Sign in
Sign in
Recover your password.
A password will be e-mailed to you.
ଚିନ୍ତଲୱାଡ଼ା ଗ୍ରାମ ପଞ୍ଚାୟତଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ୍ ସ୍ଥିତ ଚିନ୍ତଲୱାଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍!-->!-->!-->…
ଖାଦ୍ୟ ବିଷକ୍ରିୟା, ଚାଲିଗଲା ପରିବାରର ୩ ଜୀବନ
ଢେଙ୍କାନାଳ: ରାତିରେ ପୁରା ପରିବାର ବେଶ ହସ ଖୁସିରେ ଖାଇକି ଶୋଇଲେ କିନ୍ତୁ କିଏ ଜାଣିଥିଲା ସେହି ରାତି ପାଲଟିଯିବ ସେମାନଙ୍କ ପାଇଁ ଶେଷ ରାତି । ଆପଣ ଯଦି ଏପରି କିଛି ଖାଦ୍ୟ ଖାଇ ରାତିରେ ଶୋଉଛନ୍ତି ତେବ ହୋଇଯାଆନ୍ତୁ ସାବଧାନ । ନଚେତ୍ ଆପଣ ମଧ୍ୟ ପଡ଼ିପାରନ୍ତି ବିପଦରେ । ଫୁଡ଼ ପଏଜନିଙ୍ଗ!-->…
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ
ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ ରମେଶ ଚନ୍ଦ୍ର ଜେନା । ଏହା ପୂର୍ବରୁ ପ୍ରୀତି ପ୍ରକାଶ ମହାନ୍ତି ପ୍ରାୟ ୩ବର୍ଷ ଧରି କାର୍ଯ୍ୟ କରିବା ପରେ ଥାନା ଅଧିକାରୀ ଭାବରେ ଜଗତସିଂହପୁରକୁ ବଦଳି ହୋଇଛନ୍ତି । ଏନେଇ ଶ୍ରୀ ଜେନା!-->…
କୋରାପୁଟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଉଦଘାଟନ ହେଲା ୧୬ଟି ପ୍ରକଳ୍ପ
ଜୟପୁର: କୋରାପୁଟକୁ ୫୪୫ କୋଟିର ଭେଟି । ପରବର ଚତୁର୍ଥ ସନ୍ଧ୍ୟାରେ ଯୋଗଦେଇ କୋରାପୁଟ ଜିଲ୍ଲାବାସୀଙ୍କୁ ଉପହାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଜିଲ୍ଲା ପାଇଁ ୫୪୫ କୋଟିରେ ୮୬ଟି ପ୍ରକଳ୍ପ ରହିଛି । ୫୨୧ କୋଟି ଟଙ୍କାର ୭୦ଟି ପ୍ରକଳ୍ପ ପାଇଁ ସେ ଭିତ୍ତିପ୍ରସ୍ତର!-->…
ଏପର୍ଯ୍ୟନ୍ତ ନବରଙ୍ଗପୁରର କୌଣସି ମଣ୍ଡିରୁ ଉଠିନି ଧାନ, ଚାଷୀ ଅସନ୍ତୁଷ୍ଟ
ଉମରକୋଟ: ନବରଙ୍ଗପୁରର କୌଣସି ମଣ୍ଡିରୁ ଏପର୍ଯ୍ୟନ୍ତ ଉଠିନି ଧାନ। ତାତିଲେ ଚାଷୀ । ରାଜରାସ୍ତାରେ ବସିଲେ । ନବରଙ୍ଗପୁର ଜିଲ୍ଲାର ୩ଟି ବ୍ଲକ ତଥା ଉମରକୋଟ, ଝରୀଗାଁ ଓ ରାଇଘର ବ୍ଲକରେ ଚକଅଖ ବନ୍ଦ କଲେ ଚାଷୀ । ଆଜିଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ!-->…
ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ଗଲା ରୋଗୀର ଜୀବନ, ମୁନ ହସପିଟାଲ କୁ ସିଲ୍ କଲା ପ୍ରଶାସନ….
ପ୍ରଶାସନ ର ପଦକ୍ଷେପ କୁ ପରିବାର ଓ ସହର ବାସୀ ଙ୍କ ଅପେକ୍ଷା...
ନା ନାଲିଫିତା ତଳେ ଦବି ଯିବ ତଦନ୍ତ...??
ବ୍ରହ୍ମପୁର: ରୋଗୀ ମୃତ୍ୟୁ ପରେ ହସପିଟାଲ ସିଲ୍ । ଗତକାଲି ରୋଗୀ ମୃତ୍ୟକୁ ନେଇ ଉତ୍ତେଜନା ପରେ ସିଲ୍ ହେଲା ହସପିଟାଲ । ହସପିଟାଲ ସମ୍ମୁଖରେ ଧାରଣାରେ ବସିଥିଲେ!-->!-->!-->!-->!-->!-->!-->…
ଜୀବନ ନେବାକୁ ହ୍ୟୁମାନଙ୍କୁ ବିଷ ଦିଆଯାଇଥିବା ଆଶଙ୍କା
ଭୁବନେଶ୍ବର: ହ୍ୟୁମାନଙ୍କ ମୃତ୍ୟୁ ପଛରେ ସାଂଘାତିକ ଷଡ଼ଯନ୍ତ୍ର । ଜୀବନ ନେବାକୁ ବିଷ ଦିଆଯାଇଥିବା ଆଶଙ୍କା । ମାଆ ଶେଫାଳୀ ସୁନାଙ୍କ ଥାନାରେ ଏତଲା ପରେ ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ପୁଅ ମୃତ୍ୟୁର ପ୍ରାୟ ଦେଢ ମାସ ପରେ ଥାନାରେ ଏତଲା ଦେଇ ସାଂଘାତିକ!-->…
ଷଷ୍ଠତମ ମାସିକ କ୍ଲଷ୍ଟରସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ବ୍ରହ୍ମପୁର : କୁକୁଡାଖଣ୍ଡି ବ୍ଲକସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦକ୍ଷିଣପୁର ଠାରେ, ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ଷଷ୍ଠ ତମ ମାସିକ କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବିଶିଷ୍ଟ ଶିକ୍ଷାବିତ୍ କାହ୍ନୁ ଚରଣ ପାତ୍ର ଓ ସୁବାସ ଚନ୍ଦ୍ର ପାତ୍ର!-->…
ଆଇଆଇସିଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ
ଅନୁଗୋଳ: ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ । ଅନୁଗୋଳ ସାଇବର ଥାନା ଅଧିକାରୀ ଖଲେଶ୍ୱର ସେଠିଙ୍କୁ ହତ୍ୟା ଉଦ୍ୟମ । ରାତି ଅଧରେ ବସ ଚଢାଉ ହତ୍ଯା ଉଦ୍ୟମ କଲେ ଦୁର୍ବୃତ୍ତ । ବାଇକ୍ ରେ ଯାଉଥିବାବେଳେ ଗାଡ଼ି ପିଛା କରିଥିଲେ ଦୁର୍ବୃତ୍ତ । ସାଇବର ଥାନା!-->…
ଅଣ୍ଡା ଦର ବୃଦ୍ଧି ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ବଣ୍ଟନ ବନ୍ଦ….! ବଜାର ରେ ଅଣ୍ଡା ପ୍ରତି ୯ ଟଙ୍କା ଦରରେ ବିକ୍ରି !
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ଅଙ୍ଗନବାଡି ବାଡ଼ି କେନ୍ଦ୍ରରେ ଅଣ୍ଡା ବଣ୍ଟନ ବନ୍ଦ ରହିଛି। ଡ଼ବଲ ଇଞ୍ଜିନ ଆସିବା ପରେ ଅଙ୍ଗନବାଡି କେନ୍ଦ୍ରରେ କିଶୋରୀ ବାଳିକା ମାନଙ୍କ ପାଇଁ ଯୋଗାଇ ଦିଆ ଯାଉଥିବା ଅଣ୍ଡାର ପ୍ରାପ୍ୟ ଦୀର୍ଘ ମାସ ହେଲା ଅର୍ଥ ଆସୁନାହିଁ। ଏହାର ଆଳ ସାଙ୍ଗକୁ ଅଣ୍ଡା ଦର!-->…