Sign in
Sign in
Recover your password.
A password will be e-mailed to you.
ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ୱ ସହାୟକ, ୪ ସ୍ଥାନରେ ଚଢ଼ଉ
ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ସେଟେଲମେଣ୍ଟ (ବନ୍ଦୋବସ୍ତ) ଅଫିସରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ(SRA)ବାସୁଦେବ ଭୋଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଇଛି। ଏନେଇ ତାଙ୍କର ଚାରୋଟି ସମ୍ପତ୍ତି ଥିବା ସ୍ଥାନରେ ଓଡ଼ିଶା ଭିଜିଲାନ୍ସ!-->…
ଶୀତକାଳୀନ ଛୁଟି ପାଇଁ ଡିସେମ୍ବର ୨୫ରୁ ଓଡ଼ିଶା ହାଇକୋର୍ଟ ବନ୍ଦ
କଟକ: ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଡିସେମ୍ବର ୨୫ ତାରିଖରୁ ଶୀତକାଳୀନ ଛୁଟି ଘୋଷଣା କରାଯାଇଛି। ଫଳରେ ବୁଧବାର ନିୟମିତ କୋର୍ଟ ଅଧିବେଶନର ଶେଷ କାର୍ଯ୍ୟ ଦିବସ ରହିଛି। ୫ ଜାନୁଆରି ୨୦୨୬ ସୋମବାର ଠାରୁ କୋର୍ଟ ପୂର୍ଣ୍ଣାଙ୍ଗ ଭାବରେ କାର୍ଯ୍ୟ ଆରମ୍ଭ କରିବେ।ଜାରି ହୋଇଥିବା ଏକ ବିଜ୍ଞପ୍ତିରେ,!-->…
ଫେବ୍ରୁଆରିରୁ ବିନା ପିୟୁସିରେ ପେଟ୍ରୋଲ ମିଳିବ ନାହିଁ, ମାସେ ବଢ଼ିଲା ସମୟ ସୀମା
ଭୁବନେଶ୍ବର: ଓଡ଼ିଶା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯାନବାହନ ମାଲିକମାନଙ୍କୁ ଅତ୍ୟାବଶ୍ୟକୀୟ କାଗଜପତ୍ର ନବୀକରଣ କରିବା ପାଇଁ ସମୟ ସୀମା ଗୋଟିଏ ମାସ ବଢ଼ାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା!-->…
ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା
ଭୁବନେଶ୍ବର : ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖମନ୍ତ୍ରୀ ଏହି ଘଟଣାରେ ଗଭୀର!-->…
ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା : ଜଗତସିଂହପୁରରୁ ମୁଖ୍ୟ ଅଭିଯୁକ୍ତ ଗିରଫ, ଘଟଣାସ୍ଥଳରେ ସାଇଣ୍ଟିଫିକ୍…
ଭଦ୍ରକ ୨୪।୧୨: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଜଗତସିଂହପୁରରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଗିରଫ ନେଇ ସୂଚନା ଦେଲେ ଭଦ୍ରକ ଏସ୍ପି ମନୋଜ ରାଉତ । ଏସ୍ପିଙ୍କ ସୂଚନା!-->…
ବିବାଦ ଘେରରେ ଓଡ଼ିଶା ସାଇକେଲିଂ ଆସୋସିଏସନ୍
କଟକ ୨୪।୧୨: ବିବାଦ ଘେରରେ ଓଡ଼ିଶା ସାଇକେଲିଂ ଆସୋସିଏସନ୍ । ଉତ୍ତରାଖଣ୍ଡରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାଇଥିବା ଖେଳାଳି ମାନଙ୍କୁ ମୁଣ୍ଡ ମାଲିସ ଓ ଘସା ମୋଡାରେ ଲଗାଇବା ସହ କୋଚ୍ ମାଡ଼ ମାରିଥିଲେ ଫିଟର । କାହିଁକି ଫିଟର ଟିମ୍ ସହ ଉତ୍ତରାଖଣ୍ଡ ଯାଇଥିଲେ ଓ!-->…
ଓଡିଶା କୋଟିଆର ମାଆ, ଆନ୍ଧ୍ର ହେଉଛି ମାଉସୀ- ରାଜସ୍ଵମନ୍ତ୍ରୀ
ଭୁବନେଶ୍ୱର- ଆନ୍ଧ୍ର ଅଧିକାରୀ ମାନେ କୋଟିଆକୁ ପ୍ରବେଶ କଲେ ସେମାନଙ୍କୁ ବନ୍ଧାଯିବ ବୋଲି ଓଡିଶାର ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।କୋଟିଆ ପ୍ରସଙ୍ଗକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଆନ୍ଧ୍ରର ଲୋକମାନେ କୋଟିଆକୁ ବୁଲିବାକୁ ଆସିପାରିବେ ବୋଲି ବୈଠକ ସରିବା ପରେ ରାଜସ୍ଵ!-->…
ଅନୁ ଗର୍ଗ ହେଲେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରୁ ନେବେ ଦାୟିତ୍ବ
ଭୁବନେଶ୍ଵର: ବରିଷ୍ଠ ପ୍ରଶାସନିକ ଅଧିକାରୀ ଅନୁ ଗର୍ଗ ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ନୂଆ ବର୍ଷରୁ ଦାୟିତ୍ଵ ଗ୍ରହଣ କରିବେ ଅନୁ ଗର୍ଗ। ୧୯୯୧ ବ୍ୟାଚର ଆଇଏଏସ ଅଫିସର ଅନୁ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ମନୋଜ ଆହୁଜାଙ୍କ ସ୍ଥାନ ନେଇଛନ୍ତି। ଆସନ୍ତା ୩୧ରେ ସରିବ ମନୋଜ!-->…
୪୦% ପ୍ରଦୂଷଣ ଆମ ପାଇଁ ହୋଇଛି : ନୀତିନ ଗଡକରୀ
ନୂଆଦିଲ୍ଲୀ : ଦିଲ୍ଲୀର ଗମ୍ଭୀର ପ୍ରଦୂଷଣ ଉପରେ ଚିନ୍ତା ପ୍ରକାଶ କରି, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସ୍ୱୀକାର କରିଛନ୍ତି ଯେ ଯାନବାହାନରୁ ନିର୍ଗତ ଧୂଆଁ ପାଇଁ ୪୦% ପ୍ରଦୂଷଣ ହୋଇଛି । ଏହାସହ ପ୍ରତିବର୍ଷ ଜୀବାଶ୍ମ ଇନ୍ଧନ ଆମଦାନୀ ଉପରେ ୨୨ ଲକ୍ଷ କୋଟି ଟଙ୍କା!-->…
ଶେଖ ହସିନାଙ୍କ ପରି ହେବ ଅବସ୍ଥା, ବାଂଲାଦେଶ ଛାଡ଼ି ପଳାଇବ; ମହମ୍ମଦ ୟୁନୁସଙ୍କୁ ଚେତାବନୀ ଦେଲେ ହାଦିଙ୍କ ଭାଇ
ନୂଆଦିଲ୍ଲୀ: ବାଂଲାଦେଶରେ ଗତ ବର୍ଷ ଜୁଲାଇ ବିଦ୍ରୋହର ନେତା ଶରିଫ ଉସମାନ ହାଦିର ହତ୍ୟା ପରେ ସ୍ଥିତି ଖରାପ ହୋଇଛି । ଦେଶରେ ପୁଣି ଥରେ ହିଂସା ଆରମ୍ଭ ହୋଇଛି । ଏବେ ହାଦିର ଭାଇ ମହମ୍ମଦ ୟୁନୁସର ନେତୃତ୍ୱାଧୀନ ଅନ୍ତରୀଣ ସରକାର ଉପରେ ସଙ୍ଗୀନ ଅଭିଯୋଗ ଆଣି ବଡ଼ ଚେତାବନୀ ଦେଇଛନ୍ତି । ସେ!-->…