Sign in
Sign in
Recover your password.
A password will be e-mailed to you.
ସିଡ଼ିରୁ ଗଳି ପଡ଼ିଲେ ଲାଲୁ ପ୍ରସାଦ, ଆଇସିୟୁରେ ଭର୍ତ୍ତି ହେଲେ
ପାଟନା: ଘର ସିଡ଼ିରୁ ଖସି ପଡ଼ି ଗୁରୁତର ହୋଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଏଥିପାଇଁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ସେ ସିଡ଼ିରୁ ପଡ଼ିଯିବାରୁ ତାଙ୍କ କାନ୍ଧ ଭାଙ୍ଗି ଯାଇଛି। ରବିବାର ରାତିରେ ଲାଲୁ ସିଡ଼ିରୁ ଖସି ପଡ଼ିଥିବା ବେଳେ ସୋମବାର ଭୋର ସମୟରେ ସେ!-->…
୬ ମାସ ଭିତରେ ଭାଙ୍ଗିବ ସିନ୍ଦେ ସରକାର: ଶରଦ ପାୱାର
ମୁମ୍ବାଇ: ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଆଜି ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ଏଥିପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ବଡ଼ ବୟାନ ଦେଇଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର। ସିନ୍ଦେଙ୍କ ନେତୃତ୍ୱରେ ଆରମ୍ଭ!-->…
ଇନ୍ଧନ ସଙ୍କଟ ଯୋଗୁ ଶ୍ରୀଲଙ୍କାରେ ବନ୍ଦ ହେଲା ସବୁ ସ୍କୁଲ
କଲମ୍ବୋ: ସାଂଘାତିକ ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଆଜି ଠାରୁ ଶ୍ରୀଲଙ୍କାରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲକୁ ବନ୍ଦ କରି ଦିଆଯାଇଛି। ଏ ସମ୍ପର୍କରେ ଶ୍ରୀଲଙ୍କାର ଶିକ୍ଷାମନ୍ତ୍ରୀ ଘୋଷଣା କରିଛନ୍ତି। ଜୁଲାଇ ୪ରୁ ସପ୍ତାହ ଧରି ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ସେ କହିଛନ୍ତି। ଏହାପୂର୍ବରୁ!-->…
ଅହମଦାବାଦର ନାଁ ଆଦାନୀବାଦ ରଖିବାକୁ ପରାମର୍ଶ ଦେଲେ କେଟିଆର
ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହାଇଦ୍ରାବାଦକୁ ଭାଗ୍ୟନଗର ଭାବେ ସମ୍ବୋଧନ କରିବାରୁ ଏହାକୁ ନେଇ ବିବାଦ ଦେଖାଯାଇଛି। ବିଜେପି କ୍ଷମତାକୁ ଆସିଲେ ହାଇଦ୍ରାବାଦର ନାଁ ଭାଗ୍ୟନଗର କରାଯିବ ବୋଲି ମଧ୍ୟ ଦଳର ନେତାମାନେ ମତ ରଖିଛନ୍ତି। ଏହି ନାଁ ପରିବର୍ତ୍ତନ ଚର୍ଚ୍ଚା ଭିତରେ!-->…
ମହାରାଷ୍ଟ୍ର ବିଧାନସଭାରେ ଆସ୍ଥାଭୋଟ୍ : ସିନ୍ଦେ ବିଜୟୀ
ମୁମ୍ବାଇ: ଦୀର୍ଘ ୨ ସପ୍ତାହର ଛକାପଞ୍ଝା ପରେ ମହାରାଷ୍ଟ୍ରରେ ବିଧିବଦ୍ଧ ଭାବେ ଏକନାଥ ସିନ୍ଦେ ସରକାର କାର୍ଯ୍ୟ ଆରମ୍ଭ କରିଛି। ବିଜେପି ସମର୍ଥନରେ ସିନ୍ଦେ ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଆଜି ସେ ବିଧାନସଭାରେ ଅନୁଷ୍ଠିତ ଆସ୍ଥା ଭୋଟରେ ବାଜି ମାରିଛନ୍ତି। ତାଙ୍କ ସପକ୍ଷରେ ୧୬୪!-->…
କନ୍ଧମାଳର ସାହିତ୍ୟିକଙ୍କୁ ଜ୍ଞାନପ୍ରକାଶ ଦ୍ୱାରା ସମ୍ୱର୍ଦ୍ଧିତ
ଫୁଲବାଣୀ : ଆଜି ବୌଦ୍ଧର ଟାଉନ ହଲ ଠାରେଅଗ୍ରଣୀ ଅନୁଷ୍ଠାନ ଜ୍ଞାନପ୍ରକାଶ ଦ୍ୱାରା ରାଜ୍ୟର ବିଭିନ୍ନ ସାହିତ୍ୟିକ, ସମାଜ ସେଵୀ, କଳାକାର ମାନଙ୍କୁ ସେମାନଙ୍କ ପାରଦର୍ଶିତା ପାଇଁ ସମ୍ୱର୍ଦ୍ଧିତ କରାଯାଇଛି l କନ୍ଧମାଳ ତଥା ଓଡିଶାର ଜଣାଶୁଣା ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର!-->!-->!-->…
ଦାଦନ ଖଟିବାକୁ ଯାଇ ଗାଁକୁ ଫେରିବା ସମୟରେ ଅଧାବାଟରୁ ନିରୁଦ୍ଦିଷ୍ଟ
ଦାରିଙ୍ଗବାଡ଼ି, (୩/୭) : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ସ୍ଥାନୀୟ ମାରିଆ ପଲ୍ଲୀ ସାହିର ରାଜେନ୍ଦ୍ର ଦନା ବିଶୋଇ ଶୁକ୍ରବାର ଠାରୁ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ବ୍ରାହ୍ମଣୀଗାଁ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି। ସୁଚନା ଅନୁସାରେ ଶ୍ରୀ ଦନା!-->!-->!-->…
ଭାଲୁ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଅର୍ଜୁନ
ମାଲକାନଗିରି : ମାଲକାନଗିରି କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ଜା°ଗିରିଆ ସାହୀ ନିକଟ ଚିଲିପଦର ଜ°ଗଲରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଉକ୍ତ ସାହୀ ନିବାସୀ ଅର୍ଜୁନ ଛତରଲିଆ,ପି-ସନୀଆ,ବୟସ-୪୬ ଆଜି ସକାଳେ ନିଜ ଘରପାଇଁ କିଛି ମେଢା ସ°ଗ୍ରହ ନିମନ୍ତେ ନିକଟସ୍ଥ ଚିଲିପଦର ଜ°ଗଲକୁ ଯାଇଥିଲେ!-->…
ଗୀତାମନ୍ଦିରର ରତ୍ନମୁଦ ଉତ୍ସବ
ହିଞ୍ଜିଳିକାଟୁ (୩/୭) : ହିଞ୍ଜିଳିକାଟୁ ପୌରାଚଂଳର ବଇଁଚବଣିଆ ସ୍ଥିତ ଗୀତା ମନ୍ଦିର ସାହିରେ ଥିବା ଗୀତା ଭବନ ପରିସରରେ ଥିବା ରାଧାକୃଷ୍ଣ ପ୍ରାସାଦ ଜୀର୍ଣୋଦ୍ଧାର ଶ୍ରୀରାମଦୂତ ହନୁମାନ ନିର୍ମାଣାଧୀନ ନୂତନ ମନ୍ଦିରର ରଵିବାର ରତ୍ନମୁଦ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ!-->…
ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବଡ଼ଖବର ସଂପାଦକଙ୍କ ଅନ୍ୟାୟ ଗିରଫ ଦାରୀର ନିନ୍ଦା
ବାଲିଗୁଡ଼ା : ବଡ ଖବର ର ସଂପାଦକ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାଶ ଙ୍କୁ ଆକ୍ରୋଶ ମୂଳକ ଭାବେ ଗିରଫକୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ରାଜ୍ୟ ସରକାର ଇଓଡବ୍ଲୁ ଜରିଆରେ ଯେଉଁ ଭଳି ଉଦେଶ୍ୟ ମୂଳକ ଭାବରେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ!-->…