ହାତୀ ଘଉଡ଼ାଇବାକୁ ଯାଇ ୩ ବନ କର୍ମଚାରୀ ଗୁରୁତର

ବାରିପଦା: ହାତୀ ଉପଦ୍ରବ ରୋକିବାକୁ ଯାଇ ୩ ବନ କର୍ମଚାରୀ ଗୁରୁତର ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅଞ୍ଚଳରେ ହାତୀମାନଙ୍କ ଉପଦ୍ରବ ଲାଗି ରହିଛି। ହାତୀମାନଙ୍କୁ ଘଉଡ଼ାଇବା ଲାଗି ୩ ଜଣ ବନ ବିଭାଗ କର୍ମଚାରୀ ଏକ ଜିପରେ ଯାଇଥିଲେ। ହେଲେ

କଳାହାଟ ଦ୍ୱାରରେ ରୁପା ଛାଉଣି ପ୍ରସ୍ତୁତି ଆରମ୍ଭ

ପୁରୀ: ଶ୍ରୀମନ୍ଦିର ଜଗମୋହନରୁ ଗର୍ଭଗୃହକୁ ଯୋଗ କରୁଥିବା କଳାହାଟ ଦ୍ୱାରରେ ରୁପା ଛାଉଣି ପ୍ରସ୍ତୁତି ଶୁକ୍ରବାର ରାତିରୁ ଆରମ୍ଭ ହେବ । ଏହି କାମ କରିବାକୁ ମୁମ୍ବାଇରୁ କାରିଗର ଆସି ପହଞ୍ଚିଛନ୍ତି । କଳାହାଟ ଦ୍ୱାରରେ ୫୦୦ କିଲୋର ରୁପା ଚାଦର ପଡିବ । ସୂଚନାଯୋଗ୍ୟ, ଏହା ପୂର୍ବରୁ

ଆଧୁନିକୀକରଣ ତାଲିକାରେ ଓଡ଼ିଶାର ୧୨ ଷ୍ଟେସନ: ପୁରୀରେ କାମ ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ୧୨ଟି ରେଳ ଷ୍ଟେସନର ବିକାଶ କରାଯିବ । ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟର ଦେଶର ପାଖାପାଖି ୮ ହଜାର ରେଳ ଷ୍ଟେସନ୍‌ର ଆଧୁନିକୀକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେଥିରେ ଓଡ଼ିଶାର ୧୨ଟି ଷ୍ଟେସନ୍‌ ସ୍ଥାନ ପାଇଛି । ଯାହାର ପୁନଃ ବିକାଶ କରିବାକୁ ଘୋଷଣା କରିଛି

ହିଲଭିୟୁ ପାର୍କର ପରିଚାଳନା ଦାୟିତ୍ବ ଠିକାସଂସ୍ଥାକୁ ଦିଆଗଲା

ଦାରିଙ୍ଗବାଡି (୨/୭) : ଓଡ଼ିଶାର ଭୂସ୍ବର୍ଗ ତଥା କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିର ପର୍ଯ୍ୟଟନ ସ୍ଥଳୀ ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ସ୍ଥାନ କହିଲେ ହିଲଭିୟୁ ପାର୍କ କୁ ବୁଝାଇଥାଏ । ଏଠି ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟ ଭରା ବୃକ୍ଷ, ଗଛ ଲତା, ଛୋଟ ଛୋଟ ପିଲା ମାନଙ୍କ ମାନଙ୍କ

ଜିଲ୍ଲାର ସମସ୍ତ ଲୋକଙ୍କ ସ୍ବାସ୍ଥ୍ୟଗତ ତଥ୍ୟ ଡାଟାବେସ୍ ପ୍ରସ୍ତୁତ ହେବ – ଜିଲ୍ଲାପାଳ

ଛତ୍ରପୁର(୦୨/୦୭) : ଜିଲ୍ଲାର ସମସ୍ତ ଘରକୁ ଘର ବୁଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରିବାରର ପ୍ରତିଟି ସଦସ୍ୟଙ୍କ ସ୍ବାସ୍ଥ୍ୟଗତ ତଥ୍ୟ ସଂଗ୍ରହ କରାଯାଇ ଡିଜିଟାଲ ଡାଟାବେସ୍ ପ୍ରସ୍ତୁତ ହେବ । ଉକ୍ତ ଡାଟାବେସ୍ ତଥ୍ୟକୁ ଆଧାର କରି ଚିକିତ୍ସା ପଦ୍ଧତିର ମାର୍ଗ ନିରୂପଣ ହେବ । ଏହାରି ଫଳରେ ଲୋକଙ୍କ

ହିଞ୍ଜିଳିକାଟୁରେ ୭୩ ତମ ବନମହୋତ୍ସବ ସପ୍ତାହ ପାଳନ

ହିଞ୍ଜିଳିକାଟୁ (ତା୨/୭) : ଗଞ୍ଜାମଜିଲ୍ଲା ବ୍ରହ୍ମପୁର ବନଖଣ୍ଡର ହିଞ୍ଜିଜି ଉପଖଣ୍ଡ ବନାଞ୍ଚଳ ତରଫରୁ ମହାନଦୀ ମିଶନ ର ହିଞ୍ଜିଳିକାଟୁ ବ୍ଳକ ଆଲପୁର ଗ୍ରାମ ନିକଟରେ ରିଷିକୁଲ୍ୟା ନଦୀ ପଠାରେ ବନ ବିଭାଗ ପକ୍ଷରୁ ୭୩ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ରାଳବ ଗ୍ରାମପଞ୍ଚାୟତ ସମିତି

୭୩ ତମ ବନ ମହୋତ୍ସବ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ରେଞ୍ଜ ନୂଆପଦର ଉପବିଭାଗ ଦ୍ଵାରା ୭୩ ତମ ବନ ମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫିରିଙ୍ଗିଆ ରେଞ୍ଜ ନୂଆପଦର ବନପାଳ ବ୍ରଜ ସୁନ୍ଦର ଦାସ ନେତୃତ୍ବରେ କେଳାପଡା ପଞ୍ଚାୟତ ସେସ୍କାଯୋଡି ଧୂଳେଶ୍ଵର

ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ଓ ଉପଖଣ୍ଡ ହାସପାତାଲ ଦାବିରେ ଖଲ୍ଲିକୋଟ ପ୍ରେସକ୍ଲବର ଗଣଧାରଣା

ଖଲ୍ଲିକୋଟ(୦୨/୦୭) : ଖଲ୍ଲିକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଖଲ୍ଲିକୋଟବ୍ଲକ ର ୨୯ ଗୋଟି ପଂଚାୟତ ସମେତ ପଡୋଶୀ ବ୍ଲକ ର ଦୁଇ ଲକ୍ଷରୁ ଉର୍ଧ ଲୋକ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରୁଥିବା ବେଳେ ପାଞ୍ଚ ଗୋଟି ଏମ ବି ବି ଏସ ଡାକ୍ତର ଓ ତିନି ଗୋଟି ବିଶେଷଜ୍ଞ ଡାକ୍ତର ପଦବୀ

ଏନଏସଏସ୍ ପକ୍ଷରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳିତ

ବ୍ରହ୍ମପୁର : ବନମହୋତ୍ସବ ସପ୍ତାହ ଅବସରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏନଏସଏସ ୟୁନିଟ୍ ପରକ୍ଷରୁ ବିଶ୍ବବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ, ଚାରାରୋପଣ କରି ବନମହୋତ୍ସବ ସପ୍ତାହର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କୁଳପତି

ବନବିଭାଗ ଓ ସହଯୋଗ ଟିମ୍ ର ମିଳିତ ଉଦ୍ୟମରେ ବାଲିମେଳା ନଗରରେ ବୃକ୍ଷରୋପଣ

ବାଲିମେଳା(୦୨/୦୭) : ମାନବ ସମାଜ ତିଷ୍ଠି ରହିବା ପାଇଁ ପରିବେଶ ସୁରକ୍ଷିତ ରହିବା ଏକାନ୍ତ ଆବଶ୍ୟକ। ତେଣୁ ପ୍ରତିଟି ବ୍ୟକ୍ତିକୁ ନିଜେ ନିରୋଗରେ ରହିବା ସହିତ ଅନାବଶ୍ୟକ ବୃକ୍ଷଚ୍ଛେଦନରେ ରୋକ୍ ଲଗାଇ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ହିଁ ପରିବେଶ ଦିବସର ମୁଖ୍ୟ ଲକ୍ଷ୍ୟ । ତେଣୁ