Sign in
Sign in
Recover your password.
A password will be e-mailed to you.
ଯୁବତୀଙ୍କ ନରକଙ୍କାଳ ଉଦ୍ଧାର ଘଟଣା: ଭାଇ ସମେତ ୪ ଗିରଫ, କୁମାରୀ ମାତୃତ୍ବ କାରଣରୁ ହତ୍ୟା
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟର ରୁପିଆମ୍ବ ନାଳରୁ ଯୁବତୀଙ୍କ ନରକଙ୍କାଳ ଉଦ୍ଧାର ଘଟଣାରେ ୪ଜଣଙ୍କୁ ପୁଲିସ ଗିରଫ କରିଛି। ଯୁବତୀଙ୍କ ଭାଇ ସମେତ ୪ ଜଣଙ୍କୁ ଗିରଫ କରିଛି କୋମନା ପୁଲିସ। ବିବାହ ପୂର୍ବରୁ କୁମାରୀ ମାତୃତ୍ବ ଘଟଣାକୁ ନେଇ ଭଉଣୀଙ୍କୁ ତଣ୍ଟି ଚିପି!-->…
ହାତୀ ଛୁଆକୁ ଛାଡ଼ି ଚାଲିଗଲା ମାଆ ହାତୀ, ଉଦ୍ଧାର କଲା ବନବିଭାଗ
ଢେଙ୍କାନାଲ: ଛୁଆ ହାତୀକୁ ଛାଡ଼ି ଚାଲିଗଲା ମା'। ଢେଙ୍କାନାଲ ଜିଲ୍ଲା ହିନ୍ଦୋଳ ରେଞ୍ଜ କୁନୁଆଁ ଶବର ସାହି ଗାଁ ନିକଟରେ ନବଜାତ ହାତୀ ଛୁଆକୁ ଛାଡ଼ି ମାଆ ହାତୀ ଚାଲି ଯାଇଛି।
ହାତୀ ଛୁଆଟି ଠିଆ ହୋଇନ ପାରିବାରୁ ମାଆ ହାତୀ ତାକୁ ଛାଡ଼ି ଯାଇଥିବା ଅନୁମାନ କରାଯାଉଛି। ବନବିଭାଗ ଘଟଣାସ୍ଥଳରେ!-->!-->!-->…
ଭୁବନେଶ୍ଵର ରେଲୱେ ଷ୍ଟେସନରୁ ୨୧ କେ.ଜି ଗଞ୍ଜେଇ ଜବତ, ଜଣେ ଗିରଫ
ଭୁବନେଶ୍ୱର: ରାଜଧାନୀରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ। ଭୁବନେଶ୍ଵର ରେଲୱେ ଷ୍ଟେସନରୁ ୨୧ କେ.ଜି ଗଞ୍ଜେଇ ଜବତ ହୋଇଛି। ଏହା ସହ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କଲା ଆରପିଏଫ୍ କ୍ରାଇମ୍ବ୍ରାଞ୍ଚ।
ସୂଚନାନୁଯାୟୀ, ଖୋର୍ଦ୍ଧାରୁ ହରିଦ୍ଵାର ଗଞ୍ଜେଇ ଚୋରା ଚାଲାଣ!-->!-->!-->…
୧୩ ରାତିରୁ ଦେବସ୍ନାନ ପୂର୍ଣ୍ଣିମା ନିମନ୍ତେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଲାଗୁ
ପୁରୀ: ଦେବସ୍ନାନ ପୂର୍ଣ୍ଣିମା ନିମନ୍ତେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଲାଗୁ ହେବ । ଜୁନ୍ ୧୩ ତାରିଖ ରାତି ୧୨ଟାରୁ ଏହି କଟକଣା ଲାଗୁ ରହିବ । ସ୍ନାନବେଦିରୁ ମହାପ୍ରଭୁଙ୍କ ବାହୁଡ଼ା ପହଣ୍ଡି ପର୍ଯ୍ୟନ୍ତ ଏହି ଟ୍ରାଫିକ୍ କଟକଣା ବଳବତ୍ତର ରହିବ । ମରିଚିକୋଟ ଛକରୁ ଦୋଳବେଦି ଓ!-->…
ମାଟିତଳୁ ମିଳିଲା ଦୁଇ ହଜାର ବର୍ଷର ପ୍ରାଚୀନ ସଭ୍ୟତା, ବହୁ ସାମଗ୍ରୀ ଉଦ୍ଧାର
ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅସୁରଗଡ଼ ଗାଁରେ ମିଳିଛି ଏକ ପ୍ରାଚୀନ ସଭ୍ୟତାର ଚିହ୍ନ। ଏଠରେ ମାଟି ତଳୁ ମିଳିଛି ବହୁ ପ୍ରାଚୀନ ସାମଗ୍ରୀ। ମାଟି ତଳୁ ମିଳିଥିବା ସାମଗ୍ରୀକୁ ଦେଖି ବିଶେଷଜ୍ଞ କହିଛନ୍ତି ଏହା ପ୍ରାୟ ଦୁଇ ହଜାର ବର୍ଷ ପୂର୍ବର।ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ!-->…
ଗୁଜୁରାଟ ପାଇଁ ନୂଆ ଟିମ ଘୋଷଣା କଲା ଆପ
ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି। ଏହି କ୍ରମରେ ଦଳ ନୂତନ ଟିମ ଘୋଷଣା କରିଛି। ଆମ୍ ଆଦମୀ ପାର୍ଟି କିଶୋରଭାଇ ଦେଶାଇଙ୍କୁ ଦଳର ଗୁଜୁରାଟ ୟୁନିଟର ସଭାପତି ଭାବରେ ମନୋନୀତ କରିଥିବାବେଳେ ମନୋଜ ସୋରାଥିଆଙ୍କୁ!-->…
ରାଷ୍ଟ୍ରପତି ନିର୍ବାଚନ ନେଇ କସରତ ଆରମ୍ଭ
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମେଳି ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୁଥିବା ପ୍ରୟାସକୁ ନେଇ ଚର୍ଚ୍ଚା ଜୋ ଧରିଛି। ଆସନ୍ତା ୧୫ରେ ୮ଜଣ ଅଣବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କ ସହ ୨୨ ଜଣ ନେତାଙ୍କୁ ଦିଲ୍ଲୀ ବୈଠକ ପାଇଁ ଆମନ୍ତ୍ରଣ କରିଛନ୍ତି!-->…
ନୂପୁରଙ୍କ ବୟାନକୁ ଅତିରଂଜିତ କରାଯାଇ ଭାରତ ବିରୋଧରେ ସୋସିଆଲ ମିଡିଆରେ ଅଭିଯାନ ଚଳାଇଛି ପାକିସ୍ତାନ
ନୂଆଦିଲ୍ଲୀ: ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ଭାରତ ବିରୋଧରେ ଅଭିଯାନ କରାଯାଉଛି। ଆଉ ଏହି ଭାରତ ବିରୋଧୀ ଅଭିଯାନର ନେତୃତ୍ୱ ନେଉଛି ପଡୋଶୀ ପାକିସ୍ତାନ | ପାକିସ୍ତାନର ଅଧିକାଂଶ ସୋସିଆଲ ମିଡ଼ିଆ ଫେକ ପୋଷ୍ଟ କରି ଲୋକଙ୍କୁ ବିଭ୍ରାନ୍ତ କରୁଥିବାର ଖବର ସାମ୍ନାକୁ!-->…
ଅଦ୍ଭୁତ ସାହସୀ ବାଳକ : ୪୨ ଘଣ୍ଟା ହେଲା ବୋର୍ୱେଲ୍ରେ ପଡ଼ିଥିବା ଶିଶୁ ନିଜ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳଙ୍କୁ…
ରାୟପୁର: ଛତିଶଗଡ଼ର ଜାଁଜଗିର-ଚାଁପାଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର ଏକ ବୋର୍ୱେଲ୍ ମଧ୍ୟରେ ଜଣେ ୧୧ ବର୍ଷୀୟ ବାଳକଟି ଖସିପଡ଼ିଛି। ଖୁସିର କଥା ହେଉଛି କି ପଡ଼ିଯିବାର ୪୨ ଘଣ୍ଟା ପରେ ବି ବାଳକଟି ସୁରକ୍ଷିତ ରହିଛି। ଆଶ୍ଚର୍ଯ୍ୟ କଥା ହେଉଛି ଏବେ ବି ଉଦ୍ଧାର କାର୍ଯ୍ୟ!-->…
‘ମୋ ପରିବାର ପ୍ରତି ବିପଦ ରହିଛି ‘ : ନବୀନ ଜିନ୍ଦଲ
ନୂଆଦିଲ୍ଲୀ: ‘ମୋ ପରିବାର ପ୍ରତି ବିପଦ ରହିଛି। ଇସଲାମିକ କଟ୍ଟରପନ୍ଥୀଙ୍କ ଦ୍ୱାରା ଆକ୍ରମଣ ଭୟ ରହିଛି।’ ଏଭଳି କିଛି ଗୁହାରି କରିଛନ୍ତି ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିବା ଅଭିଯୋଗରେ ଦଳରୁ ବହିଷ୍କୃତ ହୋଇଥିବା ବିଜେପି ନେତା ନବୀନ କୁମାର ଜିନ୍ଦଲ।ସେ ଶନିବାର ଟ୍ୱିଟ୍!-->…