ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ସମ୍ୱର୍ଦ୍ଧିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଜଣାଶୁଣା ସାହିତ୍ୟିକ ତଥା ଶିକ୍ଷାବିତ୍ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ବ୍ରହ୍ମପୁର ମହାନଗର ମହୋତ୍ସବ ଅବସରରେ "ଅମୂଲ୍ୟ ଆମ ସାହିତ୍ୟ ସଂସଦ " ତରଫରୁ ବିଶିଷ୍ଟ ସାହିତ୍ୟିକ ଭାବେ ସମ୍ୱର୍ଦ୍ଧନl ଦିଆଯାଇଛି l ଉପସ୍ଥିତ ଅତିଥି ମlନେ ଶ୍ରୀ ମହାପାତ୍ରଙ୍କୁ

ସାମ୍ବାଦିକଙ୍କ ପାଇଁ ଶିଶୁ ସୁରକ୍ଷା ଆଇନ କର୍ମଶାଳା

ଫୁଲବାଣୀ : ଦିନକୁ ଦିନ ଶିଶୁମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ବୃଦ୍ଧି ପାଇବା ଓ ଏନେଇ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବର କିଭଳି ଭାବରେ ଉପସ୍ଥାପନା ହେବା ଦରକାର ଓ ଆଇନ ରେ କଣ ସବୁ କଟକଣା ରହିଛି ସେ ନେଇ ଆଜି ରବିବାର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସାହାରା ଓ ପିକକ ପକ୍ଷରୁ

ଗଠନ ହେଲା ବିଏମ୍‌ସି ଷ୍ଟାଣ୍ଡିଂ କମିଟି

ଭୁବନେଶ୍ୱର: ଗଠିତ ହେଲା ଭୁବନେଶ୍ୱର ମ୍ୟୁନିସିପାଲଟି କର୍ପୋରେସନ ଷ୍ଟାଣ୍ଡିଂ କମିଟି । ଓଡିଶା ମ୍ୟୁନିସିପାଲ କର୍ପୋରେସନ ରୁଲସ୍‌-୨୦୦୩, ନିୟମ-୨୫ ଓ ୩୨ ଅନୁଯାୟୀ ଷ୍ଟାଣ୍ଡିଂ କମିଟି ଗଠନ ହୋଇଛି । ଏବେଠୁ ଏହି କମିଟି ବିଏମସିର ଉନ୍ନତି, ପ୍ରଗତି ପାଇଁ ପ୍ରମୁଖ ଦାୟିତ୍ଵ ତୁଲାଇବ ।

ଲଗାଣ ବର୍ଷା ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି ହେବା ପରେ ଅଧାରେ ଅଟକିଲା କେଦାରନାଥ ଯାତ୍ରା

ନୂଆଦିଲ୍ଲୀ: ଲଗାଣ ବର୍ଷା ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି ହେବା ପରେ ଅଧାରେ ଅଟକିଲା କେଦାରନାଥ ଯାତ୍ରା। ସୋମବାର ସକାଳଠୁ କ୍ରମାଗତ ଭାବେ ବର୍ଷା ହେଉଥିବାରୁ କେଦାରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି। ଲଗାଣ ବର୍ଷା ଲାଗି ରହିଥିବା ବେଳେ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ

SCBରେ ଆଇନଜିବୀଙ୍କୁ ଆକ୍ରମଣ ମାମଲା : ୭ ଡାକ୍ତରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

କଟକ: ଏସସିବି ମେଡିକାଲର ୭ ଡାକ୍ତରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ। ଆଇନଜିବୀ ସପନ କୁମାର ପାଲଙ୍କୁ ଆକ୍ରମଣ କରିବା ଘଟଣାରେ ଚାର୍ଜସିଟ ଦାଖଲ ହୋଇସାରିଛି। ସିସିଟିଭି ଫୁଟେଜ ଆଧାରରେ ୭ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରାଯାଇ ନିମ୍ନ ଅଦାଲତରେ ଚାର୍ଜସିଟ୍ ଦାଖଲ ହୋଇଥିବା

ଆଡଲଫ୍ ହିଟଲର, ଜୋସେଫ ଷ୍ଟଲିନ କିମ୍ବା ବେନିଟୋ ମୁସୋଲିନିଙ୍କ ଅପେକ୍ଷା ବିଜେପିର ଶାସନ ଅଧିକ ଖରାପ

କୋଲକାତା: ପୁଣି ବିିଜେପିକୁ ଟାର୍ଗେଟ କଲେ ଦିଦି। କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରି ବିଜେପି ରାଜ୍ୟର କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପି ନେତୃତ୍ୱାଧୀନ ସରକାର ଦେଶର ସଙ୍ଘୀୟ ଢ଼ାଞ୍ଚାକୁ ନଷ୍ଟ କରୁଛନ୍ତି ବୋଲିି

ଏଥର ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା

ପୁରୀ: ଏଥର ଭକ୍ତଙ୍କ ଗହଣରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରାକୁ ନେଇ ବସିଥିବା ପ୍ରଥମ ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ଯୋଗୁ ଗତ ଦୁଇ ବର୍ଷ ବିନା ଭକ୍ତରେ ରଥଯାତ୍ରା ହୋଇଥିଲା । ତେଣୁ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ପ୍ରବଳ

ଆସିପାରେ କରୋନାର ଚତୁର୍ଥ ଲହର, ଭାରତରେ ଓମିକ୍ରନ୍‌ର BA.4 ଓ BA.5 ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ପୁଣିଥରେ ଭୟଙ୍କର ରୂପ ନେଇପାରେ କରୋନା ମହାମାରୀ। ଆସିପାରେ ଚତୁର୍ଥ ଲହର। ଭାରତରେ ଓମିକ୍ରନ୍‌ର ସବୁ ଭାରିଏଣ୍ଟ BA.4 ଓ BA.5 ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ ହୋଇଛି। ଏହି ଭୂତାଣୁରେ ଦେଶର ତିନି ଜଣ ଆକ୍ରାନ୍ତ ହୋଇଛନ୍ତି। ଏହି ତିନି ଜଣଙ୍କ ମଧ୍ୟରେ ତାମିଲନାଡୁରୁ ଜଣେ

ଆସନ୍ତାକାଲି ବ୍ରଜରାଜନଗରରେ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ବ୍ରଜରାଜନଗର ଉପନିର୍ବାଚନ ରେ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ପାଇଁ କରିବେ ମାରାଥନ ପ୍ରଚାର । ଆସନ୍ତାକାଲି ମାରାଥନ ପ୍ରଚାର କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବେଲପାହାଡ, ବ୍ରଜରାଜନଗର, ଲଖନପୁର ରେ କରିବେ

ଜାତି ଭିତ୍ତିକ ଜନଗଣନା କରିବାକୁ ନୀତିଶ ପ୍ରସ୍ତୁତ ହେଉଛନ୍ତି

ପାଟନା: ବିଜେପିକୁ ଶକ୍ତ ଝଟ୍‌କା। ମେଣ୍ଟ ସରକାରରେ ପଡିବ କି ଫାଟ। ବିଜେପିର ବିରୋଧ ସତ୍ତ୍ୱେ ମେଣ୍ଟରେ ଥିବା ବିହାରର ନୀତୀଶ ସରକାର ଜାତିଗତ ଜନଗଣନା ଉପରେ କାମ କରିବେ। ଜାତି ଭିତ୍ତିକ ଜନଗଣନା ଉପରେ ଆସନ୍ତା ମେ’ ୨୭ ତାରିଖ ସର୍ବଦଳୀୟ ବୈଠକ ବସିବ। ଆଜି ଏନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ