Sign in
Sign in
Recover your password.
A password will be e-mailed to you.
ରାଜଧାନୀରେ ଗର୍ଜିଲା ଓଡ଼ିଶା ବୀର ମହାସଂଘ : ଦାବି ପୂରଣ ନହେଲେ ଦିଲ୍ଲୀ ଚାଲ ଆନ୍ଦୋଳନ
ଭୁବନେଶ୍ୱର: ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି କରି ପୁଣି ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ବୀର ମହାସଂଘ । ହାତରେ ଖଣ୍ଡା, ଢାଲ, ଖଡ୍ଗ, ମୁଦ୍ଗର, ଫାର୍ଶା ଓ ବର୍ଚ୍ଚା ଧରି ରାଜଧାନୀରେ ଗର୍ଜିଲେ । କହିଲେ ଆମ ଦାବି ପୂରଣ କର ନହେଲେ , ଦିଲ୍ଲୀ ଚାଲ ଆନ୍ଦୋଳନ ।
!-->!-->!-->…
ବନ୍ଧୁକ କାରଖାନାରେ ଚଢ଼ାଉ: ଦେଶୀ ବନ୍ଧୁକ-ଗୁଳି ଜବତ, ୨ ଗିରଫ
ଖୋର୍ଦ୍ଧା : ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ଘରେ ଚାଲିଥିଲା ବନ୍ଧୁକ ତିଆରି କାରଖାନା । ଏ ସମ୍ପର୍କରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକ ଓ ଗୁଳି ଜବତ କରିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୂଇଁ ଜଙ୍ଗଲରେ ଥିବା ଏକ!-->…
ସାଂସଦ ଅପରାଜିତଙ୍କ ପୁରୀ ଗସ୍ତ, ପ୍ରତିକ୍ରିୟା ରଖିଲେ ବିଜେଡି ସାଂସଦ ମୁନ୍ନା ଖାଁ
ଭୁବନେଶ୍ବର: ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ପ୍ରତିିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ସେ କହିଛନ୍ତି, ନିୟମ ମାନିବା ସମସ୍ତଙ୍କର କର୍ତ୍ତବ୍ୟ । ଯଦି ପ୍ରଶାସନ ଅନୁମତି ଦେଇନାହିଁ ତାହେଲେ ଆଇନ ଶୃଙ୍ଖଳା ପରିସ୍ଥିିିତି ଥାଇପାରେ । ଜବରଦସ୍ତି କିଛି!-->…
ତାମିଲନାଡୁର ଦୁଇ ମୋବାଇଲ୍ ଲୁଟେରାଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ
ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଲୁଟେରାଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସାଧାରଣ ଲୋକେ ନିଜର କଷ୍ଟ ଅର୍ଜିତ ସମ୍ପତ୍ତି କୁ ହରାଇ ବସୁଛନ୍ତି । ତେବେ ଏହି ଲୁଟ୍ ଘଟଣାରେ ପୋଲିସ୍ ଆକ୍ସନ୍ ମୁଡ଼୍ କୁ ଆସିଥିବା ବେଳେ ତାମିଲନାଡୁର ଦୁଇ ମୋବାଇଲ୍ ଲୁଟେରାଙ୍କୁ ଗିରଫ କରିଛି ସ୍ପେଶାଲ!-->…
ଆହୁରି ୫ ଦିନ ଗ୍ରୀଷ୍ମ ପ୍ରବାହ ; ସତର୍କ ସୂଚନା ଜାରି
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଖରା ସହ ଗ୍ରୀଷ୍ମ ପ୍ରବାହ। ପୁଣି ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ସତର୍କ ସୂଚନା ଜାରି କରାଯାଇଛି। ଆହୁରି ୫ ଦିନ ଗ୍ରୀଷ୍ମ ପ୍ରବାହ ହେବା ସହ ତାତିରୁ ନିସ୍ତାର ମିଳିବ ନାହିଁ। ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲା!-->…
ପଦଯାତ୍ରା ପାଇଁ ମିଳିଲାନି ଅନୁମତି, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ସାଂସଦ ଅପରାଜିତା
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ପଦଯାତ୍ରା ପାଇଁ ଅନୁମତି ନମିଳିବାରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଶ୍ରୀମନ୍ଦିର ଦର୍ଶନ କରି ଫେରିଛନ୍ତି । ପୂର୍ବାହ୍ନରେ ସାଂସଦ ଷଡ଼ଙ୍ଗୀ ପ୍ରାୟ ୨୦ ଟି ଗାଡ଼ିରେ ତାଙ୍କ ସମର୍ଥକଙ୍କ ସହ ପୁରୀରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ!-->…
ସାମାନ୍ୟ ବଚସାରୁ ଗୁଳି ମାଡ଼, ଦୋକାନୀ ଗୁରୁତର ଆହତ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଖଡିବାହାଳି ଛକରେ ଜଣେ ଦୋକାନୀଙ୍କୁ ଗୁଳିମାଡ଼ ହୋଇଛି। ସୂଚନା ଅନୁଯାୟୀ ଖଡିବାହାଳି ଛକରେ ଜଗବନ୍ଧୁ ମହାପାତ୍ରଙ୍କର ଏକ ଦୋକାନ ରହିଛି। ଗତକାଲି ରାତିରେ ଜଗବନ୍ଧୁ ଦୋକାନ ବନ୍ଦ କରିବା ସମୟରେ ଦୁଇଜଣ ଯୁବକ ଦୋକାନକୁ ଯାଇ ସିଗାରେଟ!-->…
କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ସୁର, କହିଲେ କାର୍ଯ୍ୟାନୁଷ୍ଠାନ ହେଲେ ଖାତିର ନାହିଁ
ଭୁବନେଶ୍ୱର: କଂଗ୍ରେସ ନେତା ସୁରେଶ ରାଉତରାୟ କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି। ସେ କଂଗ୍ରେସ ଭବନକୁ ଆସି ଲିଖିତ ଭାବେ ଉତ୍ତର ଦାଖଲ କରିଛନ୍ତି। ପୁଣି ଥରେ ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ସେହି କଥାକୁ କହଛନ୍ତି। ସୁର କହିଲେ, ଏ ଦୁହେଁ ବି ପିସିସି ସଭାପତି ନେଇ ନବୀନଙ୍କ କଥା!-->…
ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡାଇ ନେଲେ ସହଯୋଗୀ
ବାଲେଶ୍ବର: ବେଆଇନ ମଦ କାରବାର କରୁଥିବା ଅଭିଯୁକ୍ତକୁ ଗିରଫ କରି ଆଣିବା ବେଳେ ଅବକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କଲା ଅଭିଯୁକ୍ତର ସହଯୋଗୀ । ଅଭିଯୁକ୍ତକୁ ଖସାଇବା ସହ ଚମ୍ପଟ ମାରିଲା ଆକ୍ରମଣକାରୀ । ସେପଟେ ଅବକାରୀ କର୍ମଚାରୀଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି!-->…
ହିଞ୍ଜିଳି : ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପଞ୍ଚାୟତ ସମିତୀ କାର୍ଯ୍ୟାଳୟ ସଭାଗୃହରେ ‘ଶିଶୁଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ସହ ଶିଶୁ ସୁରକ୍ଷା କମିଟି ତଥା ବ୍ଲକସ୍ତରୀୟ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ପିଡି ଡିଆରଡିଏ ସିନ୍ଧେ ଦତ୍ତତ୍ରୟ ଭାଉ!-->!-->!-->…