Sign in
Sign in
Recover your password.
A password will be e-mailed to you.
ପ୍ରତିଷ୍ଠା ଦିବସରେ ଓଡିଶା ନିର୍ମାଣ ନିଗମ ଲିମିଟେଡକୁ ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଧୁନିକ ଓଡ଼ିଶା ନିର୍ମାଣରେ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 60 ତମ ପ୍ରତିଷ୍ଠା ଦିବସରେ ଓଡିଶା ନିର୍ମାଣ ନିଗମ ଲିମିଟେଡକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭିତ୍ତିଭୂମି ଦିବସ ପାଳନ କରିବା ପାଇଁ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଏକ କାର୍ଯ୍ୟକ୍ରମର ଆୟୋଜନ!-->…
ବନ୍ଦ ଘରେ ତିନି ମୃତଦେହ, କାନ୍ଥରେ ଲେଖାଅଛି- ‘ଲାଇଟର୍ ଜଳାଇବା ମନା’
ନୂଆଦିଲ୍ଲୀ: ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳ। ସକାଳୁ ସକାଳୁ ହୋ ହଲ୍ଲା କରିଥିଲେ ସାହି ପଡୋଶି। କାରଣ ୨୪ ଘଣ୍ଟା ହେଲା ବନ୍ଦ ଥିଲା ଗୋଟିଏ ଘରର କବାଟ ଆଉ ଝରକା। ନା କିଛି ଶବ୍ଦ ଶୁଭୁଥିଲା ନା କେହି ବାହାରକୁ ବାହାରୁଥିଲେ। ଖବର ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ। ଆଉ ଘରର କବାଟ!-->…
ୟୁନିଫର୍ମ ସିଭିଲ କୋଡ ଆଇନ ଆଣନ୍ତୁ ମୋଦି: ରାଜ ଠାକରେ
ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏସ) ମୁଖ୍ୟ ରାଜ ଠାକରେ ପୁଣେରେ ଆଜି ଏକ ବିରାଟ ରାଲି କରିଛନ୍ତି। ଏହି ଅବସରରେ ସେ ଦେଶରେ ୟୁନିଫର୍ମ ସିଭିଲ କୋଡ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ!-->…
ଆଜି ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
ପୁରୀ: ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ତିନି ରଥର ୬ଟି ନାହାକ ଚକ ସହ ତିନୋଟି ଅଖ ସଂଯୋଗର ଶୁଭ ଅନୁକୂଳ ହୋଇଛି। ଶ୍ରୀମନ୍ଦିରରୁ ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ଆଜ୍ଞାମାଳ ଅଣାଯିବା ପରେ ବିଶ୍ୱକର୍ମା ମହାରଣା ଓ ଭୋଇ ସେବକଙ୍କ ସହାୟତାରେ କରାଯାଇଥିଲା ଏହି ସଂଯୋଗ କାର୍ଯ୍ୟ।!-->…
କୁତବମିନାର ପରିସର ଖୋଳାଯିବା ଯୋଜନାକୁ ଅସ୍ବୀକାର କଲେ ମନ୍ତ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ପୁରାତନ ଐତିହ୍ୟ କୁତବ ମିନାର ପରିସରରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏସଆଇ) ପକ୍ଷରୁ ଉତ୍ଖନନ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା ବେଳେ ଏହାର ଅବସାନ ଘଟାଇଛନ୍ତି ଦିଲ୍ଲୀର ସଂସ୍କୃତି ମନ୍ତ୍ର ଜିକେ ରେଡ୍ଡୀ। କୁତବ ମିନାର ପରିସରରେ ସର୍ବେକ୍ଷଣ ପାଇଁ ସେମିତି!-->…
୩୦୦ ଫୁଟ୍ କୂଅ ଭିତରକୁ ଖସିପଡ଼ିଲା ୬ ବର୍ଷର ଛୁଆ
ଅମୃତସର: ୩୦୦ ଫୁଟ୍ର ଏକ ଗଭୀରକୂଅ ଭିତରକୁ ଖସିପଡ଼ିଲା ୬ ବର୍ଷର ଛୁଆ। ଏମିତି ଏକ ଅଭାବନୀୟ ଘଟଣା ପଞ୍ଜାବର ହୋସିଆରପୁରରେ ଘଟିଛି। ପିଲାଟିକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଉଦ୍ଧାର ପାଇଁ ସେନାକୁ ଡକାଯାଇଛି। ଏହି ଉଦ୍ଧାର କାର୍ଯ୍ୟରେ ଏକ ଜେସିବି ମେସିନ!-->…
ରାତାରାତି ଦୁଇକୋଟି ଟଙ୍କା ଲଟେରୀ ଜିତିଲେ କାଶ୍ମୀର ଯୁବକ
ଜମ୍ମୁ:ହିନ୍ଦୀ ସିନେମାର ଏକ ଗୀତ ଶୁଣିଥିବେ। ଦେନେୱାଲା ଜଭି ଦେତା ଦେତା ଛପର ଫାଡ଼କେ । ଠିକ୍ ଏମିତି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ହଠାତ୍ ଚମକି ଉଠିଛି। ଗରିବରୁ ରାତାରାତି ଧନୀ ହୋଇ ଯାଇଛନ୍ତି ସେ। ତାଙ୍କ ହାତରେ ଲାଗିଛି ୨ କୋଟି ଟଙ୍କା। ଯାହାକୁ କମେଇବା ପାଇଁ ତାଙ୍କୁ ସାରା ଜୀବନ!-->…
ଟିଏମସିକୁ ଫେରିଗଲେ ଅର୍ଜୁନ ସିଂହ
କୋଲକାତା: ଯାହା ଚର୍ଚ୍ଚା ହେଉଥିଲା ତାହା ହିଁ ଘଟିଛି। ପଶ୍ଚିମବଙ୍ଗର ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂହ ବିଜେପି ଛାଡ଼ି ପୁଣି ଥରେ ଆଜି ଟିଏମସିରେ ଯୋଗ ଦେଇଛନ୍ତି। ସେ ଲୋକସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ୨୦୧୯ ରେ ବିଜେପିରେ ଯୋଗ ଦେଇଥିଲେ। ଟିଏମସିରେ ଯୋଗଦେବା ପରେ ଅର୍ଜୁନ ସିଂ!-->…
କୃଷି ବିଲକୁ ବିରୋଧ କରି ଆନ୍ଦୋଳନ କରିଥିବା ଚାଷୀମାନଙ୍କ ପ୍ରତି କେସିଆରଙ୍କ ସମବେଦନା
ଅମୃତସର: ବିବାଦୀୟ କୃଷି ବିଲକୁ ବିରୋଧ କରି ଆନ୍ଦୋଳନ କରିଥିବା ଚାଷୀମାନଙ୍କ ପ୍ରତି ସମବେଦନନା ଜଣାଇଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଆଜି ପଞ୍ଜାବ ଗସ୍ତରେ ଥିବା ବେଳେ କେସିଆର ଚାଷୀ ଆନ୍ଦୋଳନ ବେଳେ ଜୀବନ ଦେଇଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି!-->…
କୁଇକୁଳ ସମିତିର କାର୍ଯ୍ୟକର୍ତ୍ତା ଚୟନ
ଦାରିଙ୍ଗବାଡି,(୨୨/୫) : ଦାରିଙ୍ଗବାଡି ବ୍ଲକ କୁଇକୁଳ ସମିତିର କାର୍ଯ୍ୟକର୍ତା ଚୟନ କାର୍ଯ୍ୟକ୍ରମ କୁଇକୁଳ କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ଅଜୟ ପଡ୍ରାଙ୍କ ସଭାପତିତ୍ୱ କ୍ରମେ ନୂତନ ସଭାପତି ଭାବେ ଅବସରପ୍ରାପ୍ତ ଓଏସ ଅଫିସର କରୁଣାକର!-->…