Sign in
Sign in
Recover your password.
A password will be e-mailed to you.
ଇନ୍ଦ୍ରଦ୍ୟୁମ୍ନ ମଲ୍ଲିକ ହେଲେ ଦୁତିପଡା ସମବାୟ ସମିତିର ସଭାପତି
ଫୁଲବାଣୀ/ଖଜୁରିପଡ଼ା : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ଅନ୍ତର୍ଗତ ଦୂତୀମେଣ୍ଡି ଠାରେ ଥିବା ଦୁତିପଡ଼ା ବହୂମୂଖୀ ସମବାୟ ସମିତି ଲିଃ କାର୍ଯ୍ୟାଳୟରେ ସଭାପତି ପାଇଁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାଚନ ଅଧିକାରୀ ରାଧାକୃଷ୍ଣ ଆଚାରି ଯୋଗ ଦେଇ ନିର୍ବାଚନ!-->!-->!-->…
ସାମାଜିକ ବାସନ୍ଦ ସମ୍ପର୍କରେ ଜିଲ୍ଲାସ୍ତରୀୟ କର୍ମଶାଳା
ମାଲକାନଗିରି : ମାନବବାଦୀ ହେତୁବାଦୀ ସଂଗଠନର ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଟାଉନହଲ୍ ଠାରେ ସାମାଜିକ ବାସନ୍ଦ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇ ଯାଇଛି । ସଂଗଠନର କର୍ମକର୍ତ୍ତା ଲକ୍ଷ୍ମଣ ଚନ୍ଦ୍ର ଘରାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ କେ!-->!-->!-->…
ଜୁଲାଇ ୧୩ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ଗଲେ ‘ବଡ଼ ଖବର’ ସଂପାଦକ ଅର୍ଦ୍ଧେନ୍ଦୁ ଦାସ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ପରିଚାଳିତ ଘରୋଇ ନ୍ୟୁଜ ଚ୍ୟାନେଲ ‘ବଡ଼ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଆଜି ସନ୍ଧ୍ୟାରେ ଜେଲ୍କୁ ପଠାଇ ଦିଆଯାଇଛି। ସେ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ।ସୂଚନାଯୋଗ୍ୟ, ଦିଲ୍ଲୀର ଜନୈକ ବ୍ୟବସାୟୀ ଅର୍ଥନୈତିକ!-->…
କାଲିଠୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍: ବୁମ୍ରା କ୍ୟାପ୍ଟେନ, ପନ୍ତ ଡେପୁଟି
ବର୍ମିଂହାମ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥଗିତ ଥିବା ଟେଷ୍ଟ ସିରିଜ୍ର ଶେଷ ମ୍ୟାଚ୍। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା ଖେଳିବେ ନାହିଁ। ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ମ୍ୟାଚ୍ ଖେଳିବାକୁ ଉପଲବ୍ଧ ହେବେ ନାହିଁ। ତାଙ୍କ!-->…
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଫଡନବୀସ ଉପମୁଖ୍ୟମନ୍ତ୍ରୀ
ମୁମ୍ବାଇ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏକନାଥ ସିନ୍ଦେ । ରାଜ୍ୟପାଳ ଭଗତ ସିଂ କୋସିୟାରି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏକନାଥ ବାଲା ସାହେବ ଠାକରେଙ୍କ ନାମ ନେଇ ଶପଥ ନେଇଥିଲେ ।ସେହିପରି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ!-->…
କହ୍ନୈୟାଙ୍କ ପରିବାରକୁ ଭେଟି ୫୧ଲକ୍ଷ ଟଙ୍କା ଦେବା ସହ ଦୁଇ ପୁଅକୁ ଚାକିରି ଦେବାର ପ୍ରତିଶ୍ରୁତି ଦେଲେ ଗେହଲଟ୍
ମୁମ୍ବାଇ: ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ସମର୍ଥନ କରିଥିବାରୁ ମଙ୍ଗଳବାର ଉଦୟପୁର ଏକ ବଡ଼ ହତ୍ୟାକାଣ୍ଡ ଘଟିଥିଲା। ଦୁଇଜଣ ମୁସଲିମ ଯୁବକ ଆସି ଦର୍ଜି କହ୍ନୈୟା ଲାଲଙ୍କ ଗଳା କାଟି ହତ୍ୟା କରିଥିଲେ। ଏହି ଘଟଣା ପରେ!-->…
ଜୁଲାଇ ୧ରୁ ବଦଳିବ ଆୟକର ନିୟମ ; ପ୍ୟାନ-ଆଧାର ଲିଙ୍କ୍ ପାଇଁ ୧୦୦୦ ଟଙ୍କା, କ୍ରିପ୍ଟୋ ଉପରେ ଲାଗିବ ଆୟକର
ନୂଆଦିଲ୍ଲୀ : ଜୁଲାଇ ୧ ଅର୍ଥାତ ଶୁକ୍ରବାରଠାରୁ ଆୟକର ନିୟମରେ କେତେକ ପରିବର୍ତ୍ତନ ଆସିବାକୁ ଯାଉଛି । ଏସବୁ ପରିବର୍ତ୍ତିତ ନିୟମ ଯୋଗୁଁ ଟିକସଦାତାମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି ।ପ୍ୟାନ-ଆଧାର ଲିଙ୍କ କଲେ ୧୦୦୦ ଟଙ୍କା ଫାଇନ : ଜୁଲାଇ ୧ ପରଠାରୁ ଯେଉଁମାନେ ପ୍ୟାନ- ଆଧାର ଲିଙ୍କ୍!-->…
ଏଥିପାଇଁ ପତନ ହେଲା…ଉଦ୍ଧବଙ୍କୁ ରାଜ ଠାକରେଙ୍କ କଟାକ୍ଷ
ମୁମ୍ବାଇ : ଶିବସେନା ସଂପର୍କରେ ବିଗତ ଅନେକ ବର୍ଷ ଧରି ଚୁପ ରହିଥିବା ଏମଏନଏସ ମୁଖ୍ୟ ରାଜ ଠାକରେ ମୁହଁ ଖୋଲିଛନ୍ତି । ନିଜର ବଡ଼ ବାପାପୁଅ ଭାଇ ଉଦ୍ଧବ ଠାକରେଙ୍କ ନାଁ ନ ନେଇ ସେ ତାଙ୍କୁ ଟାର୍ଗେଟ୍ କରିଛନ୍ତି । ଏକ ଟୁଇଟ୍ କରି ସେ ଲେଖିଛନ୍ତି “ ଯେତେବେଳେ ଜଣେ ସୌଭାଗ୍ୟକୁ ନିଜର ବ୍ୟକ୍ତିଗତ!-->…
ଅଟୋ ସହ ଜଳିଗଲେ ୭ ଜଣ
ତିରୁପତି: ଆନ୍ଧ୍ରପ୍ରଦେଶ ସତ୍ୟସାଇ ଜିଲ୍ଲା ଚିରଲାକଣ୍ଡାୟା ଗାଁରେ ଆଜି ଚଳନ୍ତା ଅଟୋ ଜଳିଯିବାରୁ ୭ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଅଆଜି ସକାଳେ କିଛି ଲୋକ ଚାଷ କାମ କରିବା ଲାଗି ଗୋଟିଏ ଅଟୋରେ ଯାଉଥିଲେ । ଅଟୋରେ ମୋଯ ୮ ଜଣ ଥିଲେ। ତାଡ଼ିମାରି ପଞ୍ଚାୟତର!-->…
କହ୍ନେୟା ଲାଲ ହତ୍ୟାକାଣ୍ଡ: କର୍ଫ୍ୟୁ ସତ୍ତ୍ୱେ ବାହାରିଲା ବିଶାଳ ଶୋଭାଯାତ୍ରା
ଉଦୟପୁର: ରାଜସ୍ଥାନ ଉଦୟପୁରର ଦରଜୀ କହ୍ନେୟା ଲାଲ ହତ୍ୟାକାଣ୍ଡ ପ୍ରତିବାଦାରେ ଆଜି ଏକ ବିଶାଳ ଶୋଭାଯାତ୍ରା ବାହାରିଛି। ବିଭିନ୍ନ ହିନ୍ଦୁ ସଙ୍ଗଠନର ପ୍ରାୟ ୧୦୦୦ ଜଣ ବିକ୍ଷୋଭକାରୀ ଏହି ରାଲିରେ ସାମିଲ ହୋଇଛନ୍ତି। ଗେରୁଆ ପତାକା ଧରି ବିକ୍ଷୋଭକାରୀମାନେ ନାରାବାଜି କରିବା ସହ ବିଭିନ୍ନ!-->…