ସ୍ୱାଭିମାନ ଅଞ୍ଚଳରେ ୨୯୫ ମିଲିସିଆଙ୍କ ଆତ୍ମସମର୍ପଣ : ଫେରିଲେ ମୁଖ୍ୟ ସ୍ରୋତ କୁ…

ଚିତ୍ରକୋଣ୍ଡା : ମାଲକାନଗିରି ଗତ କିଛି ଦିନ ତଳେ ପୁଲିସ ଡିଜି ସୁନୀଲ ବଂଶଲ ମାଲକାନଗିରି ଗସ୍ତ କରି ସ୍ବାଭିମାନ ଅଂଚଳର ଯନ୍ତ୍ରୀ ଠାରେ ନୂତନ ଭାବେ ଅବସ୍ଥାପିତ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ମାଓ ଦମନ ନେଇ ସମୀକ୍ଷା କରିଥିଲେ। ବିଏସଏଫ କ୍ୟାମ୍ପରେ ପୁଲିସ ଡିଜିଙ୍କ ସମ୍ମୁଖରେ

ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ନଥିଲେ ଡାକ୍ତର , ସି ଡି ଏମ ଓ ବଞ୍ଚାଇଲେ ରୋଗୀଙ୍କ ଜୀବନ …

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀରେ ରହିଛି ମୂଖ୍ୟ ଡାକ୍ତର ଖାନା l ଏଠାକୁ ପ୍ରତିଦିନ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥାଏ l ଲୋକେବି ବହୁ ଆଶା ଭରସା ନେଇ ଆସିଥାନ୍ତିl ତେଵେ ଶୁକ୍ରବାର ଅପରାହ୍ନରେ ଖଜୁରୀପଡା ବ୍ଳକ ବିଲାବାଡ଼ୀ ଗ୍ରାମର ରେବତୀ

ଦୁର୍ନୀତି ରେ ଉବୁଟୁବୁ ରାଇଘର ବ୍ଲକ : ରକ୍ଷକ ସାଜିଛି ଏଠାରେ ଭକ୍ଷକ..!

ଧର୍ମକୁ ଆଖି ଠାର ନୀତି ରେ ଉର୍ନ୍ନୟନ ମୂଳକ କାର୍ଯ୍ୟ...! ଉମରକୋଟ :- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଏକ ମାଓ ପ୍ରଵଣ ଅଞ୍ଚଳ ହେଉ ଥିବାରୁ ଏହାର ସୁଯୋକ ନେଇ ସରକାର ଙ୍କ ବିଭନ୍ନ ଜନ ହିତାଧିକାରୀ ଯୋଜନା ଯଥା ମହାତ୍ମା ଗାନ୍ଧୀ ଗ୍ରାମୀଣ ଯୋଜନା ହେଉ କିମ୍ବା ମନରେଗା,

ମାଓବାଦୀଙ୍କ ବିସ୍ଫୋରଣ ଉଦ୍ୟମ ଯୋଜନା ପଣ୍ଡ…

ମାଲକାନଗିରି : ସୀମାନ୍ତ ଛତିଶଗଡ ର ବିଜାପୁର ଜିଲ୍ଲାର ଗୋରନା ଓ ମନକେଲ୍ ମାର୍ଗରେ ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ମାଓବାଦୀ ଦ୍ୱାରା ଆଇଇଡି ଖଞ୍ଜା ଯାଇଥିଲା l ମାଓବାଦୀଙ୍କ ଏହି ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ l ମିଳିଥିବା ସୂଚନା ଅନୁଯାଇ ମାଲକାନଗିରି ସୀମାନ୍ତ

ଵଜ୍ରାଘାତରେ ମହିଳା ଗୁରୁତର…

ହିଞ୍ଜିଳିକାଟୁ, ୧୧/୬: ଶନିବାର ପୁର୍ବାହ୍ନ ରେ କାଳବୈଶାଖୀ ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ବର୍ଷା, ପବନ ସାଙ୍ଗକୁ ଆକାଶରେ ବିଜୁଳି ଚମକିଥିଲା । ଉକ୍ତ ସମୟରେ ବଜ୍ରାଘାତ ଘଟିବାରୁ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଜଣକ ହିଞ୍ଜିଳି ଥାନା ହିଞ୍ଜିଳିକାଟୁ ବ୍ଲକ୍ ଧୋଵାଡି ଗ୍ରାମ

ଗ୍ରୀଷ୍ମ ଅବକାଶ ପୂର୍ବରୁ ଆଠ ଶିକ୍ଷକ ଗାୟବ ଘଟଣା : କାର୍ଯାନୁଷ୍ଠାନ କୁ ନେଇ ସନ୍ଦେହ, ନାଲି ଫିତା ତଳେ ଦବି…

କାହା ଛତ୍ର ଛାୟା ତଳେ ଏହି ଶିକ୍ଷକ...!! ମାଲକାନଗିରି : ମାଲକାନଗିରି ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଅଚନାକ ତଣ୍ଡକି ଗ୍ରାମପଞ୍ଚଯାତର ବିଭିନ୍ନ ସ୍କୁଲ ପରିଦର୍ଶନ ସମୟରେ ପାଞ୍ଚଟି ସ୍କୁଲର ଆଠଜଣ ଶିକ୍ଷକଙ୍କ ଅନୁପସ୍ଥିତ ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । କିଛି ଗଣମାଧ୍ୟମ

ନବ ବଧୁକୁ ହତ୍ୟା ଅଭିଯୋଗ, ସ୍ଵାମୀ ଅଟକ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘାଟିଯାଇଛି। ପାଦରୁ ଅଳତା ନ ଲିଭୁଣୁ ନବ ବଧୁକୁ ମାରି ଦେଇଥିବା ଏକ ଖବର ହସ୍ତଗତ ହୋଇଛି। ନବ ବିବାହିତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ସ୍ଵାମୀଙ୍କୁ ଥାନାରେ ଅଟକ ରଖାଯାଇଥିବା

ହାତୀ କଙ୍କାଳ ମିଳିବା ଘଟଣାରେ ରେଞ୍ଜର ନିଲମ୍ବିତ

ନରସିଂହପୁର: ବଡ଼ମ୍ବାରେ ହାତୀ କଙ୍କାଳ ମିଳିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ରେଞ୍ଜର । ବନ ବିଭାଗ ପକ୍ଷରୁ କରାଯାଇଛି କଡ଼ା କାର୍ଯ୍ୟାନୁଷ୍ଠାନ । ବନ ବିଭାଗ ପକ୍ଷରୁ ନିଲମ୍ବିତ ହେଲେ ବଡ଼ମ୍ବା ରେଞ୍ଜର ସୁରେଶ କୁମାର ଷଡଙ୍ଗୀ। ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ଦେଇଛନ୍ତି

ବାରବାଟୀରେ ପହଞ୍ଚିଲେ ଦକ୍ଷିଣ ଆଫ୍ରିକା ଟିମ୍‌, ଆରମ୍ଭ କଲେ ଅଭ୍ୟାସ

କଟକ/ଭୁବନେଶ୍ୱର ୧୧।୦୬: ବାରବାଟୀ ଷ୍ଟାଡିୟମ୍‌ରେ ଦକ୍ଷିଣ ଆଫ୍ରିକା ଟିମ୍‌ । ଷ୍ଟାଡିୟମରେ ଅଭ୍ୟାସ୍‌ ଲାଗି ବାରବାଟିରେ ପହଞ୍ଚିଛନ୍ତି ଦକ୍ଷିଣ ଆଫ୍ରିକୀୟ ଟିମ୍‌ । ମେ ଫେୟାର ହୋଟେଲରୁ କଡ଼ା ସୁରକ୍ଷା ମଧ୍ୟରେ କଟକ ଷ୍ଟାଡିୟମରେ ପହଞ୍ଚିଛନ୍ତି ଟିମ୍‌ । ସେଠାରେ ଆଜି ଅଭ୍ୟାସ କରିବାର

ଭୁବନେଶ୍ବର IITରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାୟୀ କ୍ୟାମ୍ପସ୍‌ର ଭୂମିପୂଜନ

ଖୋର୍ଦ୍ଧା : ଭୁବନେଶ୍ବର IITର ଅରଗୁଳ କ୍ୟାମ୍ପସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅରଗୁଳ କ୍ୟାମ୍ପସରେ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟର କ୍ୟାମ୍ପସକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ଏହାସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ କେନ୍ଦ୍ରୀୟ