Sign in
Sign in
Recover your password.
A password will be e-mailed to you.
ବାରବାଟୀ ମ୍ୟାଚ୍ରେ ଭଲ ବୋଲିଂ କରି ପ୍ରତ୍ୟାବର୍ତ୍ତନ କରିବୁ: ଭୁବନେଶ୍ବର କୁମାର
କଟକ: ବାରବାଟୀ ଷ୍ଟାଡିୟମ୍ରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ। ଟିମ୍ର ବୋଲରମାନେ ଭଲ ବୋଲିଂ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ବୋଲିଂ କରି ପ୍ରତ୍ୟାବର୍ତ୍ତନ କରିବୁ ବୋଲି ଭୁବନେଶ୍ବର କୁମାର କହିଛନ୍ତି। ଟିମ୍ ଇଣ୍ଡିଆର ଅଭ୍ୟାସ ପୂର୍ବରୁ ବାରବାଟୀ!-->…
ନୂପୁର ଶର୍ମାଙ୍କ ବିରୋଧରେ ଅଶୋଭନୀୟ ଭିଡିଓ କରି ୟୁ-ଟ୍ୟୁବର ଫୈଜଲ ୱାନି ଗିରଫ
ନୂଆଦିଲ୍ଲୀ: ବିଜେପିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କ ବିରୋଧରେ ଅଶୋଭନୀୟ ଭିଡିଓ କରି ୟୁ-ଟ୍ୟୁବର ଫୈଜଲ ୱାନି ଗିରଫ ହୋଇଛନ୍ତି। ଉକ୍ତ ଭିଡିଓକୁ ନେଇ ଫୈଜଲ କ୍ଷମା ମାଗିଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇଛି। ଶନିବାର ତାଙ୍କୁ ଜମ୍ମୁ-କଶ୍ମୀର ପୁଲିସ ଗିରଫ କରିଛି।ୟୁ-ଟ୍ୟୁବରେ!-->…
ରାଷ୍ଟ୍ରପତି ନିର୍ବାଚନରେ କେନ୍ଦ୍ରକୁ ଟକ୍କର ଦେବାକୁ ୨୨ଜଣ ନେତାଙ୍କୁ ଚିଠି ଲେଖିଲେ ମମତା
ନୂଆଦିଲ୍ଲୀ: ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ପ୍ରାର୍ଥୀଙ୍କୁ ନେଇ ରଣନୀତି ଆରମ୍ଭ ହୋଇଯାଇଛି। କେନ୍ଦ୍ରରେ ଶାସକ ବିଜେପି ଏଯାଏଁ ପ୍ରାର୍ଥୀ ଚୟନ କରି ନଥିବା ବେଳେ ଅନ୍ୟ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ଗୋଟି ଚାଳନା ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ କେନ୍ଦ୍ରର ବିଜେପି!-->…
ଦେଶରେ କରୋନା ସଂକ୍ରମଣ ୮ ହଜର ପାର୍ କଲା
ନୂଆଦିଲ୍ଲୀ: କ୍ରମାଗତ ଦୁଇ ଦିନ ଧରି ୭ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଏହା ୮ ହଜାର ପାର କରିଛି। ଗୋଟିଏ ଦିନରେ ୮,୩୨୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କ୍ରମାଗତ ଭାବେ ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ମନରେ ଛନକା ପଶିଛି। ଦୀର୍ଘ ୩ ମାସ ପରେ!-->…
ମସଜିଦ, ମଦ୍ରାସାରେ କ୍ୟାମେରା ଲଗାଅ : ଭିଏଚପି
ନୂଆଦିଲ୍ଲୀ : ପ୍ରତି ମସଜିଦ ଓ ମଦ୍ରାସା ଭିତରେ ଓ ବାହାରେ ଶକ୍ତିଶାଳୀ କ୍ୟାମେରା ଲଗାଇ ସମସ୍ତ ଗତିବିଧି ଉପରେ ନଜର ରଖାଯାଉ ବୋଲି ବିଶ୍ବ ହିନ୍ଦୁ ପରିଷଦ ଦାବି କରିଛି । ଏପରିକି ମୁସଲିମ ବହୁଳ ଇଲାକାରେ ହାଇ ରିଜୋଲ୍ୟୁସନ କ୍ୟାମେରା ଲଗାଇବାକୁ ଭିଏଚପି ଦାବି କରିଛି । ଗତ ଶୁକ୍ରବାରଦିନ ନମାଜ!-->…
ଯୋଗୀଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ନିଲମ୍ବିତ ହେଲେ ୮ ଜଣ ପୁଲିସ କର୍ମୀ
ଲଖନଉ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ୮ ଜଣ ପୁଲିସ କର୍ମୀଙ୍କୁ ନିଲମ୍ବନ କରାଯାଇଛି | ନିଲମ୍ବନ ହୋଇଥିବା ପୁଲିସ କର୍ମୀଙ୍କ ମଧ୍ୟରେ ଜଣେ ଇନ୍ସପେକ୍ଟରଙ୍କ ସମେତ ଜଣେ ସବ୍-ଇନ୍ସପେକ୍ଟର, ୪ ଜଣ କନଷ୍ଟେବଳ, ୨ ଜଣ ମହିଳା କନଷ୍ଟେବଳ ଅଛନ୍ତି।!-->…
ନାଗାଲାଣ୍ଡ ଗଣହତ୍ୟା : ୨୯ ଜଣ ଯବାନଙ୍କ ବିରୋଧରେ ମାମଲା ରୁଜ୍ଜୁ କଲା ପୁଲିସ
ଦିମାପୁର : ଗତ ବର୍ଷ ୧୩ ଜଣ ସାଧାରଣ ଲୋକଙ୍କୁ ମାରିବା ଅଭିଯୋଗରେ ସେନାର ଜଣେ ଅଧିକାରୀ ଓ ୨୯ ଜଣ ଯବାନଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି ନାଗାଲାଣ୍ଡ ପୁଲିସ । ଭୁଲ ସୂଚନା କାରଣରୁ ସେନା ଗୁଳିରେ ୧୩ ସାଧାରଣ ଲୋକ ପ୍ରାଣ ହରାଇଥିବା ଚାର୍ଜସିଟରେ ଦର୍ଶାଯାଇଛି ।ସୂଚନାଯୋଗ୍ୟ ଯେ, ଗତ ବର୍ଷ!-->…
ତେଜୁଛି ପ୍ରଫେଟ ବିରୋଧୀ ମନ୍ତବ୍ୟ ବିବାଦ: ପଶ୍ଚିମବଙ୍ଗ ବିଜେପି ସଭାପତି ଗିରଫ
କୋଲକାତା: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଦେଶବ୍ୟାପୀ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପଶ୍ଚିମବଙ୍ଗର ବିଜେପି ସଭାପତି ସୁକାନ୍ତ ମଜମୁଦାରଙ୍କୁ ପୁଲିସ ଗିରଫ କରିଛି। ସେ ଆଜି ହାୱଡ଼ା ଅଭିମୁଖେ ଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି। ପ୍ରଫେଟ!-->…
ନୂପୁର ଶର୍ମାଙ୍କୁ ସମର୍ଥନ କଲେ ତସଲିମା
ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦ ବିରୋଧୀ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଘନେଇବାରେ ଲାଗିଛି। ଏହି ପ୍ରସଙ୍ଗକୁ ନେଇ ଦେଶ ଓ ଦେଶ ବାହାରେ ଦେଖାଦେଇଥିବା ତୀବ୍ର ପ୍ରତିକ୍ରିୟା ଦିନକୁ ଦିନ ଉଗ୍ରରୂପ ଧାରଣ କରିଛି। ଦେଶର ବିଭିନ୍ନ ପ୍ରାନ୍ତରେ ଆରମ୍ଭ ହୋଇଥିବା ଆନ୍ଦୋଳନ ହିଂସାତ୍ମକରୂପ!-->…
କ୍ରସ ଭୋଟିଂ କରିଥିବାରୁ ବିଧାୟକ କୂଲଦୀପ ବିଷ୍ଣୋୟୀ ବହିଷ୍କୃତ
ନୂଆଦିଲ୍ଲୀ: ଶନିବାର କଂଗ୍ରେସ ଦଳର ବିଧାୟକ କୂଲଦୀପ ବିଷ୍ଣୋୟୀଙ୍କୁ ବହିଷ୍କାର କରାଯାଇଛି। କ୍ରସ ଭୋଟିଂ କରିଥିବାରୁ ଦଳର ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହରିୟାରାଣାର କଂଗ୍ରେସ ବିଧାୟକ କୁଲଦୀପ ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ!-->…