ପୃଥ୍ୱୀରାଜ ସାହୁ ଭାରତୀୟ ସିପକ୍‌ଟାକ୍ର ଦଳର ମ୍ୟାନେଜର ନିଯୁକ୍ତ

add-all


ଭୂବନେଶ୍ୱର ୨/୫ଚଳିତ ମାସ ରେ ମାଲେସିଆ ର କୁଆଲାମ୍ପରେ ଠାରେ ହେବାକୁ ଥିବା ସିପକ୍‌ଟାକ୍ର ବିଶ୍ୱକପ ପ୍ରତିଯୋଗିତା ରେ ଭାରତୀୟ ଦଳ ସ୍ଥାନ ପାଇଛି । ରାଜ୍ୟ ସିପକଟାକ୍ର ସଂଘ ସମ୍ପାଦକ ପୃଥ୍‌ôୀରାଜ ସାହୁ ଙ୍କୁ ଭାରତୀୟ ସେପାକ୍ଟାକ୍ରା ଦଳର ପରିଚାଳକ ଭାବରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବେ ।ବିଶ୍ୱ କପ ୧୬ତାରିଖ ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବାରୁ ଭାରତୀୟ ଦଳ ୧୩ ମଇ ୨୦୨୬ ରେ ଦିଲ୍ଲୀରୁ ମାଲେସିକଆ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ଶ୍ରୀ ସାହୁ ଭାରତୀୟ ସିପକଟାକ୍ର ଦଳ ର ଯୁଗ୍ମ ସମ୍ପାଦକ ରହିଛନ୍ତି । ଏଥି ପୂର୍ବରୁ ୨୦୧୯ ରେ ଥାଇଲାଣ୍ଡ ରେ ହୋଇଥିବା କିଂଙ୍ଗସ୍ ବିଶ୍ୱକପ ରେ ଭାରତୀୟ ଦଳର ମ୍ୟାନେଜର କାର୍ଯ୍ୟକୁ ସୂଚାର ରୂପେ ତୁଲାଇଥିବା ରୁ ବର୍ତମାନ ପୁଣି ଏହି ଦାୟୀତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି ।

ad-week
Leave A Reply

Your email address will not be published.