Sign in
Sign in
Recover your password.
A password will be e-mailed to you.
ଟ୍ରାଫିକ ନିୟମ ଉଲ୍ଲଙ୍ଘନ ବିରୋଧରେ ମାର୍ଚ୍ଚ ୨୧ରୁ ପରିବହନ ବିଭାଗର ସ୍ବତନ୍ତ୍ର ଅଭିଯାନ
ଭୁବନେଶ୍ୱର : ଅମାନିଆ ଗାଡ଼ି ଚାଳକ ସାବଧାନ। ମାର୍ଚ୍ଚ ୨୧ରୁ ହେବ ଆକ୍ସନ । ସଡ଼କ ନିୟମ ଉଲ୍ଲଙ୍ଘନ ବିରୋଧରେ କଡ଼ାକଡ଼ି ହେବ ଗାଡ଼ି ଯାଞ୍ଚ । ପରିବହନ ବିଭାଗ ଚଳାଇବ ସ୍ବତନ୍ତ୍ର ଅଭିଯାନ । ସାରା ରାଜ୍ୟରେ ଆରଟିଓ ଟିମ୍ କରିବେ ଏନଫୋର୍ସମେଣ୍ଟ । ପୋଲିସ ସହଭାଗିତାରେ ଗାଡ଼ି ଚାଳନା!-->…
ବିଭିନ୍ନ ପ୍ରକଳ୍ପ ପାଇଁ ୫ ବଡ଼ ନିଷ୍ପତ୍ତି, ୩୧ ମାର୍ଚ୍ଚ ପୂର୍ବରୁ ସରିବ ସବୁ କାମ
ଭୁବନେଶ୍ୱର : ପୃଥ୍ୱୀରାଜ ହରିଚନ୍ଦନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଭିନ୍ନ ପ୍ରକଳ୍ପ ଓ ସଂସ୍କାର ପାଇଁ ୫ ବଡ଼ ନିଷ୍ପତ୍ତି । ୧୫ ଦିନରେ ନୂଆ ନିୟମ! ଶ୍ରମିକ ଓ ସାମଗ୍ରୀ ପାଇଁ ରହିବ ସମାନ ଦର । ଭୁବନେଶ୍ୱର ଟ୍ରାଫିକ ସମସ୍ୟାର ହେବ ସମାଧାନ। ନନ୍ଦନକାନନ ପାଇଁ ନୂଆ ରାସ୍ତା। ୩୧!-->…
ଦେଢ଼ ବର୍ଷର ଶିଶୁକୁ ସାଙ୍ଗରେ ନେଇ ମା ନିଖୋଜ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁଟୁଣି ଗାଁ ବାପା ଘରକୁ ଆସିଥିବା ଝିଅ ଶାଶୁ ଘରକୁ ଯାଉଛି ବୋଲି କହି ୨୧ ବର୍ଷୀୟ ମା ଦେଢ଼ ବର୍ଷର ଶିଶୁକୁ ନେଇ ଶାଶୁଘର ହରିପୁର ଯିବା ପରିବର୍ତ୍ତେ ଅନ୍ୟ କେଉଁଆଡେ ଚାଲିଯାଇଛି । ଯୁବତୀଙ୍କ ମା ଏନେଇ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ!-->…
ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚପିଭି ଟୀକାର ଶୁଭାରମ୍ଭ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହ୍ୟୁମାନ ପାପିଲୋନା ଭାଇରସ (ଏଚପିଭି) ଟୀକା ନେବା କାର୍ଯ୍ୟକ୍ରମକୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା ନିଳାଞ୍ଜନ ଦାସ ଏବଂ ଡ଼ା ପ୍ରଣତି ମଞ୍ଜରୀ ଶର୍ମାଙ୍କ ଦ୍ଵାରା ଏବଂ ଅନ୍ୟ କର୍ମଚାରୀଙ୍କ ସହଯୋଗରେ!-->…
୧୭୦ ଟଙ୍କା ପକାଇ ୧ ଲକ୍ଷ ୪୪ ହଜାର ଟଙ୍କା ସହ ସୁନା ଗହଣା ଲୁଟ୍
ବାଲୁଗାଁ : ୧୭୦ ଟଙ୍କା ନୋଟ ପକାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ । ଏହାସହ ୬୦ ଗ୍ରାମର ସୁନା ଗହଣା ଲୁଟ କରିଛନ୍ତି ଦୁର୍ବୃତ୍ତ । ରାସ୍ତା ଉପରେ ୧୦, ୨୦ ଓ ୫୦ ଟଙ୍କିଆ ନୋଟ ପକାଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା ସହିତ ସୁନା ଗହଣା । ୧ ଲକ୍ଷ ୪୪ ହଜାର ଟଙ୍କା ସହ ୬୦ ଗ୍ରାମ ସୁନା ଗହଣା ଲୁଟ!-->…
ରାଜ୍ୟସଭା ନିର୍ବାଚନ: ହୁଇପ୍ ଜାରି କଲା ବିଜେଡି ଓ କଂଗ୍ରେସ
ଭୁବନେଶ୍ବର: ରାଜସଭା ନିର୍ବାଚନରେ କିଏ କାହାକୁ ଦେବ ଭୋଟ ? ହେବ କି କ୍ରସ୍ ଭୋଟିଂ ? ଏବେଠୁ ହେଲାଣି ବିରୋଧୀଙ୍କ ଛାତି ଧଡ଼ଧଡ଼। ଅସନ୍ତୁଷ୍ଟ ବିଧାୟକ ଧାଡ଼ି ଭାଙ୍ଗି ଯିବେନି ତ ? ଏହି ଭିତରେ ବିଧାୟକଙ୍କୁ ଏକ କରିବାକୁ ପ୍ରଦେଶ କଂଗ୍ରେସ ହ୍ବିପ୍ ଜାରି କରିଛି। ଏନେଇ କଂଗ୍ରେସ ସଭାପତି ଭକ୍ତ!-->…
ଆଇଜର କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ଛତ୍ରପୁର : ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ(ଆଇଜର) କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ସ୍ଥାନୀୟ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ!-->!-->!-->…
ଓଡିଶା ସହ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବ ଅମୃତ ଭାରତ ଟ୍ରେନ
ଭୁବନେଶ୍ବର: ଓଡିଶାରେ ରେଳ ସଂଯୋଗୀକରଣକୁ ଅଧିକରୁ ଅଧିକ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବା ପାଇଁ ଏକ ନୂଆ ଅମୃତ ଭାରତ ଟ୍ରେନ ସେବା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି । ଏହା ସହିତ ଦୁଇଟି ସ୍ବତନ୍ତ୍ର ରେଳସେବାକୁ ନିୟମିତ ରେଳସେବାରେ ପରିଣତ!-->…
ବ୍ରହ୍ମପୁରରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ଛାତି ଉପରେ ପଡ଼ିଛି ପଥର ଶିଳ, ହତ୍ୟା ନା ଆତ୍ମହତ୍ୟାକୁ ନେଇ ରହସ୍ୟ
ବ୍ରହ୍ମପୁର : ବ୍ରହ୍ମପୁର ସହରର ସିଦ୍ଧାର୍ଥ ନଗର ଦ୍ୱିତୀୟ ଗଳିରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ମହିଳା ଜଣକ ହେଲେ ଅଶାନ୍ତି ସେଠୀ। ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତ୍ୟୁର କାରଣକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।!-->!-->!-->…
ମଧ୍ୟପ୍ରାଚ୍ୟ ସଂଘର୍ଷରେ ପ୍ରାଣ ହରାଇଛନ୍ତି ଦୁଇ ଭାରତୀୟ, ଜଣେ ନିଖୋଜ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଚାଲିଥିବା ସଂଘର୍ଷ ମଧ୍ୟରେ ଦୁଇ ଜଣ ଭାରତୀୟ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ବୁଧବାର ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜାସିୱାଲ।ରଣଧୀର କହିଛନ୍ତି ଯେ, ଭାରତୀୟ ନାଗରିକମାନେ!-->…