ବ୍ରାହ୍ମଣୀଗାଁ ବନାଞ୍ଚଳରେ ହାତୀପଲ : ବନବିଭାଗ ପକ୍ଷରୁ ସଚେତନତା

ବାଲିଗୁଡା : କନ୍ଧମାଳ-ଗଞ୍ଜାମ-ଗଜପତି ଜିଲ୍ଲା ସୀମାନ୍ତ ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀ ପଲ ବୁଲୁଥିବା ଖବର ଅଞ୍ଚଳରେ ଭୟ ସୃଷ୍ଟି କରିଛି | ତେବେ କେତେ ଗୋଟି ହାତୀ ଆସିଛନ୍ତି, କେଉଁ ଠାରୁ ଆସିଛନ୍ତି, କେଉଁ ଦିଗକୁ ମୁହାଁଇ ଛନ୍ତି ତାହା ସ୍ପଷ୍ଟ ଜଣା ପଡ଼ୁ ନ ଥିବା ବେଳେ ବନ ବିଭାଗ…

ଏଲପିଜି ଠାରୁ ବ୍ୟାଙ୍କିଙ୍ଗ୍ : ମେ’ ପହିଲାରୁ ବଦଳିବ ଅନେକ ନିୟମ

ନୂଆଦିଲ୍ଲୀ : ବଦଳିବ ଅନେକ ନିୟମ। ୧ ମେ’ ୨୦୨୬ ଠାରୁ ଭାରତରେ ଅନେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ଯାହା ଆପଣଙ୍କ ପକେଟ୍ ଏବଂ ଦୈନନ୍ଦିନ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ। ରନ୍ଧନ ଗ୍ୟାସ୍ ମୂଲ୍ୟଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍ ଏବଂ ଡିଜିଟାଲ୍ ପେମେଣ୍ଟ ନିୟମ ପର୍ଯ୍ୟନ୍ତ ବହୁତ କିଛି…

‘ଧାର୍ମିକ ଅନୁଷ୍ଠାନ ପରିଚାଳନା କରିବାର ଅଧିକାର ଅରାଜକତାକୁ ବୁଝାଏ ନାହିଁ’

ନୂଆଦିଲ୍ଲୀ: ସାବରିମାଳା ମାମଲା ସହିତ ଜଡିତ ଆବେଦନ ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ କରିଛନ୍ତି। ନଅ ଜଣିଆ ସମ୍ବିଧାନ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ଏକ ଧାର୍ମିକ ଅନୁଷ୍ଠାନ ପରିଚାଳନା କରିବାର ଅଧିକାର ଅରାଜକତାକୁ ବୁଝାଏ ନାହିଁ। କୋର୍ଟ…

ଟ୍ରକ୍ – ଭ୍ୟାନ ମୁହାଁମୁହିଁ ଧକ୍କା: ୪ ମୃତ

ନୂଆଦିଲ୍ଲୀ : ହମିରପୁର ଜିଲ୍ଲାର ମୌଦାହା ନିକଟରେ ସୋମବାର ବିଳମ୍ବିତ ରାତିରେ ଜାତୀୟ ରାଜପଥ-୩୪ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁସାରେ, ଚିରକା ଗାଁ ନିକଟରେ ଏକ ଟ୍ରକ୍ ଏବଂ ଏକ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କାର ପ୍ରଭାବ ଏତେ ଜୋରରେ ଥିଲା ଯେ…

ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ମନୀଷ ସିସୋଦିଆ ରାଜଘାଟରେ ପହଞ୍ଚିଛନ୍ତି। ବିରୋଧୀ ଦଳ ନେତା ଆତିଶୀ ମଧ୍ୟ ସେମାନଙ୍କ ସହିତ ଉପସ୍ଥିତ ଥିଲେ। ସେମାନେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପୂର୍ବରୁ, ଅରବିନ୍ଦ…

ଦୁଇ ସୁରକ୍ଷାକର୍ମୀଙ୍କୁ ଛୁରାମାଡ଼, ନାମ ଓ ଧର୍ମ ପଚାରିବା ପରେ କଲମା ପଢ଼ିବାକୁ ବାଧ୍ୟ କଲା ଆତଙ୍କୀ

ମୁମ୍ବାଇ : ମୁମ୍ବାଇର ମୀରା ରୋଡ୍ ଅଞ୍ଚଳରେ ଜଣେ ୩୧ ବର୍ଷୀୟ ଯୁବକ ଦୁଇଜଣ ସୁରକ୍ଷାକର୍ମୀଙ୍କୁ ”କଲମା” ପଢ଼ିବାକୁ ବାଧ୍ୟ କରିବା ସହ ନିର୍ମମ ଭାବେ ଛୁରାମାଡ଼ କରିଛି । ଅଭିଯୁକ୍ତ ଜୈବ୍ ଜୁବେର ଅନସାରୀକୁ ପୋଲିସ ଗିରଫ କରିଛି । ମହାରାଷ୍ଟ୍ର ଆଣ୍ଟି-ଟେରରିଜିମ୍ ସ୍କ୍ୱାଡ୍ ଯୁବକଙ୍କୁ…

ଭାରତ ଆସିଲା ଦାଉଦର ସହଯୋଗୀ ସଲିମ ଡୋଲା, ମୁମ୍ବାଇ ପୋଲିସ କରିବ ଜେରା

ନୂଆଦିଲ୍ଲୀ : ଭାରତ ଆସିଲା ଦାଉଦର ଡାହାଣ ହାତ । ଭାରତ ଆସିଲା ଦାଉଦର ଡାହାଣ ହାତ ସଲିମ ଡୋଲା । ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଅତି ନିକଟତର ସହଯୋଗୀ ସଲିମ ଡୋଲାକୁ ଭାରତ ଅଣାଯାଇଛି । ଆଜି ସକାଳେ ତାକୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀର ଏୟାରପୋର୍ଟରେ ଓହ୍ଲାଯାଇଥିଲା ।…

ଯୁବପିଢିଙ୍କ ସହ ଫୁଟବଲ ଖେଳିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ସିକ୍କିମ ଗସ୍ତରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସିକ୍କିମର ୫୦ତମ ସ୍ଥାପନା ଦିବସ ସମାରୋହରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଗ୍ୟାଙ୍ଗଟକର ଯୁବପିଢିଙ୍କ ସହିତ ଫୁଟବଲ୍ ଖେଳିଛନ୍ତି । ଯାହାର ଫଟୋ ସୋସିଆଲ…

ରେଳ ଧାରଣାରେ ବିସ୍ଫୋରଣ,: ମୃତଦେହ ଉଦ୍ଧାର

ପଞ୍ଜାବ : ଗତକାଲି ବିଳମ୍ବିତ ରାତିରେ ପଞ୍ଜାବର ପଟିଆଲାରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଶମ୍ଭୁ-ଅମ୍ବାଲା ରେଲୱେ ଟ୍ରାକ ନିକଟରେ ଏହି ବିସ୍ଫୋରଣ ଘଟି ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣ ଘଟିଥିବା ସ୍ଥାନରେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ, ଗତକାଲି…

କଙ୍କାଳ ନେଇ ବ୍ୟାଙ୍କକୁ ଯିବା ଘଟଣା ; ଟଙ୍କା ଧରି ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଲେ ଅଧିକାରୀ

ଭୁବନେଶ୍ୱର : ମୃତ୍ୟୁ ପରେ ମିଳିଲାନି ଟଙ୍କା। ଦୌଡି ଦୌଡି ନୟାନ୍ତ ହେବା ପରେ ମଧ୍ୟ ଶୁଣିନଥିଲା ବ୍ୟାଙ୍କ। ଶେଷରେ ମୃତ୍ୟୁ ପ୍ରମାଣ ଦେବାକୁ ଭଉଣୀର କଙ୍କାଳକୁ ବ୍ୟାଙ୍କ ଆଣିଲା ଭାଇ। ଏହି ଘଟଣାକୁ ନେଇ ଖୁବ୍ ହଇଚଇ ପରେ ଚେତିଲା ପ୍ରଶାସନ। ପାଟଣା ବ୍ଲକ ଡିଆନାଳି ଗାଁରେ ପହଞ୍ଚିଛନ୍ତି…