ଜାନୁଆରୀରେ ରାଜ୍ୟରେ ହେବ ୪୯ ଖଣି ନିଲାମ

ଭୁବନେଶ୍ବର: ଖଣି ନିଲାମ କରିବା ପ୍ରସଙ୍ଗରେ ବଡ ବୈଠକ ଡାକିଲେ ରାଜ୍ୟ ସରକାର ।ଏହି ପ୍ରସଙ୍ଗରେ ଆସନ୍ତା ବର୍ଷ ଜାନୁଆରୀ ୩ ତାରିଖ ଅପରାହ୍ମ​‌୪ ଟାରେ ଇସ୍ପାତ ଓ ଖଣିବିଭାଗ ର ଗୁରୁତ୍ଵପୁର୍ଣ୍ଣ ବୈଠକ ବସିବା ନେଇ ଜଣାପଡିଛି।  ଏହି ବୈଠକରେ ଇସ୍ପାତ ଓ ଖଣିବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଓମସି

ନିର୍ଦ୍ଧିଷ୍ଟ ସମୟ ସୁଦ୍ଧା ସାରିବାକୁ ହେବ ଜିରୋନାଇଟ୍‌ ଉତ୍ସବ : କମିଶନର

ଭୁବନେଶ୍ବର: ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଇଁ ଦ୍ଵେତନଗର ଭୁବନେଶ୍ଵର ଏବଂ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ଦୁଇଟି ଦିନ ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଉଭୟ ସହରରେ ଅଧିକ ୧୫ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯିବ ବୋଲି କମିଶନର ଏସ. ଦେବଦତ୍ତ

ହାଇକୋର୍ଟରେ ଗ୍ରହଣ ହେଲାନି ବିଧାୟକଙ୍କ ଦରମା ବୃଦ୍ଧି ମାମଲା

କଟକ: ବିଧାୟକଙ୍କ ଦରମା ବୃଦ୍ଧି ମାମଲା । ହାଇକୋର୍ଟରେ ବିଧାୟକଙ୍କ ଦରମା ବୃଦ୍ଧି ମାମଲା ଗ୍ରହଣ ହେଲା ନାହିଁ । AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ ଯୁକ୍ତି ପରେ ଗ୍ରହଣ କଲେନି ହାଇକୋର୍ଟ । ପ୍ରିମାଚ୍ୟୁର କହି ମାମଲାକୁ ଗ୍ରହଣ କଲେନି ହାଇକୋର୍ଟ । ବିଧିବଦ୍ଧ ବିଜ୍ଞପ୍ତି ହୋଇ ନଥିବା ଦର୍ଶାଇ

କୁସ୍ତି ଖେଳାଳିଙ୍କୁ ଅଣଦେଖା ପ୍ରସଙ୍ଗରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିକ୍ରିୟା; ତଦନ୍ତ ପରେ ହେବ…

ଭୁବନେଶ୍ବର: ଟ୍ରେନର ଶୌଚାଳୟ ପାଖରେ ବସି ଓଡ଼ିଶାର କୁସ୍ତି ଖେଳାଳି ଉତ୍ତରପ୍ରଦେଶ ଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାର ସତ୍ୟାସତ୍ୟ ଉପରେ ସରକାର ଅନୁଧ୍ୟାନ କରିବେ।

ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୨୨ ହାର୍ଡକୋର ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ୨୨ ଜଣ ମାଓବାଦୀ ପୋଲିସ ସମ୍ମୁଖରେ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି । ରାଜ୍ୟ ସରକାର ମାଓବାଦୀଙ୍କ ଉପରେ ପୁରସ୍କାର ବୃଦ୍ଧି କରିବା ପରେ ଏହି ଆତ୍ମସମର୍ପଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଥିବା କୁହାଯାଉଛି । ଓଡ଼ିଶା ମାଓବାଦୀଙ୍କୁ ଅଧିକ

ଚାଷୀ ଆନ୍ଦୋଳନ ପାଇଁ ଯାତ୍ରୀ ହନ୍ତସନ୍ତ, ୪ଟି ବ୍ଲକରେ ଅଖ ଚକ ଠପ୍

ଉମରକୋଟ : ଧାରଣାରେ ଚାଷୀ, ଯାତ୍ରୀ ହନ୍ତସନ୍ତ ।  ନବରଙ୍ଗପୁର ଜିଲ୍ଲାରେ ଦ୍ବିତୀୟ ଦିନରେ ପହଂଚିଛି ଚାଷୀ ଆନ୍ଦୋଳନ ।  ୪ଟି ବ୍ଲକରେ ଠପ୍ ହୋଇଯାଇଛି ଚକ ଓ ଅଖ ।  ଗୁରୁତର ପ୍ରଭାବ ପଡିଛି ସାଧାରଣ ପରିବହନ ସେବା ଉପରେ ।  ଦୂରଗାମୀ ବସ ଗୁଡ଼ି ଉମରକୋଟ ବ୍ଲକ ସୀମାରେ ପହଞ୍ଚିବା ପରେ ରାସ୍ତା

ନୂଆବର୍ଷରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା, କେବଳ ସିଂହଦ୍ଵାର ଦେଇ ପ୍ରବେଶ

ପୁରୀ : ଦିନକ ପରେ ବଡ଼ ଦିନ । ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷରେ ଶ୍ରୀ ମନ୍ଦିରରେ ଲାଗିବ ଭକ୍ତଙ୍କ ଭିଡ଼ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା । ଭକ୍ତଙ୍କ ଶୃଙ୍ଖଳିତ

ବାଲିଗୁଡା ଉପଖଣ୍ଡରେ ବଡଦିନ ପାଇଁ ଦୁଇଦିନ ସରକାରୀ ମଦ ଦୋକାନ ବନ୍ଦ

ବାଲିଗୁଡା : ଦିନକ ପରେ ଖ୍ରୀଷ୍ଟ ଧର୍ମାବଲମ୍ବି ମାନଙ୍କ ର ବଡଦିନ ପର୍ବ, ଏହାକୁ ଆଖି ଆଗରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ହୋଇ ସମଗ୍ର ବାଲିଗୁଡା ଟାଉନ ସମେତ ଏହାର ଆଖ ପାଖ ଅଞ୍ଚଳ ରେ ବଡଦିନ ଉତ୍ସବ ଓ ନୂଆବର୍ଷ କିପରି ଶାନ୍ତି ଶୃଙ୍ଖଳା ର

ପଲ୍ୟୁସନ ସାର୍ଟିଫିକେଟ ପାଇଁ ଏବେଠୁ ରାଜଧାନୀରେ ଗାଡ଼ି ଚାଳକଙ୍କ ଲମ୍ବାଲାଇନ୍

ଭୁବନେଶ୍ୱର : ଗାଡ଼ିଚାଳକଙ୍କୁ ଘାରିଲାଣି ପଲ୍ୟୁସନ ସାର୍ଟିଫିକେଟ ଭୟ । ରାଜଧାନୀରେ ଦେଖିବାକୁ ମିଳିଛି ଲମ୍ବାଲାଇନ । ଅଧିକ ଫାଇନ ଓ ପେଟ୍ରୋଲ ନ ମିଳିବା ଭୟରେ PUCC ପଏଣ୍ଟମାନଙ୍କରେ ଲାଗିଛି ଏହି ଲମ୍ବା ଲାଇନ । ବାଇକ ଅଟୋ ଓ କାର ନେଇ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହୋଇଛନ୍ତି

ଟ୍ରାକ୍ଟରକୁ ଧକ୍କା ଦେଲା ପିକନିକ ବସ୍ , ୨୦ ଛାତ୍ରଛାତ୍ରୀ ଆହତ

ବିନିକା: ଟ୍ରାକ୍ଟରକୁ ଧକ୍କା ଦେଲା ପିକନିକ ବସ୍ । ୨୦ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସୋନପୁର ଡୁଙ୍ଗୁରିପାଲି ନିକଟରେ ଜାତୀୟ ରାଜପଥ ୧୨୬(A)ରେ ମଙ୍ଗଳବାର ସ୍କୁଲ ପିକନିକ୍ ପାଇଁ ଯାଉଥିବା ଗୋଟିଏ ବସ୍ ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଯାହାଫଳରେ ଅତି କମରେ ୨୦+ ଜଣ ଛାତ୍ରଛାତ୍ରୀ