ଅଦ୍‌ଭୁତ ସାହସୀ ବାଳକ : ୪୨ ଘଣ୍ଟା ହେଲା ବୋର୍‌ୱେଲ୍‌ରେ ପଡ଼ିଥିବା ଶିଶୁ ନିଜ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳଙ୍କୁ…

ରାୟପୁର: ଛତିଶଗଡ଼ର ଜାଁଜଗିର-ଚାଁପାଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର ଏକ ବୋର୍‌ୱେଲ୍‌ ମଧ୍ୟରେ ଜଣେ ୧୧ ବର୍ଷୀୟ ବାଳକଟି ଖସିପଡ଼ିଛି। ଖୁସିର କଥା ହେଉଛି କି ପଡ଼ିଯିବାର ୪୨ ଘଣ୍ଟା ପରେ ବି ବାଳକଟି ସୁରକ୍ଷିତ ରହିଛି। ଆଶ୍ଚର୍ଯ୍ୟ କଥା ହେଉଛି ଏବେ ବି ଉଦ୍ଧାର କାର୍ଯ୍ୟ

‘ମୋ ପରିବାର ପ୍ରତି ବିପଦ ରହିଛି ‘ : ନବୀନ ଜିନ୍ଦଲ

ନୂଆଦିଲ୍ଲୀ: ‘ମୋ ପରିବାର ପ୍ରତି ବିପଦ ରହିଛି। ଇସଲାମିକ କଟ୍ଟରପନ୍ଥୀଙ୍କ ଦ୍ୱାରା ଆକ୍ରମଣ ଭୟ ରହିଛି।’ ଏଭଳି କିଛି ଗୁହାରି କରିଛନ୍ତି ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିବା ଅଭିଯୋଗରେ ଦଳରୁ ବହିଷ୍କୃତ ହୋଇଥିବା ବିଜେପି ନେତା ନବୀନ କୁମାର ଜିନ୍ଦଲ।ସେ ଶନିବାର ଟ୍ୱିଟ୍

ମନ୍ତ୍ରୀଙ୍କ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀଙ୍କୁ କାଳି ମାଡ଼

ନୂଆଦିଲ୍ଲୀ: ରାଜସ୍ଥାନ ମନ୍ତ୍ରୀଙ୍କ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀଙ୍କ ଉପରେ କାଳି ମାଡ଼ ହୋଇଛି। ଶନିବାର ଦିଲ୍ଲୀରେ ତାଙ୍କ ଉପରକୁ ୨ ଜଣ ଦୁର୍ବୃତ୍ତ କାଳି ମାଡ଼ କରିଛନ୍ତି। ଏହି ଘଟଣାରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି। ଯୁବତୀ ଜଣକ

ବର୍ଷର ପ୍ରଥମ ୬ ମାସରେ ସେନା ହାତରେ ମରିଛନ୍ତି ୧୦୦ ଆତଙ୍କବାଦୀ

ଜମ୍ମୁ:ସବୁ ବେଳେ ସୁରକ୍ଷା କର୍ମୀ-ଆତଙ୍କବାଦୀ ଗୁଳି ବିନିକୟକୁ ନେଇ ଚର୍ଚ୍ଚାରେ ରହିଥାଏ ଜମ୍ମୁ କଶ୍ମୀର। ତେବେ ଚଳିତ ବର୍ଷ ଏହି ଛକାପଞ୍ଝା ମଧ୍ୟରେ ଆତଙ୍କବାଦୀ ଗୁଡ଼ିକୁ ମହଙ୍ଗା ପଡ଼ିଛି । ଦେଶର ସୁରକ୍ଷା ପାଇଁ ସବୁ ବେଳେ ଜାଗ୍ରତ ଥିବା ଭାରତୀୟ ସେନା ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇଛି।

ଚ୍ୟାଲେଞ୍ଜ ଜିତିବା ପରେ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ୧୫ହଜାର କୋଟି ଦାବି କଲେ ସାଂସଦ

ଭୋପାଳ: ଚ୍ୟାଲେଞ୍ଜ ହାରିଗଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ। ଏହା ତାଙ୍କୁ ପଡ଼ିପାରେ ମହଙ୍ଗା। ତାଙ୍କୁ ଦେବାକୁ ପଡ଼ିପାରେ ୧୫,୦୦୦ କୋଟି ଟଙ୍କା। କଥାଟି ହେଉଛି- ଓଜନ କମାଇବାକୁ ଜଣେ ସାଂସଦଙ୍କୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ଚ୍ୟାଲେଞ୍ଜ ସ୍ୱୀକାର କରି ଏବେ ସାଂସଦ

ଜିଲ୍ଲାପାଳଙ୍କ ଅସୁସ୍ଥ ଗାଈର ସେବା କରିବାକୁ ୭ ସରକାରୀ ପ୍ରାଣୀ ଚିକିତ୍ସକଙ୍କୁ ନିର୍ଦ୍ଦେଶ

ଫତେପୁର: ଜିଲ୍ଲାପାଳଙ୍କ ଗୋରୁ-ଗାଈଙ୍କର ଦେହ ଭଲ ନାହିଁ। ତାଙ୍କ ଗାଈ ଅସୁସ୍ଥ ଅଛନ୍ତି। ଆଉ ସେମାନଙ୍କ ଚିକିତ୍ସା ପାଇଁ ୭ ଜଣ ପ୍ରାଣୀ ଚିକିତ୍ସା ଦାୟିତ୍ୱ ଦିଆଯାଇଛି। ଏହି ଡାକ୍ତରମାନଙ୍କର ନାମ ସରକାରୀ ଭାବେ ତାଲିକା ପ୍ରକାଶ ପାଇଛି। ଏହି ପ୍ରାଣୀ ଚିକିତ୍ସକମାନେ ଯାଇ ଜିଲ୍ଲାପାଳଙ୍କ

ସୋନିଆ ଗାନ୍ଧି ଅସୁସ୍ଥ

ନୂଆଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ହଠାତ୍ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ କରୋନା ଜନିତ ସମସ୍ୟା ପରେ ହସ୍ପିଟାଲ ନିଆଯାଇଥିବା ଦଳର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଟ୍ୱିଟ୍‌ କରି ସୂଚନା

ଶିଶୁ ଶ୍ରମ ମୁକ୍ତ ଗଞ୍ଜାମ ପାଇଁ ପ୍ରୟାଶ…

ବ୍ରହ୍ମପୁର :, ଓଡିଶା ଶିଶୁ ଶ୍ରମ ମୁକ୍ତ ସମାଜ ଗଠନ ପ୍ରୟାସରେ ଆନ୍ତର୍ଜାତୀକ ଶିଶୁ ଶ୍ରମ ନିରୋଧି ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଆଇଏସଆରଡି- ଚାଇଲ୍ଡଲାଇନର ମିଳିତ ଉଦ୍ୟମରେ ପ୍ରତ୍ୟେକ ଶିଶୁ ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ଶିଶୁ ଶ୍ରମରୁ ମୁକ୍ତ ହୋଇ ଶୈଶବ ବୟସରେ ନିଜର

ଆଦର୍ଶ ପଞ୍ଚାୟତର ପୂର୍ବତନ ସରପଞ୍ଚ, କରୋନା ସମୟରେ ଆଗଧାଡ଼ିର ଯୋଦ୍ଧା ଏବେ ମନରେଗା ରେ କାମକରି ପେଟ ପୋଷୁଛନ୍ତି…

ଏହା ଆଦର୍ଶ ନା ଭାଗ୍ୟର ବିଡମ୍ବନା...!!! ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଶାସନ ଆମ୍ବଗାଁ ପଚାଂୟତରେ ଚାଲିଥିବା ମନରେଡା କାର୍ଯ୍ୟରେ ଶ୍ରମିକ ଭାବେ କାମ କରୁଛନ୍ତି ପୂର୍ଵତନ ସରପଚଂ ଡାକ ବିଶ୍ବାଳ ।ଓଡ଼ିଶା ରାଜ୍ୟରେ ଭୋକିଲା ରହିବେ ନାହିଁ କି ରାଜ୍ୟ ବାହାରକୁ କେହି ବି

କନ୍ଧମାଳ : ଏସଓଜି ଓ ଡ଼ିଭିଏଫ ଯବାନଙ୍କ ମାଓବାଦି କ୍ୟାମ୍ପ ଉପରେ ଚଢ଼ାଉ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ…

ଫୁଲବାଣୀ : କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦେଶରେ ଏସଓଜି ଓ ଡ଼ିଭି ଏଫ ଯବାନଙ୍କ ମିଳିତ ସହଯୋଗରେ ଗୋଛା ପଡା ଥାନା ଅନ୍ତର୍ଗ୍ରତ ଶାସିକେତା ଜଙ୍ଗଲରେ ମାଓବାଦି କ୍ୟାମ୍ପ ଉପରେ ଚଢ଼ାଉ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ନେଇ ରବିବାର କନ୍ଧମାଳ ଏସପି ଭିନୀତ