ଅର୍ଦ୍ଧେନ୍ଦୁ ଦାସଙ୍କ ଅନ୍ୟାୟ ଗିରଫଦାରୀ ନେଇ ପ୍ରତିବାଦ

ବାଲିଗୁଡା : ବରିଷ୍ଠ ସାମ୍ବାଦିକ ତଥା ବଡ଼ ଖବର ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ରାଜ୍ୟ ସରକାର ଇଓଡବ୍ଲୁ ଲଗାଇ ଆକ୍ରୋଶ ମୂଳକ ଭାବେ କଣ୍ଠରୋଧ କରିବା ପାଇଁ ଗିରଫ କରାଯାଇ ଥିବାରୁ ବାଲିଗୁଡା ସାମ୍ବାଦିକଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି ଏବଂ ସରକାର ଗଣତନ୍ତ୍ର କୁ ହତ୍ୟା

ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି, ଅଭିଭାବକ ଚିନ୍ତାରେ

ଦାରିଙ୍ଗବାଡ଼ି,୪/୭, କନ୍ଧମାଳ ଜିଲ୍ଲାର ସର୍ବ ବୃହତ ବ୍ଳକ ଭାବେ ଦାରିଙ୍ଗବାଡ଼ି ପରିଚିତ । ସରକାର ଅନୁସୂଚିତ ଜାତି ଓ ଜନଜାତିର ପିଲାଙ୍କ ଶିକ୍ଷା କ୍ଷେତ୍ରରେ ବିକାଶ ଆଣିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ବହୁ ଅର୍ଥ ବ୍ୟୟବରାଦ କରି ଆସୁଛନ୍ତି। ବ୍ଳକରେ ୧୭ଟି ବିଦ୍ୟାଳୟ ପ୍ରତିଷ୍ଠା କରି

ନିଜ ପ୍ରତିଭା ବଳରେ ଆଜି ଜଣେ ସଫଳ ଅଭିନେତା ସହ ନିର୍ଦ୍ଦେଶକ ଦୌଡ ରେ ବାଲାରାଜୁ

ମାଲକାନଗିରି : ସମୟ ବଦଳିଛି ଆଉ ତା ସହ ବଦଳିଛି ଦୁନିଆ l ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଲୁକାୟିତ ଅବସ୍ଥାରେ ରହିଛି ଅନେକ ପ୍ରତିଭା ଯାହାକୁ ସମୟ ସୁଅରେ ନିଜର ପ୍ରତିଭାକୁ ପ୍ରମାଣିତ କରିଚାଲିଛି ମାଲକାନଗିରି l ଜୀବନର ସଂଘର୍ଷ ଭିତରେ ପ୍ରତ୍ୟକ ବ୍ୟକ୍ତି ଆଗକୁ ବଢ଼ିବାର ସ୍ବପ୍ନ

ଆରୋଗ୍ୟ ଭାରତୀର ସ୍ବାସ୍ଥ୍ୟ ଶିବିର

ବ୍ରହ୍ମପୁର (୪/୭) : ପ୍ରାତଃ ବ୍ରହ୍ମପୁର, ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନl ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ରୋଗୀଙ୍କ ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଓ ସ୍ତ୍ରୀ

ବର୍ମିଂହାମ୍‌ ଟେଷ୍ଟ୍‌ରେ ଭାରତକୁ ପ୍ରଥମ ପାଳିରେ ୧୩୨ ରନ୍‌ର ମହତ୍ବପୂର୍ଣ୍ଣ ଅଗ୍ରଣୀ

ଏଜବାଷ୍ଟନ୍‌: ପେସ୍‌ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ କାରଣରୁ ବର୍ମିଂହାମ୍‌ ଟେଷ୍ଟ୍‌ରେ ଭାରତକୁ ପ୍ରଥମ ପାଳିରେ ୧୩୨ ରନ୍‌ର ମହତ୍ବପୂର୍ଣ୍ଣ ଅଗ୍ରଣୀ ମିଳିଛି। ଜନି ବେୟାରଷ୍ଟୋଙ୍କ ଆଉ ଏକ ଶତକ ସତ୍ତ୍ବେ ଇଂଲଣ୍ଡ ନିଜର ପ୍ରଥମ ପାଳିରେ ୨୮୪ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଜବାବରେ ଭାରତ

ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍‌ ଖାଇରେ ପଡ଼ିଯିବାରୁ ସ୍କୁଲ୍‌ ପିଲାଙ୍କ ସମେତ ୧୬ ମୃତ

କୁଲୁ: ଆଜି ବଡ଼ି ସକାଳେ ହିମାଚଳ ପ୍ରଦେଶର ସୈଞ୍ଜ୍‌ ଉପତ୍ୟକାରେ ଥିବା ‌ଗଭୀର ଖାଇ ମଧ୍ୟକୁ ଗୋଟାଏ ଘରୋଇ ବସ୍‌ ପଡ଼ିଯିବାରୁ ସ୍କୁଲ୍‌ ପିଲାଙ୍କ ସମତେ ଅନ୍ୟୂନ ୧୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।କୁଲ୍ଲୁର ଡେପୁଟି କମିସନର୍‌ ଆଶୁତୋଷ ଗର୍ଗ

ନିଜ ଦାୟିତ୍ବରେ ଦୁର୍ନୀତି କରିବାକୁ ‘ତୃଣମୂଳ କଂଗ୍ରେସ’କର୍ମୀଙ୍କୁ କହିଲେ ପଶ୍ଚିମବଙ୍ଗ ମନ୍ତ୍ରୀ

କୋଲ୍‌କାତା: ଯଦି କ‌ୌଣସି ଦୁର୍ନୀତି କରୁଥାଅ, ନିଜ ଦାୟିତ୍ବରେ କର। ସେଥିପାଇଁ ଦଳ ଦାୟୀ ହେବନାହିଁ ବୋଲି ବୋଲପୁରରେ ଆୟୋଜିତ ‘ତୃଣମୂଳ କଂଗ୍ରେସ କର୍ମୀ’ ସମ୍ମିଳନୀରେ ‘ବୁଥ୍‌ ପ୍ରେସିଡେଣ୍ଟ୍‌’ମାନଙ୍କୁ ମମତା ବାନାର୍ଜୀଙ୍କ ମନ୍ତ୍ରୀ ଚନ୍ଦ୍ରନାଥ ସିଂହ କହିଛନ୍ତି। କିନ୍ତୁ, ୨୦୨୪

ପୃଥକ୍‌ ତାମିଲନାଡୁ ପାଇଁ ଆମକୁ ବାଧ୍ୟ କରନାହିଁ: ‘ଡିଏମ୍‌କେ’ର ଏ. ରାଜା

ନମକ୍କଲ୍‌: ପୃଥକ୍‌ ତାମିଲନାଡୁ ଦାବି ଉତ୍ଥାପନ କରିବା ପାଇଁ ଆମକୁ ବାଧ୍ୟ କରନାହିଁ ବୋଲି ରବିବାର ଦିନ ‘ଡିଏମ୍‌କେ’ ସାଂସଦ ଏ. ରାଜା କେନ୍ଦ୍ର ସରକାରଙ୍କୁ କହିଛନ୍ତି।ନମକ୍କଲ୍‌ରେ ଆୟୋଜିତ ସ୍ଥାନୀୟ ସଙ୍ଗଠନର କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ରାଜା କହିଲେ, ଆମକୁ ସ୍ବାତନ୍ତ୍ରତା

ପାକିସ୍ତାନରେ ମିଲିଟାରୀ ପୋଷ୍ଟ ସ୍ଥାପନ ପାଇଁ ପୁଣି ଦାବି କଲା ଚୀନ

ଇସଲାମାବାଦ : ପାକିସ୍ତାନରେ ଚୀନ ସେନା ମୁତୟନ ପାଇଁ ପୁଣି ଦାବି କରିଛି ବେଜିଂ । ଇସ୍ଲାମାବାଦ ଗସ୍ତରେ ଥିବା ଚୀନର ଜଣେ ପ୍ରଭାବଶାଳୀ ନେତା ଓ କୂଟନୀତିଜ୍ଞ ୟାଙ୍ଗ ଜେଇଚି ଏହି ଦାବି ଉଠାଇଛନ୍ତି । ସେ ହେଉଛନ୍ତି ଚୀନ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରୀୟ କମିଟିର ପଲିଟିକାଲ ବ୍ୟୁରୋର ସଦସ୍ୟ ।

ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ଅଙ୍କିତ ଗିରଫ

ନୂଆଦିଲ୍ଲୀ: ସିଙ୍ଗରରୁ ରାଜନେତା ବିନିଥିବା ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରିଥିବା ଅଙ୍କିତ ସିର୍ସାକୁ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ ଗିରଫ କରିବାକୁ ସକ୍ଷମ ହୋଇଛି। ଅଙ୍କିତ ସହ ତା’ର ସହଯୋଗକୁ ମଧ୍ୟ ଗିରଫ କରାଯାଇଛି। ପୁଲିସ କହିଛି ଯେ ସ୍ପେଶାଲ ସେଲର ଅଧିକାରୀ