ଚୌଦ୍ବାର ଜେଲ୍ ପରିଦର୍ଶନ କଲେ ସୁବ୍ରତ ବାଗଚୀ

ଚୌଦ୍ବାର : ଓଡିଶା ଦକ୍ଷତା ବିକାଶର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଶନିବାର ଚୌଦ୍ବାର ଜେଲ୍ ପରିଦର୍ଶନ କରିଛନ୍ତି । ପରିଦର୍ଶନରେ ଆସି ଜେଲ୍ କର୍ତ୍ତୃପକ୍ଷ ଓ ଅନ୍ତେବାସୀଙ୍କ ସହ ପୁଙ୍ଖାନୁଫୁଙ୍ଖ ଆଲୋଚନା କରିଛନ୍ତି । ଚୌଦ୍ବାର ଜେଲ୍ ହେଉଛି ଓଡିଶାର ଶ୍ରେଷ୍ଠ ଜେଲ୍ ମଧ୍ୟରୁ ଅନ୍ୟତମ ।

BJB କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା, ହଷ୍ଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର: ଭୁବନେଶ୍ୱର ବିଜେବି କଲେଜରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ବିଜେବି କଲେଜ ଲେଡିଜ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀ ଜଣଙ୍କ ଯୁକ୍ତ ୩ କଳାର ପ୍ରଥମ ବର୍ଷର ହୋଇଥିବା ସୂଚନା ମିଳିଛି । ହଷ୍ଟେଲରେ କେହି ନଥିବା

୧୦ ରୁ ୧୫ ଦିନ ମଧ୍ୟରେ ବଢ଼ିବ ସଂକ୍ରମଣ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ ୧୦-୧୫ ଦିନ ମଧ୍ୟରେ ଅଧିକ ମାତ୍ରାରେ ସଂକ୍ରମଣ ବଢ଼ିପାରେ । କାଲି ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳନ କରାଯାଇଛି । ଯଦି କୌଣସି କିଛି ହୋଇଥିବ

ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ । ଏଥର ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଦେଲେ । ୭ ଜଣ ସେବାୟତଙ୍କ ୨୦ଟି ଚୁଲି ଭାଙ୍ଗିଯାଇଥିବା ସୂଚନା ମିଳିଛି । ଅବଶିଷ୍ଟ ଶତାଧିକ ଚୁଲି ସୁରକ୍ଷିତ ରହିଛି । ଚୁଲିଗୁଡ଼ିକୁ କେହି ହାତରେ ଭାଙ୍ଗିଥିବା ମଧ୍ୟ

ସମୁଦ୍ରରେ ଗାଧୋଉଥିବା ବେଳେ ବଜ୍ରପାତରେ ୨ ସାଙ୍ଗଙ୍କ ମୃତ୍ୟୁ

ଭୋଗରାଇ: ଦୀଘା ସମୁଦ୍ରରେ ଗାଧୋଉଥିବା ବେଳେ ଅଘଟଣ। ବଜ୍ରପାତ ହେବାରୁ ୨ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ଏଥିସହ ୪ ଜଣ ଗୁରତର ହୋଇଛନ୍ତି। ମୃତକ ୨ ଜଣ ହେଲେ ସଂଗ୍ରାମ ପାଳ ଓ ଶୁଭଜିତ ପାଳ। ରଥଯାତ୍ରା ଅବସରରେ କଲିକତାରୁ ୬ ଜଣ ସାଙ୍ଗ ଦୀଘା ବୁଲିବାକୁ ଆସିଥିଲେ। ସେମାନେ ଦୀଘା ଖଣିକା ଘାଟରେ

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ଦୁଇ ଦିନ ରଥ ଟଣା

ବାରିପଦା: ଶୁକ୍ରବାର ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାଠାରେ ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ତିନି ରଥକୁ ବିଜେ ହୋଇଛନ୍ତି । ପରମ୍ପରା ଅନୁସାରେ ଶନିବାର ରଥାରୂଢ ଠାକୁରମାନେ ଭକ୍ତଙ୍କୁ ମୁକ୍ତ ଦର୍ଶନ ଦେବା ସହିତ ଟଣା ହୋଇ ଶ୍ରୀଗୁଣ୍ଡିଚା ଯିବ । ଶନିବାର ଓ ରବିବାର ରଥ ଟଣା ହେବ ।

ନୂପୁର ଶର୍ମାଙ୍କ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ମତ ଦାବି କଲେ ନରସିଂହ

ଭୁବନେଶ୍ୱର : ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟରେ ବିଧାନସଭା ହୁଲୁସ୍ତୁଲ ହୋଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର , ବିରୋଧୀ ଉପନେତା ବିଷ୍ଣୁ ସେଠୀ ମୁହାଁମୁହିଁ । ବିଜେପିର ମୁଖପାତ୍ର ଥିବା ନୂପୁର ଶର୍ମା ଗତକାଲି ସୁପ୍ରିମକୋର୍ଟକୁ ନିଜର ସୁରକ୍ଷା ପାଇଁ ଯାଇଥିଲେ । କିନ୍ତୁ

ମରଣାନ୍ତକ ଆକ୍ରମଣ କରି ଡୋମିନସର ମହିଳା କର୍ମଚାରୀଙ୍କୁ ଅପହରଣ ଉଦ୍ୟମ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଏବେ କ୍ରାଇମ୍ କ୍ୟାପିଟାଲ୍ ହେବାକୁ ବସିଲାଣି । ଏସପ୍ଲାନେଡ ମଲ୍ ସ୍ଥିତଡୋମିନସରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ଅପହରଣ ଉଦ୍ୟମ ସହ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମାମଲାରେ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି

ଚଳିତ ଆର୍ଥିକ ବର୍ଷରେ ପର୍ଯ୍ୟଟନ ପାଇଁ ଖର୍ଚ୍ଚ ହେବ ୫୭୪ କୋଟି

ଭୁବନେଶ୍ୱର: ଶନିବାର ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନରେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ନେଇ ହେଉଥିବା ଅବହେଳାକୁ ନେଇ ପଶ୍ନ ଉଠାଇଥିଲେ ବିରୋଧୀ ଶାସକ ନେତା ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଦେବୀ ମିଶ୍ର ମନ୍ତବ୍ୟ ରଖି

ରାଜ୍ୟରେ ଆଉ ୨୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୫ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୯୬ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୩୦ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।