କୁମ୍ବିଙ୍ଗ ଅପରେସନ ବେଳେ ବାଇକରୁ ଖସି ପଡ଼ି ବିଏସଫ କମାଣ୍ଡାଣ୍ଟଙ୍କ ମୃତ୍ୟୁ…

କାଲିମେଳା : ଆଜି ଭୋର ୩ଟା ସମୟରେ କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି ୨୧ଠାରେ ମୁତୟନ ଥିବା ୭୬ ବାଟାଲିୟନ ବିଏସଫର କମାଣ୍ଡାଣ୍ଟ ରାକେଶ କୁମାର (୪୮) ନିଜ ସାଥୀମାନଙ୍କ ସହିତ ନିକଟସ୍ଥ ଜଙ୍ଗଲକୁ କମ୍ବିଙ୍ଗ ଅପରେସନରେ ଯାଇଥିଲେ। ତେବେ ଦୁର୍ଭାଗ୍ୟବଶତଃ ବାଇକରୁ ଖସି ରାକେଶ କୁମାର ତଳେ

ଓଡିଶା ଅଣ – ଗେଜେଟେଡ୍ ବନ ସେବା ଆସୋସିଏଟ୍ ମାଲକାନଗିରି ଜୋନ୍ ଅଷ୍ଟମ ସାଧାରଣ ସମ୍ମିଳନୀ…

ମାଲକାନଗିରି : ଓଡିଶା ଅଣ-ଗେଜେଟେଡ୍ ବନ ସେବା ସଂଘର ପକ୍ଷରୁ ଅଷ୍ଟମ ଦ୍ଵି-ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରତାପ କୋଟାପାଲ୍ଲୀ, ଆଇଏଫଏସ ବିଭାଗୀୟ ବନ ଅଧିକାରୀ, ମାଲକାନଗିରି ମୁଖ୍ୟ ବକ୍ତା ଶ୍ରୀ ଜଗବନ୍ଧୁ

ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟ ଙ୍କୁ ବିଦାୟ ସମ୍ବର୍ଦ୍ଧନା…

ମାଲକାନଗିରି : ମାଲକାନଗିରି ନାଗରିକ ସମାଜ ତରଫରୁ ମାଲକାନଗିରି ସୀମା ସୁରକ୍ଷା କାର୍ଯ୍ୟାଳୟ ଠାରେ ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟ ତୀର୍ଥ ଆଚାର୍ଯ୍ୟ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଉକ୍ତ ସମ୍ବର୍ଦ୍ଧନା ସଭାରେ ମାଲକାନଗିରି ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗର

ଜଣଙ୍କ ପଟ୍ଟାଜମି ଅନ୍ୟ ଜଣଙ୍କ କବଜାରେ : ଅଭିଯୋଗ କଲେ ମିଳୁଛି ଧମକ

ଫୁଲବାଣୀ -: ଜଣଙ୍କ ପଟ୍ଟା ଜମି ଓ ଘର ଅନ୍ୟ ଜଣଙ୍କ ବେଆଇନ କବଜାରେ l ପ୍ରଶାସନ ର ନିର୍ଦେଶ ସତ୍ୱେ ଜାଗା ଖାଲି କରୁ ନି ଜବରଦଖଲକାରୀ l ଖାଲିକରିବାକୁ କହିଲେ ଓଲଟା ଧମକ ଦେଉଛି ଜବରଦଖଲକାରୀ lଏଭଳି ଅଭିଯୋଗ ଅସିଛି କନ୍ଧମାଳ ଜିଲ୍ଲା ଚକାପାଦ ଅଂଚଳରୁ l ଅଭିଯୋଗ ପ୍ରକାରେ ସୁଶାନ୍ତ କୁମାର

ବନ ସୁରକ୍ଷା ସମିତି ତଥା ଗ୍ରାମ ବିକାଶର ଦର୍ପଣ ସାଜିବ ଅଣୁଯୋଜନା : ଡି.ଏଫ. ଓ.

ସୁନ୍ଦରଗଡ଼ :-ଅଣୁଯୋଜନା ସଂଶୋଧନ ସମ୍ପର୍କିତ ବନଖଣ୍ଡ ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ଜଙ୍ଗଲ ସୁରକ୍ଷା ତଥା ଜଙ୍ଗଲ ଉପରେ ନିର୍ଭର କରୁଥିବା ପରିବାରଙ୍କ ଜୀବନ ଜୀବିକା ମାନରେ ଉନ୍ନତି ଆଣିବାର ମହତ ଉଦ୍ଦେଶ୍ୟ ରଖି ସୁନ୍ଦରଗଡ ବନଖଣ୍ଡର ପାଞ୍ଚୋଟି ବନାଞ୍ଚଳର ୧୫୬ ଟି

ସୁନ୍ଦରଗଡ଼ ବିଜେପି ପକ୍ଷରୁ ଗରିବ କଲ୍ୟାଣ ସମ୍ମିଳନୀ…

ସୁନ୍ଦରଗଡ଼ : ବିଜେପି ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଶଙ୍କରା ବ୍ଲକ ବାଲିଶଙ୍କରା ଗ୍ରାମ ଠାରେ ବାଲିଶଙ୍କରା ମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୮ ବର୍ଷ ଶାସନ ପୁର୍ତ୍ତି ଉପଲକ୍ଷେ ଗରିବ କଲ୍ୟାଣ ସମ୍ମିଳନୀ ଓ ପଦଯାତ୍ରା ଅନୁଷ୍ଠିତ

ମୃତ ସ୍ୱାମୀଙ୍କୁ ଜୀବିତ ଦର୍ଶାଇଥିବା ମହିଳା ଓ ବୀମାକମ୍ପାନୀଏଜେଣ୍ଟ ଗିରଫ

ଭଞ୍ଜନଗର : ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ବୀମା କମ୍ପାନୀ ଏଜେଣ୍ଟ ଙ୍କ ସହଯୋଗରେ ସ୍ୱାମୀ ଙ୍କୁ ଜୀବିତ ଦର୍ଶାଇ ବୀମା ବାବଦ ରେ ଲକ୍ଷାଧିକ ଟଙ୍କା ଠକି ନେବାର ଉଦ୍ୟମ ବିଫଳ ହୋଇଛି l ଆଇସିଆଇସିଆଇ ପ୍ରାଇଭେଟ ଲିମିଟେଡ଼ ଇନ୍ସୁରାନ୍ସ କମ୍ପାନୀ ତଦନ୍ତ ପରେ ସ୍ଥାନୀୟ ବୈଦ୍ୟନାଥପୁର

ଅବ୍ୟବସ୍ଥା ଘେରରେ ଦିଗପହଣ୍ଡି ପୁଞ୍ଜିକୟାଁ ଚାରିଛକ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ବ୍ୟବସାୟ ତଥା ବାଣିଜ୍ୟର ଏକ ପେଣ୍ଠସ୍ଥଳୀ । ଏଠାକୁ ରାତି ପାହିଲେ ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରୁ ବହୁ ଲୋକ ବେପାର କରିବାକୁ ଆସିଥାନ୍ତି । ଏଥିସହ ଏଠାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବ୍ଳକ , ତହସିଲ , ସବ

ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ସ୍କୁଲ କମିଟି ସଦସ୍ୟ ଓ ଅଭିଭାବକ

ଫୁଲବାଣୀ/ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ସାମଗ୍ରୀ ଦେବାସହ ବିଲ୍ ହେରଫେର କରିଥିବା ଅଭିଯୋଗ ଆଣିଲେ ସ୍କୁଲ କମିଟି ସଦସ୍ୟ

ଅଟୋ ଦୁର୍ଘଟଣାଗ୍ରସ୍ତ, ୨ ଗୁରୁତର

ଫୁଲବାଣୀ(୧୧/୬) : କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ରୁଜାଙ୍ଗୀଠାରେ ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇପଡିବା ଫଳରେ ଡ୍ରାଇଭର ସମେତ ଜଣେ ଯାତ୍ରୀ ଆହାତ ହୋଇଛନ୍ତି l ସ୍ଥାନୀୟ ଲୋକେ ଆହତ ୨ ଜଣଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି