Sign in
Sign in
Recover your password.
A password will be e-mailed to you.
ହିଞ୍ଜିଳିକାଟୁରେ ରଥଯାତ୍ରା ପାଳନ
ହିଞ୍ଜିଳିକାଟୁ (୧।୭) : ହିଞ୍ଜିଳିକାଟୁ ପୌରପରିଷଦ ବଇଁଚବଣିଆ ସ୍ଥିତ ପାବନ ଶ୍ରୀକ୍ଷେତ୍ରରେ ୧୮ ତମ ଓ ରଙ୍ଗୁଣି ସାହି ସହ ପାଟଣା ସାହିରେ ରଥଯାତ୍ରା ମହାଆଡମ୍ଵର ସହକାରେ ପାଳନ ହୋଇଯାଇଅଛି। କରୋଣା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ମନ୍ଦିର ପରିସରରେ ବିଧିପୂର୍ବକ ପାଳନ ହୋଇଥିଲା। କରୋଣା!-->…
ଗୀତା ମନ୍ଦିରପ୍ରତିଷ୍ଠା ଉତ୍ସବ ଚୁଡାନ୍ତପର୍ଯ୍ୟାୟରେ
ହିଞ୍ଜିଳିକାଟୁ (୧/୭) : ହିଞ୍ଜିଳିକାଟୁ ପୌରାଚଂଳର ବଇଁଚବଣିଆ ସ୍ଥିତ ଗୀତା ମନ୍ଦିର ସାହିରେ ଥିବା ଗୀତା ଭବନ ପରିସରରେ ଥିବା ରାଧାକୃଷ୍କ ପ୍ରାସାଦ ଜୀର୍ଣୋଦ୍ଧାର ଶ୍ରୀରାମଦୂତ ହନୁମାନ ଓ ସାଇନାଥଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନିକଟରେ!-->…
ହିଞ୍ଜିଳିରେ ବଢ଼ୁଛି ଚୋରି ଭୟଭୀତ ଅଞ୍ଚଳବାସୀ
ହିଞ୍ଜିଳିକାଟୁ, ୧/୭ : ହିଞ୍ଜିଳିକାଟୁ ଅଚଂଳର ମାତିଛନ୍ତି ଲୁଟେରା । ହିଞ୍ଜିଳିକାଟୁ ବ୍ଲକ ପୋଡିଙ୍ଗି ବୁରୁପଡା ପରେ ରାଳବ ଗ୍ରାମରେ ଓ ପୌରପାଳିକାର ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଆଗ ନିଜ ଘର ଆଗରୂ ଗୋଟିଏ ହୋଣ୍ଡା ଏକ୍ଟିଭା ଓ ବିଲ ସାହିରୁ ହିରୋ ପ୍ଳେଜର ଗାଡି ଚୋରି ହୋଇଥିବା ଅଭିଯୋଗ ପରେ!-->…
ବନ ମହୋତ୍ସବ ସପ୍ତାହରେ ବ୍ରହ୍ମପୁର ସବୁଜ ବାହିନୀ ସଙ୍ଗଠନ ତରଫରୁ “ବୃକ୍ଷ ହିଁ ଜୀବନ” କାର୍ଯ୍ୟକ୍ରମ…
ଵ୍ରହ୍ମପୁର : ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ରୂପେ ସାରା ଦେଶରେ ପାଳିତ ହେଇ ଆସୁଅଛି । ଏହି ଅବସର ରେ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଓ ଵ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବନ ମହୋତ୍ସବର ପ୍ରଥମ ଦିନ ପାଳନ କରାଗଲା ।ହରଡ଼ାଖଣ୍ଡି ନିକଟସ୍ଥ ସ୍ବାମୀ ବିବେକାନନ୍ଦ!-->…
ଖୁବ ଶିଘ୍ର ବିଜେପିରେ ମିଶିବେ କ୍ୟାପ୍ଟେନ ଅମରିନ୍ଦର ସିଂହ
ଚଣ୍ଡିଗଡ଼: ମୁଖ୍ୟମନ୍ତ୍ରୀ ପଦ ଯିବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିବା କ୍ୟାପ୍ଟେନ ଅମରିନ୍ଦର ସିଂହ ଖୁବଶୀଘ୍ର ବିଜେପିରେ ମିଶିବେ। ସେ କଂଗ୍ରେସରୁ ଅଲଗା ହେବା ପରେ ନିଜସ୍ୱ ଦଳ ଗଠନ କରି ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ହେଲେ ସେ କିମ୍ବା ତାଙ୍କ ଦଳର ଜଣେ ହେଲେ ବି ପ୍ରାର୍ଥୀ!-->…
ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲା ବିଜେପି ବିରୋଧୀ ଅକାଳୀ ଦଳ
ନୂଆଦିଲ୍ଲୀ: ଦୀର୍ଘ ୨୧ ମାସ ହେଲା ବିଜେପି ମେଣ୍ଟରୁ ଦୂରେଇ ଯାଇଥିବା ଶିରୋମଣି ଅକାଳୀ ଦଳ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନିଜର ଆଭିମୁଖ୍ୟ ବଦଳାଇଛି। ଦଳ ବିଜେପି ସହ ନଥିଲେ ମଧ୍ୟ ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ!-->…
ଦେବେନ୍ଦ୍ର ଫଡନାଭିସଙ୍କୁ ପ୍ରଶଂସା କଲେ ରାଜ ଠାକରେ
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ଘଟଣାକୁ ନେଇ ଅନେକ ନେତା ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ପଦବୀ ଗ୍ରହଣ କରିଥିବାରୁ କିଛି ନେତା ତାଙ୍କୁ କଟାକ୍ଷ କରିଥିବାବେଳେ କିଛି ଲୋକ ବିଜେପିର!-->…
ମଣିପୁର ସେନା କ୍ୟାମ୍ପ ନିକଟରେ ମାଟିଅତଡ଼ା ଧସିବା ଘଟଣାରେ ୭ ଯବାନଙ୍କ ସହ ୧୪ ଜଣଙ୍କର ମୃତ୍ୟୁ
ଇମ୍ଫାଲ: ମଣିପୁରର ନୋନି ଜିଲ୍ଲାର ଏକ ସେନା ଶିବିରରେ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | ତାଜା ସୂଚନା ମୁତାବକ ୭ ଜଣ ସେନା କର୍ମଚାରୀଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୨୫ ଜଣ ଯବାନ ଏବେ ବି ମାଟି ତଳେ ଦବି ହୋଇରହିଛନ୍ତି | ବୁଧବାର ମଧ୍ୟରାତ୍ରିରେ ଏହି!-->…
ମୁଁ ଦ୍ରୌପଦୀଙ୍କୁ ସମର୍ଥନ ଦେଇଥାନ୍ତି, କିନ୍ତୁ ବିଜେପିର ଭୁଲ ପାଇଁ ସମର୍ଥନ ଦେବି ନାହିଁ – ମମତା
କୋଲକାତା: ମୁଁ ଦ୍ରୌପଦୀ ମୁର୍ମୁଙ୍କୁ ପସନ୍ଦ କରେ | ତାଙ୍କୁ ସମର୍ଥନ ଦେଇଥାନ୍ତି, କିନ୍ତୁ ବିଜେପିର ଭୁଲ ପାଇଁ ସମର୍ଥନ ଦେବି ନାହିଁ | ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ବିଜେପି ଆମ ସହ!-->…
ନୂପୁର ଶର୍ମା ପୂରା ଦେଶବାସୀଙ୍କୁ କ୍ଷମା ମାଗନ୍ତୁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟ କଡା ନିନ୍ଦା କରିଛନ୍ତି। ନୂପୁର ଶର୍ମା ଟିଭି ସାମ୍ନାକୁ ଆସି ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗିବାକୁ କହିଛନ୍ତି ସର୍ବୋଚ୍ଚ!-->…