ଜୁବୈରଙ୍କ ନାଁରେ ନୂଆ ଦଫା ଲଗାଇଲା ପୁଲିସ

ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଛାଡ଼ିବା ମୁଡରେ ନାହିଁ ଦିଲ୍ଲୀ ପୁଲିସ୍‌। ୨୦୧୮ର ଗୋଟିଏ ବିବାଦୀୟ ଟ୍ୱିଟ ପାଇଁ ୨୦୨୨ ଜୁନ ମାସରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ସେ ରିମାଣ୍ଡରେ ଥିବା ବେଳେ ଏବେ ତାଙ୍କ ନାଁରେ ଦିଲ୍ଲୀ ପୁଲିସ୍‌ ଆଉ କିଛି ନୂଆ ଦଫା

ରାହୁଲ ନରୱେକର ବିଜେପିର ବାଚସ୍ପତି ପ୍ରାର୍ଥୀ, ନିର୍ବାଚନକୁ ନେଇ ଉଠିଲା ପ୍ରଶ୍ନ

ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ଏହାପୂର୍ବରୁ ବିଜେପି କୋଲାବାର ବିଧାୟକ ରାହୁଲ ନରୱେକରଙ୍କୁ ବାଚସ୍ପତି ପଦ ପାଇଁ ମନୋନୀତ କରିଛି। ବିଜେପି ଓ ବିଦ୍ରୋହୀ ଶିବସେନା ପାଖରେ ସଂଖ୍ୟା ଥିବାରୁ ରାହୁଲ ବାଚସ୍ପତି ହେବା ଏକ ପ୍ରକାରର ନିଶ୍ଚିତ।

ବଡ଼ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁଙ୍କ ନ୍ୟାୟ ଦାବିରେ ସାମ୍ବାଦିକଙ୍କ କଳା ବ୍ୟାଚ ପରିଧାନ ପୂର୍ବକ ପ୍ରତିବାଦ…

କନ୍ଧମାଳ ଜିଲ୍ଲା ପ୍ରତିନିଧି // ନିଃସର୍ତ୍ତ ନିୟୁଜ ଫୁଲବାଣୀ:- ଆଜି ଶନିବାର କନ୍ଧମାଳ ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀ ତରଫରୁ ସାମ୍ବାଦିକମାନେ କଳା ବ୍ୟାଚ ପରିଧାନ ପୂର୍ବକ ବଡ଼ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁଙ୍କ ଅନ୍ୟାୟ ଗିରଫଦାରୀର ପ୍ରତିବାଦ କରିବା ସହ।ଫୁଲବାଣୀ ପ୍ରେସ କ୍ଳବଠାରୁ

ଜେସିବି ଉପରେ ଖେଳୁଥିବା ସମୟରେ ବିଜୁଳି ତାର ପଡ଼ି ଅଘଟଣ ୨ ଗୁରୁତର ଜଣେ ମୃତ…

ମାଲକାନଗିରି : ମାଲକାନଗିରି ଜିଲ୍ଳା ଖଇରପୁଟ ଗ୍ରାମର ଟିଲୁ ସାହିରେ ଘଟିଛି ଏକ ଅଘଟଣ l ଟିଲୁସାହି ନିବାସୀ ନରେନ୍ଦ୍ର ରାଜୁ ଗତ ୨ ମାସ ପୂର୍ବେ ମାଛ ଚାଷ ପାଇଁ ଏକ ପୋଖରୀ ଖନନ କରିଥିଲେ l ଖନନ କାର୍ଯ୍ୟରେ ବ୍ୟବହୃତ ଜେସିବିଟି ଦୀର୍ଘ ଦିନ ହେଲା ସାହିରେ ପଡିରହିଥିଲା l ଗତକାଲି ସକାଳେ

କନ୍ଧମାଳ ଜିଲ୍ଲା ପ୍ରେସ କ୍ଳବ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ସମ୍ପାଦକ ଅର୍ଦ୍ଧେନ୍ଦୁଙ୍କ ଅନ୍ୟାୟ ଗିରଫଦାରୀ କୁ ନେଇ…

ଫୁଲବାଣୀ : ରାଜ୍ୟର ଜଣାଶୁଣା ବରୀଷ୍ଠ ସାମ୍ବାଦିକ ତଥା ବଡ଼ ଖବରର ମୁଖ୍ୟ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗିରଫର ତୀବ୍ର ପ୍ରତିବାଦ କରିଛି ଜିଲ୍ଲା ପ୍ରେସକ୍ଲବ। ଅର୍ଦ୍ଧେନ୍ଦୁଙ୍କୁ ଗୁରୁବାର ଗିରଫ କରିଛି ଇଓଡବ୍ଲ।ଫଳରେ

ଫୁଲବାଣୀ : ଇଣ୍ଡିଗୋ ସହ ୫୧ କେଜି ଗଂଜେଇ ଜବତ, ଜଣେ ଗିରଫ…

ଫୁଲବାଣୀ - ସଦର ପୋଲିସକୁ ମିଳିଛି ପୁଣି ଏକ ସଫଳତା l ଫୁଲବାଣୀ ସଦର ପୋଲିସ ଗୌଡପଡା ଠାରେ ଏକ ଇଣ୍ଡିଗୋ କାର ସହ ୫୧ କେଜି ଚୋରା ଗଂଜେଇ ଜବତ କରିଛି l ଏଥିରେ ସ୍ଥାନୀୟ ପେଂଜି ସାହିର ଭି.ରମେଶ ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ତେଵେ ଅନ୍ୟ ଜଣେ ଘଟଣା

ଯଦୁଗୁଡା ଶୈବପୀଠରେ ଅବ୍ୟବସ୍ଥା, ୩ସପ୍ତାହ ଧରି ବିଜୁଳି ସଂଯୋଗ ବିଚ୍ଛିନ୍ନ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚତ୍ରୁପାର୍ଶ୍ଵରେ ବଣ ଜଙ୍ଗଲ ମଧ୍ୟରେ ଘେରିରହିଛି କିଛି ପଯ୍ୟଟନ ସ୍ଥଳି l ଆଦିବାସୀ ବହୁଳ ତଥା ପଛୁଆ ଜିଲ୍ଳା ଭାବେ ଚିତ୍ରଣ ହେଉଥିବା ବେଳେ ଏହାର ବିକାଶ ପାଇଁ ରାଜ୍ୟସରକାର ତରଫରୁ ବିଭିନ୍ନ ଯୋଜନାର ଶୁଭ ମାଲକାନଗିରି ରୁ ଦିଆଯାଇଥାଏ l ଜିଲ୍ଲାରେ ଅନେକ

ପୁରୀ ପରିକ୍ରମା ପ୍ରକଳ୍ପ କାମ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରାରେ ପୁରୀ ଯାଇ ପରିକ୍ରମା ପ୍ରକଳ୍ପ କାମ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ପଞ୍ଜାବୀ ମଠ ନିକଟରେ ନିର୍ମାଣ କାମ ପରିଦର୍ଶନ କରିଛନ୍ତି । କେତେ ପ୍ରତିଶତ କାର୍ଯ୍ଯ ଶେଷ ହୋଇଛି। ପରିକ୍ରମା ପ୍ରକଳ୍ପ ମ୍ୟାପ୍ ଦେଖି ନିର୍ମାଣ

ଚିତ୍ରକୋଣ୍ଡାରେ ରଥଯାତ୍ରା ମହାଡମ୍ବରରେ ସମ୍ପନ୍ନ

ଚିତ୍ରକୋଣ୍ଡା(୧/୭) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା ବାଲାଜୀ ମନ୍ଦିର ଏବଂ ସ୍ପିଲବାଇ ଗ୍ରାମ ଜଗନ୍ନାଥ ମନ୍ଦିରଠାରେ ରଥଯାତ୍ରା ମହାଆଡମ୍ବରରେ ପାଳିତ ହୋଇଯାଇଛି । ଉଭୟ ମନ୍ଦିର ର ପୂଜକ ସକାଳୁ ତିନି ଠାକୁରଙ୍କ ସମସ୍ତ ନିତିକାନ୍ତି ସମ୍ପର୍ଣ୍ଣ କରିବା

ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତିଙ୍କ ପିତୃ ବିୟୋଗ

ବାଲିଗୁଡା : କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ସରୋଜ କୁମାର ସାହୁ ଙ୍କ ପିତା ଚିନ୍ତାମଣି ସାହୁ ଶୁକ୍ରବାର ଅପରାହ୍ନ ରେ ଖଲିବେରଣାସ୍ଥିତ ବାସଭବନ ରେ ବିୟୋଗ ଘଟିଛି l ଖବର ପରେ ସମଗ୍ର ଖଜୁରୀପଡା ବ୍ଲକ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି ମୃତ୍ୟୁ ବେଳଙ୍କୁ