Sign in
Sign in
Recover your password.
A password will be e-mailed to you.
ମଣିପୁର ଭୂସ୍ଖଳନ ଘଟଣା: ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ନୂଆଦିଲ୍ଲୀ: ମଣିପୁରର ନୋନେ ଜିଲ୍ଲାରେ ଭୂସ୍କଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଏକ ରେଲୱେ ନିର୍ମାଣ କାର୍ଯ୍ୟସ୍ଥଳରେ ଏହି ଭୂସ୍ଖଳନ ଘଟିଥିଲା। ତେବେ ମୃତକଙ୍କ ମଧ୍ୟରେ ସେନାର କେତେକ ଯବାନ ଓ ସାଧାରଣ ଲୋକ ଅଛନ୍ତି। ପ୍ରତିକୂଳ ପାଗସତ୍ତ୍ୱେ ସର୍ଚ୍ଚ ଅପରେଶନ ଜାରି ରହିଛି।!-->…
ଆସନ୍ତା ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ବିଜେପିର ଯୁଗ ରହିବ: ଅମିତ ଶାହ
ହାଇଦ୍ରାବାଦ: ଆସନ୍ତା ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ବିଜେପିର ଯୁଗ ଜାରି ରହିବ। ଅର୍ଥାତ କେନ୍ଦ୍ରରେ ବିଜେପିର କ୍ଷମତା କାଏମ ରହିବ। ଦଳର ଭବିଷ୍ୟତ ନେଇ ଏମିତି କିଛି ଆକଳନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ୍। ଖାଲି ଆକଳନ କରିନାହାନ୍ତି ଭାରତ ବିଶ୍ୱଗୁରୁ ହେବ ବୋଲି ଶାହ କହିଛନ୍ତି।!-->…
ସୋଶାଲ ମିଡିଆ ଉପରେ ଅଙ୍କୁଶ ଲାଗିବା ଦରକାର: ସୁପ୍ରିମକୋର୍ଟ ବିଚାରପତି
ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ବୟାନକୁ ନେଇ କଡ଼ା ଭର୍ତ୍ସନା କରିଥିବା ସୁପ୍ରିମକୋର୍ଟର ବିଚାରପତି ଜେବି ପର୍ଦ୍ଦିୱାଲା ସୋଶାଲ ମିଡିଆର ଅପବ୍ୟବହାରକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଜଷ୍ଟିସ ପର୍ଦ୍ଦିୱାଲା କହିଛନ୍ତି ଯେ, ସୋଶାଲ ମିଡିଆ ଉପରେ କଡ଼ା!-->…
ରାଉରକେଲା ବେଦବ୍ୟାସ ପୀଠରେ ଶ୍ରାବଣୀ ମେଳା ଆୟୋଜନ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି…
ଜୁଲାଇ ୧୭ରୁ ଅଗଷ୍ଟ ୭ ତାରିଖ ଯାଏଁ ଚାଲିବ ମେଳା
ଟ୍ରାଫିକ ପରିଚାଳନା, ଆଲୋକୀକରଣ ଏବଂ ସଫେଇ ଉପରେ ବିଶେଷ ଗୁରୁତ୍ଵ
ରାଉରକେଲା : କୋଭିଡ୍ ମହାମାରୀ ପାଇଁ ଗତ ଦୁଇ ବର୍ଷ ହେଲା ସ୍ଥଗିତ ଥିବା ରାଉରକେଲାର ପ୍ରସିଦ୍ଧ ଶ୍ରାବଣୀ ମେଳା ଚଳିତ ବର୍ଷ ଆୟୋଜନ କରାଯିବ। ଏନେଇ ଶନିବାର ଦିନ!-->!-->!-->!-->!-->!-->!-->…
ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂରତି
ପୁରୀ: ଭକ୍ତିମୟ ପରିବେଶରେ ଜନ୍ମବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ଭକ୍ତଙ୍କ ଗହଣରେ ଶରଧାବାଲିରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋଟି ପହଣ୍ଡିରେ ଯାଇଛନ୍ତି ଚାରିଠାକୁର । ଆଡ଼ପବିଜେ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଶରଧାବାଲିରେ ଭିଡ ଜମାଇଛନ୍ତି । ମହାପ୍ରଭୁଙ୍କୁ ପାଖରୁ!-->…
ବିକାଶମୁଖୀ ବଜେଟ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର, ୨।୭ ରାଜ୍ୟର ପୂର୍ଣ୍ଣାଙ୍କ ବଜେଟ ବିଧାନସଭାରେ ଶନିବାର ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ କୋଟ ଟଙ୍କାର ବଜେଟ ଉପସ୍ଥାପିତ ହୋଇଛି। ବଜେଟରେ କୃଷି, ସ୍ବାସ୍ଥ୍ୟ, ଓ ଶିକ୍ଷା ସହ ରାଜ୍ୟର ବିକାଶକୁ ଗୁରୁତ୍ବ!-->…
ସିନିୟରଙ୍କ ନିର୍ଯ୍ୟାତନାରୁ ଆତ୍ମହତ୍ୟା କରିଛନ୍ତି ବିଜେବି ଛାତ୍ରୀ, ସୁଇସାଇଡ ନୋଟରେ ଚାଞ୍ଚଲ୍ୟକର ତଥ୍ୟ
ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ନିବାସରେ ଯୁକ୍ତ ୩ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ମୃତ ଛାତ୍ରୀଙ୍କ ସୁଇସାଇଡ ନୋଟରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ । ୩ ଜଣ ସିନିୟର ଛାତ୍ରୀଙ୍କ ନିର୍ଯ୍ୟାତନା ସହି ନ ପାରି ଆତ୍ମହତ୍ୟା କରୁଥିବା ଉଲ୍ଲେଖ । ମାନସିକ ନିର୍ଯ୍ୟାତନାରେ ଅତିଷ୍ଟ ହୋଇ ଚରମ ପଦ!-->…
ବର୍ଷ ୨୦୨୨-୨୩ର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ
ଭୁବନେଶ୍ୱର : ବର୍ଷ ୨୦୨୨-୨୩ ପାଇଁ ଓଡ଼ିଶା ବିଧାନସଭାରେ ରାଜ୍ୟ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି। ଚଳିତ ବଜେଟ୍ରେ କୃଷି ଉପରେ ଅଧିକ!-->…
ଲଘୁଚାପ କ୍ଷେତ୍ର ସୃଷ୍ଟି, ୪ରୁ୫ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆସନ୍ତା ୪୮ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା!-->…
କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
କଟକ : ରାଜଧାନୀ ଭୁବନେଶ୍ୱର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନେଇ ଆଜି ସିଏମସି ପକ୍ଷରୁ ସୂଚନା ମିଳିଛି। କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରଶାସନ କଟକଣା କଡା କରିଛି। କଟକରେ ରହୁଥିବା ଲୋକେ,କଟକକୁ ଆସୁଥିବା ଲୋକେ ମାସ୍କ!-->…