ରାଣୀପଦର ଜଙ୍ଗଲରେ ବିଛେଇ ହୋଇ ପଡ଼ିଛି ଷ୍ଟାଣ୍ଡାର୍ଡ କମ୍ପାନୀର ନୂଆ ନୂଆ ଜିନ୍‌ ଓ ସାର୍ଟ

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକର ପାରୁଆ ପଞ୍ଚାୟତର ରାଣୀପଦର ନୀଳଗିରି ଜଙ୍ଗଳରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି | ଜଙ୍ଗଳ ଭିତରେ ଏଣେ ତେଣେ ବିଛେଇ ହୋଇ ପଡିଥିଲା ବ୍ରାଣ୍ଡେଡ କମ୍ପାନୀର ଜିନ ପେଣ୍ଟ ଓ ସାର୍ଟ | ଗାଁ ଲୋକେ ଜମିରେ ଏହି ଜଙ୍ଗଳ ରାସ୍ତା ଦେଇ କାମ କରିବା

ଗୋପବନ୍ଧୁ ଦାସଙ୍କ ୯୫ ତମ ପୁଣ୍ୟତିଥି ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

ରାଜଗାଙ୍ଗପୁର/ ସୁନ୍ଦରଗଡ଼ (୦୩/୦୭) : ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ ତମ ପୁଣ୍ୟତିଥି ଉପଲକ୍ଷେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଡାଲମିଆ କମ୍ପାନୀ ର କର୍ମଚାରୀ ଓ "ସମାଜ " ର ମିଳିତ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ

ସାମ୍ବାଦିକଙ୍କ ପିତୃ ବିୟୋଗ

ଛତ୍ରପୁର : ଛତ୍ରପୁରର ଯୁବ ସାମ୍ବାଦିକ ତଥା ଛତ୍ରପୁର ପ୍ରେସ କ୍ଳବର ସମ୍ପାଦକ ସନ୍ତୋଷ କୁମାର ପାଢ଼ୀଙ୍କ ପିତା ହରିହର ପାଢ଼ୀଙ୍କ (77)ଆଜି ସକାଳେ କାଳିଆବାଲି ସ୍ଥିତ ନିଜସ୍ୱ ବାସଭବନ ବିୟୋଗ ଘଟିଛି l ସେ ସୁନାବେଡା ସ୍ଥିତ ଏଚ ଏ ଏଲ ଅବସରପ୍ରାପ୍ତ କର୍ମଚାରୀ ଥିଲେ l ସେ ଜଣେ ପରୋପକାରୀ,

ରୁଚିକା ଆତ୍ମହତ୍ୟା ଘଟଣାରେ ମହିଳା କମିସନଙ୍କ ତଦନ୍ତ ଆରମ୍ଭ

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ପ୍ରସଙ୍ଗରେ ରାଜ୍ୟ ମହିଳା କମିଶନଙ୍କ ୩ଜଣିଆ ଟିମ ବିଜେବି କଲେଜକୁ ଯାଇ ତଦନ୍ତ କରିଛନ୍ତି। ହଷ୍ଟେଲ ୱାର୍ଡେନ ଓ ଛାତ୍ରୀଙ୍କୁ ୩ଜଣିଆ ଟିମ ପଚରାଉଚୁରା କରିଛନ୍ତି। କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ସେନେଇ ଖୋଳତାଡ଼

ରୁଚିକା ଆତ୍ମହତ୍ୟା ଘଟଣା: ରାଗିଂ ବିରୋଧରେ ନାରାବାଜି କଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ରାସ୍ତାକୁ ଓହ୍ଲାଇଛି ବିଭିନ୍ନ ଛାତ୍ର ସଂଗଠନ । ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କ ବାପା-ମାଆଙ୍କୁ ସାଥିରେ ଧରି କଲେଜରେ ରାଗିଂ

ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ବାହାରିଲା ଆଡ଼ପ ଅବଢା

ପୁରୀ: ଜନ୍ମବେଦିରେ ମହାପ୍ରଭୁ । ଆଡପ ବିଜେ ପରେ ଏବେ ଜନ୍ମବେଦିରେ ପୂଜା ପାଉଛନ୍ତି ଚତୁର୍ଦ୍ଧା ମୂରତି । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ବାହାରିଛି ଆଡ଼ପ ଅବଢା । ସକାଳୁ ଦ୍ୱାରଫିଟା ନିତୀ ସମ୍ପନ୍ନ ପରେ ଭିତର ଶୋଧ, ମଙ୍ଗଳ ଆଳତୀ , ମଇଲମ, ଅବକାଶ ନୀତି କରାଯାଇ ଦୈନଦିନ

ଫୁଟପାଥରେ ଚକ ଲାଗିବା ପରେ ଅଟକିଲା ବ୍ରହ୍ମତାଳଧ୍ୱଜ ରଥ

କେନ୍ଦ୍ରାପଡା: ଅଟକିଲା ବ୍ରହ୍ମତାଳଧ୍ୱାଜ ରଥ । ମନ୍ଦିରରୁ କିଛିବାଟ ଗଡ଼ିବା ପରେ ଅଟକିଲା ବ୍ରହ୍ମତାଳଧ୍ୱଜ ରଥ । କନ୍ଦ୍ରୋପଡ଼ାରେ ରଥଟଣା ବେଳେ ଫୁଟ୍‌ପାଥରେ ଲାଗିଲା ରଥଚକ । ମନ୍ଦିରରୁ କିଛି ବାଟ ଗଢ଼ିବା ପରେ ଅଟକିଲା ବ୍ରହ୍ମତାଳଧ୍ୱଜ ରଥ । ୫ ଘଣ୍ଟା ବିତିଲା ହେଲେ ୫୦ ମିଟର ଗଲାନାହିଁ

ଶ୍ରୀମନ୍ଦିର ଗର୍ଭଗୃହ ସମ୍ପୂର୍ଣ୍ଣ ସୁରକ୍ଷିତ : ଏଏସଆଇ

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରେ କୌଣସି ସଙ୍କଟ ନାହିଁ। ଗର୍ଭଗୃହ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। କେବଳ ଧଳା ଆସ୍ତରଣରେ କେମିକାଲ ଦିଆଯିବ। ରବିବାର କୋର କମିଟି ଓ ଏଏସଆଇର ୧୫ ଜଣିଆ ଟିମ୍ ମିଳିତ ଭାବେ ଦୀର୍ଘ ତିନି ଘଣ୍ଟା ଧରି ତନ୍ନ ତନ୍ନ ଯାଞ୍ଚ କରିବା ପରେ ସୂଚନା ଦେଇଥିଲେ ଏଏସଆଇ

ବିଏମସିରେ ଖୋଲିଲା ୨୫ ଟି କୋଭିଡ୍ ଟେଷ୍ଟ କେନ୍ଦ୍ର

ଭୁବେନଶ୍ୱର: କରୋନା ମହାମାରୀର ତୃତୀୟ ଲହର ପରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବାବେଳେ ଏବେ ପୁଣିଥରେ ଦେଶରେ କରୋନାତ ମାହାମାରୀର ସଂକ୍ରମଣ ବଢ଼ିବାରେ ଲାଗିଛି । ରାଜ୍ୟରେ ଦେଶ ତୁଳନାରେ ସଂକ୍ରମଣ ବେଶ୍ କମ୍ ରହିଥିଲେ ବି ବିପଦକୁ ଏଡ଼ାଇ ଦିଆଯାଇନପାରେ । ତେବେ ରାଜ୍ୟରେ କୋଭିଡ୍

ମହାନଦୀରେ ଉଦଘାଟିତ ହେଲା ଦ୍ୱିତୀୟ ଭାସମାନ ରେସ୍ତୋରାଁ

କଟକ: ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ଫ୍ଲୋଟିଂ ରେଷ୍ଟୁରାଣ୍ଟ ର ମଜା ନେବେ ପର୍ଯ୍ୟଟକ। ଓ୍ୱାଟର ସ୍ପୋର୍ଟସ ସିଂପ୍ଲେଲ ଓ ଓ.ଟି.ଡି.ସିର ମିଳିତ ଆନୁକୂଲ୍ୟରେ ମହାନଦୀରେ ଉଦଘାଟନ ହେଲା ଦ୍ଵିତୀୟ ଭାସମାନ ତିରିଶ ସଂଖ୍ୟା ଵିଶିଷ୍ଟ ରେଷ୍ଟୁରାଣ୍ଟ।ପୂର୍ବରୁ ଏକ ୮ ଟି ସିଟ ବିଶିଷ୍ଟ ଭାସମାନ