Sign in
Sign in
Recover your password.
A password will be e-mailed to you.
ଆଲୋଚନା ମାଧ୍ୟମରେ ୟୁକ୍ରେନ ବିବାଦର ସମାଧାନ ବାହାର କର : ପୁଟିନଙ୍କୁ କହିଲେ ମୋଦୀ
ନୂଆଦିଲ୍ଲୀ : କେବଳ ଆଲୋଚନା ମାଧ୍ୟମରେ ହିଁ ସମାଧାନ ସମ୍ଭବ ବୋଲିସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ସମୟରେ କହିଛନ୍ତି । ଦ୍ବିପାକ୍ଷିକ ସଂପର୍କ, ୟୁକ୍ରେନ ଯୁଦ୍ଧ ଆଦି ପ୍ରସଙ୍ଗରେ ଦୁଇ ନେତା କଥାବାର୍ତ୍ତା!-->…
ପାଇଲଟ ବିହୀନ ବିମାନ ନିର୍ମାଣ କରିବ ଭାରତ
ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଭିନ୍ନ ଦେଶମାନଙ୍କୁ ନୂଆନୂଆ ପ୍ରତିରକ୍ଷା କୌଶଳ ଉଦ୍ଭାବନ କରିବାକୁ ପ୍ରେରଣା ଯୋଗାଉଛି | ଆଧୁନିକ ଯୁଗରେ ଯୁଦ୍ଧ ଲଢିବାର ପଦ୍ଧତି ବଦଳିଗଲାଣି । ସୈନ୍ୟମାନେ ଯୁଦ୍ଧକ୍ଷେତ୍ରକୁ ଯାଇ ଲଢିବା ଅପେକ୍ଷା ସ୍ବୟଂଚାଳିତ ବିମାନ ବା ପାଇଲଟ!-->…
‘ମନି ଲଣ୍ଡରିଙ୍ଗ୍’ ମାମଲାରେ ‘ଇଡି’ରେ ହାଜର ହେଲେ ସଞ୍ଜୟ ରାଉତ
ନୂଆଦିଲ୍ଲୀ: ‘ନିର୍ଭିକ’ ବୋଲାଉଥିବା ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି।ତାଙ୍କ ବକ୍ତବ୍ୟରୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି, ଜୀବନରେ କେବେ କୌଣସି ଭୁଲ୍ କରି ନ!-->…
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାମରେ ମାନହାନୀ ମାମଲା ରୁଜୁ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ…
ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାମରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମାନହାନୀ ମାମାଲା ରୁଜୁ କରିଛନ୍ତି।ରାଜ୍ୟ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ବେଳେ ହିମନ୍ତ ବିଶ୍ବଶର୍ମା ‘କୋଭିଡ୍ ପର୍ସନାଲ୍ ପ୍ରୋଟେକ୍ଟିଭ୍ ଇକ୍ୟୁପ୍ମେଣ୍ଟ୍’!-->…
ଛାତ୍ରବତ୍ସଳ ଶିକ୍ଷକ ଚାକିରୀରୁ ଅବସର ଗ୍ରହଣ
ଫୁଲବାଣୀ : ଆଜି ଫୁଲବାଣୀ ଶିକ୍ଷକ ସମାଜରୁ ଜଣେ ନିଷ୍ଠାବାନ, କର୍ତ୍ତବ୍ୟ ପରାୟଣ, ଛାତ୍ର ବତ୍ସଳ ଶିକ୍ଷକ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଶ୍ରୀ ଅନନ୍ତ କିଶୋର ଦାଶ ଉକୁସୁଗଣ୍ଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ।ତାଙ୍କର ଅବସରରେ ଉକୁସୁଗଣ୍ଡା ଗ୍ରାମରେ!-->…
ଶିକ୍ଷୟତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଚିତ୍ରକୋଣ୍ଡା(୩୦/୦୬) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ବିଦ୍ୟାବତୀ ବିହାରୀ ୨୦୦୫ ମସିହାରେ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଭାବରେ ଯୋଗଦାନ କରିଥିଲେ l ଆଜି ୨୦୨୨ ମସିହା ଜୁନ ମାସ ୩୦ ତାରିଖରେ!-->…
ଉପାନ୍ତ ଅଞ୍ଚଳରେ ସ୍ୱତନ୍ତ୍ର ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ଚିତ୍ରକୋଣ୍ଡା(୩୦/୦୬) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଉପାନ୍ତ ପାପୁଲୁର ପଞ୍ଚାୟତ ସଭାଗୃହ ଠାରେ ପାପୁଲୁର ପଞ୍ଚାୟତ ଅନ୍ତର୍ଗତ ଅଙ୍ଗନବାଡି କର୍ମି ମାନଙ୍କ ଆୟୋଜନ ରେ କିଶୋରୀ ବାଳିକା ମାନଙ୍କୁ ନେଇ ପାପୁଲୁର ଚିତ୍ରକୋଣ୍ଡା ବ୍ଲକ ଉପାଧକ୍ଷ ପଦ୍ମନାଭ ଦାନୀଏବଂ!-->…
ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ୫ଟି ସାନ୍ତାଳୀ ଗ୍ରାମର ଆଦିବାସୀପରିବାରଙ୍କ ପୁଜାର୍ଚ୍ଚନା
ମାଲକାନଗିରି : ମାଲକାନଗିରି ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ରାଷ୍ଟ୍ରପ୍ରତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା ପାଇଁ ତାଙ୍କ ଫଟୋଚିତ୍ର ରଖି ହଜାରରୁ ଉର୍ଦ୍ଧ୍ବ ମହିଳା ପୁରୁଷ ପ୍ରଥମେ ଜଙ୍ଗଲରେ ନିଜର ଇଷ୍ଟ ଦେବାଦେବୀଙ୍କୁ ପୁଜାର୍ଚନା କରିବା ସହ ଦ୍ରୌପଦୀ!-->…
କନ୍ଧମାଳ ଜିଲ୍ଲାପାଳଙ୍କ ଅତର୍କିତ ଦାରିଙ୍ଗବାଡ଼ି ବ୍ଳକ ଗସ୍ତ
ଦାରିଙ୍ଗବାଡ଼ି (୩୦/୬) : କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଆଜି ଅତର୍କିତ ଭାବେ ଦାରିଙ୍ଗବାଡ଼ି ବ୍ଳକ ଗସ୍ତରେ ଆସି ବ୍ଲକର ବିଭିନ୍ନ ପଞ୍ଚାୟତର ଉପାନ୍ତ ଅଞ୍ଚଳକୁ ଗସ୍ତ କରିଛନ୍ତି । ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ବିଭିନ୍ନ ବିଭାଗର କାର୍ଯ୍ୟକୁ!-->…
ଖଲ୍ଲିକୋଟ : ଘୋଷ ଯାତ୍ରା ପାଇଁ ରଥ, ପଥ, ଜଗନ୍ନାଥ ପ୍ରସ୍ତୁତ
ଖଲ୍ଲିକୋଟ : ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ଦିନ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ଉପଲକ୍ଷେ ଚଳିତ ବର୍ଷ ଖଲ୍ଲିକୋଟ ରେ ରଥଯାତ୍ରା ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ମନ୍ଦିର ସମୂହ କମିଟି ନିଷ୍ପତି ନେଇଥିବା ଜଣାପଡ଼ିଛି l ମହାରଣା ସେବକ ମାନେ!-->!-->!-->…