ମଙ୍କିପକ୍ସ ମହାମାରୀ କରୋନା ଭଳି ସ୍ଥିତି ସୃଷ୍ଟି କରିବ

ନୂଆଦିଲ୍ଲୀ: ମହାମାରୀ କରୋନାର ଭୟ ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ସମସ୍ତଙ୍କୁ ମଙ୍କିପକ୍ସ ଡରାଇବା ଆରମ୍ଭ କଲାଣି। ବିଶେଷ କରି ୟୁରୋପ ଓ ଆମେରିକାରେ ମଙ୍କିପକ୍ସ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହଠାତ୍‌ ମଙ୍କିପକ୍ସ ରୋଗୀଙ୍କ ସଂଖ୍ୟା ବଢ଼ିବା

କଂଗ୍ରେସର ଟାସ୍କ ଫୋର୍ସ-୨୦୨୪ରେ ପ୍ରିୟଙ୍କା

ନୂଆଦିଲ୍ଲୀ: ଚାରିଆଡୁ ପରାଜୟ ପରେ ଏବେ ଅଣ୍ଟା ଭିଡିଛି ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ। ୨୦୨୪ ସାଧାରଣ ନିର୍ବାଚନରେ କମ୍‌ବ୍ୟାକ୍‌ କରିବା ପାଇଁ ଏବେଠୁ କସରତ ଆରମ୍ଭ କରିଦେଇଛି କଂଗ୍ରେସ। ଗଠନ କରିଛି ଦଳର ରାଜନୈତିକ ବ୍ୟାପାର କମିଟି ଗ୍ରୁପ ଏବଂ ଟାସ୍କ ଫୋର୍ସ-୨୦୨୪।ଦଳର ନେତୃତ୍ୱ

ରାଜ୍ୟର ୧୩ ଜିଲ୍ଲାରେ ଘଡ଼ଘଡ଼ି ସହ ୨ ଦିନ ଯାଏଁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ଘଡ଼ଘଡ଼ି ସହ ୨ ଦିନ ଯାଏଁ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ୨୫ ଓ ୨୬ରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା । ବୁଧବାର ସକାଳ ଯାଏଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୩

କଂଗ୍ରେସ ହିନ୍ଦୁ ଧର୍ମର ଲୋକଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଉଛି : ହାର୍ଦ୍ଦିକ  ପଟେଲ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ମିଶିବା ପାଇଁ ଗୋଡ଼ ଟେକି ବସିଥିବା ଯୁବ ନେତା ହାର୍ଦ୍ଦିକ ପଟେଲ କମ୍ରାଗତ ଭାବେ କଂଗ୍ରେସକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ୨୦୧୯ରୁ ହାର୍ଦ୍ଦିକ କଂଗ୍ରେସରେ ଥିଲେ। କିନ୍ତୁ କିଛି ଦିନ ତଳେ ସେ କଂଗ୍ରେସକୁ ଅଲବିଦା କହିଥିଲେ।

ଦିବ୍ୟାଙ୍ଗ ନବଜାତ ଶିଶୁକୁ ବୁଦା ମୂଳରେ ଫିଙ୍ଗି ଚାଲିଗଲେ ମା’ ବାପା

ସୋର : ହଜିଗଲା ମାନବିକତା । ମା ବାପା ପରିବାର କାହାରି ହୃଦୟରେ ଦୟା ଆସିଲାନି ? ଦିବ୍ୟାଙ୍ଗ ନବ ଜାତ ଶିଶୁ ପୁତ୍ରକୁ ନିଛାଟିଆ ରେଳଲାଇନ କଣ୍ଟା ବୁଦା ମୂଳରେ ଫିଙ୍ଗି ଚାଲିଗଲେ l ନବଜାତ ଦିବ୍ୟାଙ୍ଗ ଶିଶୁର ଦୁଇ ଗୋଡ଼ ଓ ଗୋଟିଏ ହାତ ନାହିଁ । ସୋର ପୌରପାଳିକା ମୋବାରକପୁର ଗ୍ରାମର ବାସନ୍ତୀ

କ୍ୱାଡ ବୈଠକ ବେଳେ ପଇଁତରା ମାରିଲେ ଚାଇନା ଓ ରୁଷର ଯୁଦ୍ଧ ବିମାନ

ଟୋକିଓ: ଜାପାନରେ କ୍ୱାଡ ବୈଠକ ଚାଲିଥିବା ବେଳେ ସୀମା ଲଙ୍ଘିବାକୁ ଚେଷ୍ଟା କରିଛନ୍ତି ରୁଷ ଓ ଚାଇନା। ଭାରତର ପ୍ରଧାନମନ୍ତ୍ରୀଙ୍କ ସମେତ ୪ ଦେଶର ରାଷ୍ଟ୍ର ମୁଖ୍ୟ ଜାପାନାରେ କ୍ୱାଡ ବୈଠକ କରୁଥିଲେ। ଏହି ସମୟରେ ଚାଇନା ଓ ରୁଷର ୪ଟି ଯୁଦ୍ଧ ବିମାନ ଜାପାନ ସୀମାନ୍ତର ଅତି ନିକଟରେ ଘନଘନ ପଇଁତରା

୨୨ଟି ସର୍ତ୍ତରେ ପୁଣି ଖୋଲିବ ରାମମନ୍ଦିର ନିକଟ ‘ଖାଓ ଗଲି’

ଭୁବନେଶ୍ୱର: ଭୁବନେଶ୍ୱର ରାମମନ୍ଦିର ନିକଟ ଖାଓ ଗଲି ପୁଣି ଥରେ ଖୋଲିବ । ୨୨ଟି ସର୍ତ୍ତରେ ଦୋକାନ ଖୋଲିବାକୁ ଅନୁମତି ଦେଲା ବିଏମସି । ପ୍ରତି ଦୋକାନ ସିକ୍ୟୁରିଟି ଜମା ୨୫ ହଜାର ସହିତ ମାସିକ ଭଡା ୬ ହଜାର ଦେବେ । ସନ୍ଧ୍ୟା ସାଢେ ୫ଟାରୁ ରାତି ୧୦ଟା ଯାଏଁ ଖୋଲିବ ଖାଓ ଗଲି ।

କମିଶନରେଟ ପୋଲିସ କବଜାରେ ଡକାୟତ ଗ୍ୟାଙ୍ଗ, ଜଣେ ମହିଳାଙ୍କ ସମେତ ୭ ଗିରଫ

ଭୁବନେଶ୍ବର: କମିଶନରେଟ୍ ପୁଲିସର ବଡ ସଫଳତା । ଧରାପଡିଲେ ସୁନା ଚେନ୍ ଲୁଟେରା ଗ୍ୟାଙ୍ଗ । କମିଶନରେଟ୍ ପୁଲିସର ରାତିର ନିଦ ହଜାଇ ଦେଇଥିବା ୭ଜଣ ଅପରାଧୀଙ୍କୁ ଗିରଫ କରିବା ସହ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି । ୭ ଅପରାଧୀଙ୍କ ଭିତରେ ଜଣେ ମହିଳା ଲୁଟେରା ଥିବା କମିଶନରେଟ୍ ପୋଲିସ

ବହିଷ୍କାର ପରେ ଗିରଫ ହେଲେ ପଞ୍ଜାବ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଚଣ୍ଡିଗଡ: ଆକ୍ସନ ମୋଡରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ନିଜ ସରକାରରେ ଥିବା ମନ୍ତ୍ରୀଙ୍କୁ ହିଁ ଦେଖାଇଲେ ବାହାରର ରାସ୍ତା। ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କ ବିରୋଧରେ ଭ୍ରଷ୍ଟାଚାର ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ ନେଇଛନ୍ତି କଡା

ଏମାର ମଠ ଖନନ ସ୍ଥଳରେ ସରିଲା GPR ସର୍ଭେ

ପୁରୀ: ଏମାର ମଠ ଖନନ ସ୍ଥଳରେ ସରିଲା Ground Penetrating Radar Survey(GPRS) । ଏମାର ମଠର ଖନନ ସ୍ଥଳରେ ଆଜି(ମଙ୍ଗଳବାର) GPR ସର୍ଭେ କରାଯାଇଛି । ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଥିବା ଜଣାପଡିଛି । ଏଥିସହିତ ଏମାର ମଠ ଜାଗାରେ ବି ସର୍ଭେ କରୁଥିବା ଦେଖିବାକୁ