Sign in
Sign in
Recover your password.
A password will be e-mailed to you.
ଦାରିଙ୍ଗବାଡି ଶୀତ ମହୋତ୍ସବରେ ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ପାଇଁ ସମ୍ମତି ପ୍ରକାଶ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ର ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗଦେବାକୁ ସହମତି ପ୍ରକାଶ!-->…
ଦିନ ଦି ପହରରେ ପୋଲିସକୁ ଦୁର୍ବୁତ୍ତଙ୍କ ଖୋଲା ଚାଲେଞ୍ଜ : ରାଜ ପରିବାରର ଘରମାଲିକଙ୍କୁ ହ୍ୟାଣ୍ଡ୍କ୍ୟାପ୍ ପକାଇ ନଗଦ…
ବାଲିଗୁଡା : ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କାର ଯାଞ୍ଚ କରାଯିବ। ଏଭଳି ଧମକ ଦେଇ ଘରେ ପଶିବା ପରେ ଘର ମାଲିକଙ୍କୁ ହ୍ୟାଣ୍ଡ୍କ୍ୟାପ୍ ପକାଇ ଓ ଅନ୍ୟ ସଦସ୍ୟଙ୍କୁ କଡା ନଜରବନ୍ଦୀରେ ରଖି ସୁନା!-->…
ଓଡ଼ଗାଁ ବ୍ଲକ ଏବଂ ତହସିଲ ଦ୍ଵାରା ସୁଶାସନ ସପ୍ତାହ ପାଳନ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟ ତରଫରୁ ସୁଶାସନ ସପ୍ତାହ ପାଳନ ଅବସରରେ ପଡି ରହିଥିବା ବିଚାରାଧୀନ କାର୍ଯ୍ୟ ଗୁଡ଼ିକର ଫଇସଲା କରିବା ନିମନ୍ତେ ଲକ୍ଷ୍ୟ ରଖିଥିବା ବେଳେ କର୍ମଚାରୀ ମାନେ ଅଭିଯୋଗକାରୀ ଙ୍କ ଅଭିଯୋଗ ସମାଧାନ ନିମନ୍ତେ କାର୍ଯ୍ୟ ଜାରି ରଖିଥିବା!-->…
ମାଲକାନଗିରିରେ ଜିଲ୍ଲା ସ୍ତରୀୟ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଦିବସୀୟ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବେଦବର ପ୍ରଧାନ, ଓ.ପ୍ରା.ସେ. (ଏସ୍) ମୁଖ୍ୟ ଅତିଥି!-->…
ଠାକରେ ଭ୍ରାତାଙ୍କୁ ଏକାଠି କଲା BMC ନିର୍ବାଚନ, ମେଣ୍ଟ ଘୋଷଣା କଲେ ଶିବସେନା(ୟୁବିଟି) ଓ ଏମଏନଏସ୍
ଶିବତୀର୍ଥ ୨୪।୧୨: ମହାରାଷ୍ଟ୍ରରେ ବାଲାସାହେବ ଠାକରେଙ୍କ ଶିବସେନା ପୁଣି ଥରେ ମଜଭୁତ ହେବାକୁ ଯାଉଛି। ବାଲ ଠାକରେଙ୍କ ଉତ୍ତରାଧିକାରୀ ତାଙ୍କ ପୁଅ ଉଦ୍ଧବ ଠାକରେ ଓ ପୁତୁରା ରାଜ ଠାକରେ ପାଖାପାଖି ୨୦ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି। ୨୦୨୬ ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ!-->…
ବିଜେଡିକୁ ଆଇନମନ୍ତ୍ରୀଙ୍କ ଟାର୍ଗେଟ : ମହାନଦୀ ବିବାଦରେ ପୂର୍ବ ସରକାର କରିପାରିଲେନି, ଆମେ ଚେଷ୍ଟା କରୁଛୁ…
ଭୁବନେଶ୍ୱର ୨୪।୧୨ : ମହାନଦୀ ବିବାଦ ନେଇ ବିଜେଡିକୁ ଟାର୍ଗେଟ କଲେ ଆଇନମନ୍ତ୍ରୀ । ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ ଆପୋଷ ସମାଧାନ ପାଇଁ ସରକାର ଚେଷ୍ଟା କରୁଛନ୍ତି । ଯାହା ପୂର୍ବ ସରକାର ସମୟରେ ହୋଇପାରିନଥିଲା।!-->…
କଟକରେ ହେବନି ବାମସେଫ୍ର ଅଧିବେଶନ, କାହିଁକି ମନା କଲେ ହାଇକୋର୍ଟ
କଟକ୨୪/୧୨: ବାଲିଯାତ୍ରା ପଡିଆରେ ହେବାକୁ ଥିବା ବାମସେଫ ସଂଗଠନର ରାଷ୍ଟ୍ରୀୟ ଅଧିବେଶନ ଆୟୋଜନକୁ ଅଦାଲତି ଝଟ୍କା । କଟକ ଜିଲ୍ଲାପାଳ ଓ ଡିସିପିଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇବାକୁ ମନା କଲେ ହାଇକୋର୍ଟ ।ଏଭଳି ସମାବେଶ ଦ୍ବାରା ସାମାଜିକ ସଦ୍ଭାବ କ୍ଷୁର୍ଣ୍ଣ ହେବାର!-->…
ରାଜା ଚକ୍ରର ସାମ୍ରାଜ୍ୟ ଉପରେ ପୁଣି EOW ର ଚଢାଉ, କୋଟିଏ ଟଙ୍କାର ରେଞ୍ଜ ରୋଭର ଜବତ
ଭୁବନେଶ୍ଵର: ରାଜା ଚକ୍ରର ସାମ୍ରାଜ୍ୟ ଉପରେ ପୁଣି EOW ର ଚଢାଉ। ଏହି ସମୟରେ ରାଜଧାନୀରୁ ଦାମୀ ଗାଡି ଜବତ କରିଛି ଏଜେନ୍ସି। ଏକ କୋଟିରୁ ଉର୍ଦ୍ଧ ଟଙ୍କାର ରେଞ୍ଜ ରୋଭର ଜବତ ହୋଇଛି। ଏହା ପୂର୍ବରୁ ୫୫ ଗାଡି ଜବତ କରିବା ସହ ୩୫ ଲକ୍ଷ ଫ୍ରିଜ କରାଯାଇଛି। ରାଜାଚକ୍ର ମାମଲାରେ ୫ ଜଣଙ୍କୁ ଗିରଫ!-->…
୧୧ ଟି ନିବେଶ ପ୍ରସ୍ତାବକୁ ମଞ୍ଜୁର, ସୃଷ୍ଟି ହେବ ୭,୪୦୦ରୁ ଅଧିକ ନିଯୁକ୍ତି
ଭୁବନେଶ୍ଵର: ରାଜ୍ୟ ସରକାର ସିଙ୍ଗିଲ ଉଇଣ୍ଡୋ କ୍ଳିଅରାନ୍ସ ଦ୍ୱାରା ୧,୩୩୩ କୋଟି ନିବେଶକୁ ଅନୁମୋଦନ କରିଛନ୍ତି। ଏହା ଦ୍ଵାରା ୭,୪୦୦ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ | ସାତଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରି ୧୧ ଟି ନିବେଶ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଆଜି ଲୋକସେବା ଭବନରେ!-->…
ରାଜ୍ୟ ସରକାରଙ୍କ ବଡ଼ ଯୋଜନା, ୬୪୫ କିଲୋମିଟରର ଦୀର୍ଘ ୩ଟି ରିଙ୍ଗ୍ ରୋଡ୍ ହେବ ନିର୍ମାଣ
ଭୁବନେଶ୍ଵର: ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅଞ୍ଚଳକୁ ନେଇ ଇକୋନୋମିକ୍ ରିଜିଅନ୍ ଗଠନ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ସମଗ୍ର ଅଞ୍ଚଳରେ ଥିବା ସହର ଗୁଡିକୁ ‘ଗ୍ରୋଥ୍ ହବ୍’!-->…