ଟଙ୍କାରେ!-->…
ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା : ତଦନ୍ତ ପାଇଁ ଇନକ୍ବାରୀ ଟିମ୍ ଗଠନ
ଭୁବନେଶ୍ବର ୪।୭: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଲେଜ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ରୁଚିକା ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ଇନକ୍ବାରୀ ଟିମ୍ ଗଠନ ହୋଇଛି । ଟିମ୍ରେ କଲେଜର ୭ ଜଣ ସଦସ୍ୟ ଅଛନ୍ତି । ପୋଲିସକୁ!-->…
ଲୋକନାଟକ ହିଁ ଜାତୀୟ ସଂସ୍କୃତିର ମୂଳାଧାର : ବରିଷ୍ଠ କଳାକାର ସଂଘ
ବ୍ରହ୍ମପୁର (୦୪/୦୭): କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ"ର ତୃତୀୟ ବାର୍ଷିକୋତ୍ସବ ପାଳନ ପରିପ୍ରେକ୍ଷୀରେ ଆୟୋଜିତ କଳାକାର ଶୋଭାଯାତ୍ରାର ଶୁଭାରମ୍ଭ କରି ସମାଜସେବୀ ସି.ଏଚ୍. ସନ୍ତୋଷ କୁମାର ସୁବୁଦ୍ଧି ଲୋକ କଳା ହିଁ ଆମ ଜାତୀୟ ସଂସ୍କୃତିକୁ!-->!-->!-->…
ମିଷ୍ଟଭାଷୀ ପରୋପକାରୀ ଶିକ୍ଷକଙ୍କ ଅକାଳ ବିୟୋଗ
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ସଦର କୋଦଭାଟାର ବାସିନ୍ଦା ଶିକ୍ଷକ ବିଦ୍ୟୁତ ମଣ୍ଡଳଙ୍କର ପରଲୋକ ହୋଇଯାଇଛି | ବିଦ୍ୟୁତ ମଣ୍ଡଳ ୧୯୮୮ ମସିହାରେ ମାଲକାନଗିରିରୁ ଶିକ୍ଷକତାରେ ଯୋଗଦାନ କରି ତାଙ୍କର ଜୀବନ ଆରମ୍ଭ କରିଥିଲେ | ଏହି ୩୪ ବର୍ଷ ଭିତରେ ସେ ରାଇଘର ବ୍ଲକର ଗୋନା!-->…
ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରୁନାହାନ୍ତି ଦୁଇ କିଡ଼ନୀ ରୋଗୀ, ସରକାରୀ ସହାୟତାକୁ ଅପେକ୍ଷା
ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ପ୍ରତିବର୍ଷ କିଡ଼ନୀ ଜନିତ ସମସ୍ୟା ଦେଖାଯାଇଥିବା ବେଳେ ବହୁ ଏଥିରେ ପ୍ରାଣ ମଧ୍ୟ ହରାଇଛନ୍ତି।କିଏ ଚିକିତ୍ସା ଅଭାବ ରୁ ଘରେ ପଡି ଶଯ୍ୟାଶାୟୀ ହୋଇ ପ୍ରାଣ ହରାଉଥିବା ବେଳେ କିଏ ରୋଗ ର ଚିକିତ୍ସା ପାଇଁ ତ ଆଉ କିଏ ଅର୍ଥ ଅଭାବ ରୁ ମୃତ୍ୟୁ ବାଟକୁ!-->!-->!-->…
ସଶକ୍ତ ପଞ୍ଚାୟତିରାଜ ଲାଗି ଆବାସିକ ତାଲିମ କାର୍ଯ୍ୟକ୍ରମ
ମାଲକାନଗିରି (୦୪/୭) : ସଶକ୍ତ ପଞ୍ଚାୟତିରାଜ ଲାଗି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ/ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଆଜି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ମାଲକାନଗିରି ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ 04.07.2022 ତାରିଖ ଠାରୁ 08. 07.2022!-->…
ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀ : ଦାରିଙ୍ଗବାଡି ପ୍ରେସକ୍ଳବର ପ୍ରତିବାଦ
ଦାରିଙ୍ଗବାଡି, (୪/ ୭) : ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଜାଣିଶୁଣି ଉଦେଶ୍ୟ ମୁଳକ ଭାବେ କାଇମ୍ର ବ୍ରାଞ୍ଚ ଇଓଡ୍ଳୁ ପକ୍ଷରୁ ଗିରଫ କରାଯାଇଥିବା ଘଟଣାର ପ୍ରତିବାଦରେ ଆଜି ଦାରିଙ୍ଗବାଡି ପ୍ରେସକ୍ଳବ ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ଯରେ ଏକ ସ୍ମାରକପତ୍ର ସ୍ଥାନିୟ ବିଡିଓ ଗଦାଧର!-->…