Sign in
Sign in
Recover your password.
A password will be e-mailed to you.
ଆଲବମ ଅଭିନେତା ସତ୍ୟଜିତ ପୁରୋହିତଙ୍କ ପରଲୋକ
କଣ୍ଟାବାଞ୍ଜି ଜଣାଶୁଣା ସମ୍ବଲପୁରୀ ତଥା ମେଗା ଧାରାବାହିକ ଅଭିନେତା ସତ୍ୟଜିତ ପୁରୋହିତ (୩୨) ଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି । ପୂର୍ବରୁ ସେ କୌଣସି ଅଜଣା ରୋଗରେ ପୀଡିତ ହୋଇ ସୁସ୍ଥ ହୋଇଥିଲେ । ତେବ ମଙ୍ଗଳବାର ସକାଳ ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକ ପ୍ରଥମେ!-->…
ଦାଦା ବଟି ମାଗି ମୁଷା ଗିରଫ; ମହିଳାଙ୍କୁ ମାଗୁଥିଲା ମାସିକ ୫ହଜାର ଟଙ୍କା
ପୁରୀ: ଗିରଫ ହୋଇଛି ମୁଷା। ଧାର ଦେଇ ଟଙ୍କା ଫେରସ୍ତ ନେଲା ପରେ ଦାଦାବଟି ମାଗିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି। ତ୍ରିନାଥ ବସ୍ତିରେ ରହୁଥିବା ଲକ୍ଷ୍ମିପ୍ରିୟା ବାରିକ ନାମକ ମହିଳା ମୁଷା ଠାରୁ ୩ହଜାର ଟଙ୍କା ଧାର୍ ନେଇଥିଲେ। ପରେ ୩ ମାସ ଭିତରେ ସେ ମୁଷାକୁ ଟଙ୍କା ଫେରାଇ ଦେଇଥିଲେ।
!-->!-->!-->…
ମହିଳାଙ୍କୁ ଚାକିରି କରାଇଦେବା ନାଁରେ ଦୁଷ୍କର୍ମ ଅଭିଯୋଗ ଘଟଣା: ଆତ୍ମଘୋଷିତ ସାମ୍ବାଦିକ ଅକ୍ଷୟ ଦାସ ଗିରଫ
କଟକ: ଜଣେ ମହିଳାଙ୍କୁ ଚାକିରି କରାଇଦେବା ନାଁରେ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଆତ୍ମଘୋଷିତ ସାମ୍ବାଦିକ ଅକ୍ଷୟ ଦାସ ଗିରଫ ହୋଇଛନ୍ତି। ମହିଳା ଥାନା ପୁଲିସ ଅଭିଯୁକ୍ତ ଅକ୍ଷୟ ଦାସଙ୍କୁ ଗିରଫ କରିଛି। ଅକ୍ଷୟଙ୍କ ନାଁରେ ଚାକିରି କରାଇ ଦେବା ନାଁରେ ଦୁଷ୍କର୍ମ ଅଭିଯୋଗ ରହିଥିଲା। ଏତଲା କରିବା ଦିନ!-->…
ସ୍କୁଲରେ ତାଲା ପକାଇବା ପରେ ଜିଲାପାଳଙ୍କୁ ଭେଟିବାକୁ ଚାଲିଚାଲି ଗଲେ ଛାତ୍ରଛାତ୍ରୀ
ବାରିପଦା: ଶିକ୍ଷକ ନାହାନ୍ତି। ତେଣୁ ପାଠପଢ଼ା ହୋଇପାରୁନି। ତେଣୁ ତୁରନ୍ତ ଶିକ୍ଷକ ଦିଅ। ନହେଲେ ସ୍କୁଲ ଗେଟ୍ ଖୋଲିବନି। ଏଭଳି ଦାବି ନେଇ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀଙ୍କ ଦାବି ଉପରେ ଶିକ୍ଷା ବିଭାଗ ଅଧିକାରୀମାନେ ଦୃଷ୍ଟି ନ ଦେବାରୁ ସେମାନେ ଚାଲିଚାଲି!-->…
ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା
ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବାବରାକୋଟ ଗାଁର ଘଟଣା। ଶଙ୍ଖା ସିନ୍ଦୁର ଦାବିରେ ଗତକାଲିଠାରୁ ଧାରଣା ଦେଇ ପ୍ରେମିକା ବସି ରହିଥିବା ଦେଖିବାକୁ ମିଳିଛି। ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗାଁର ପ୍ରେମିକ ନାକଟିଦେଉଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ!-->…
୨୫ ରେ ହେବ କଟକର ବୁଢ଼ା ଗଣେଶ ମୂର୍ତି ବିସର୍ଜନ
କଟକ: କଟକର ସମସ୍ତ ଗଣେଶଙ୍କ ମୂର୍ତ୍ତି ବିସର୍ଜନ ଲଗାତାର ତିନୋଟି ରବିବାର ଅର୍ଥାତ୍ ୪,୧୧ ଓ ୧୮ ତାରିଖରେ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ପରମ୍ପରା ଅନୁଯାୟୀ ଵୁଢା ଗଣେଶଙ୍କ ବିସର୍ଜନ ଦ୍ୱିତୀୟା ଘାଣ୍ଟ ପରେ କରାଯାଇଥାଏ ବୋଲି ଏଥିପାଇଁ ଵିଵାଦ ଦେଖା ଦେଇଥିଲା।
!-->!-->!-->…
ଆଜିଠୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି
ବଦଳିଲା ପାଗ। ଅସହ୍ୟ ଗୁଳୁଗୁଳିରୁ ମିଳିଲା ତ୍ରାହି । ଆଜିଠୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା। କାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ । ଏହାର ପ୍ରଭାବରେ ୮ରୁ ଦକ୍ଷିଣ ଓଡ଼ିଶା ଓ ୯ରୁ!-->…
ବିଚାରପତି ସୁବାସ ବିହାରୀଙ୍କ ଆତ୍ମହତ୍ୟା ଘଟଣା: ପତ୍ନୀ ଅପରାଜିତାଙ୍କୁ ଜେରା
କଟକ: ବହୁଚର୍ଚ୍ଚିତ କଟକ ପୋସ୍କୋ ଅଦାଲତ ବିଚାରପତି ସୁଵାସ ଵିହାରୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତକୁ ଗୁରୁତ୍ୱ ଦେଇଛି କମିଶନରେଟ କଟକ ପୋଲିସ୍। ମର୍କତ ନଗର ଥାନାରେ ହୋଇଥିବା ଅପମୃତ୍ୟୁ ମାମଲା କୁ ମାଙ୍କ ଅଭିଯୋଗ କ୍ରମେ ହତ୍ୟା ମାମଲାରେ ରୁପାନ୍ତରିତ ହୋଇଥିବା ଜଣାପଡିଛି।ମୃତକ ଜଷ୍ଟିସ ସୁଵାସ!-->…
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା
ଭୁବନେଶ୍ବର: ଆସନ୍ତା ୨୯ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଏନେଇ ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ଜେ ପି ନଡ୍ଡା ୨୯ ଓ ୩୦ ଦୁଇଦିନ ଓଡ଼ିଶାରେ ରହି ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ କରିବେ।!-->…
ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ପାଳିତ ହେବ ଶ୍ରୀଜୀଉଙ୍କ ବାମନ ଉତ୍ସବ ସହିତ ସୁନିଆ ପର୍ବ
ଆସନ୍ତାକାଲି ଶ୍ରୀ ଜୀଉଙ୍କ ବାମନ ବେଶ। କେତେକ ଏହାକୁ ବଳିବାମନ ବେଶ ବୋଲି ମଧ୍ୟ କହିଥାନ୍ତି। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ଏହି ପର୍ବକୁ ପାଳନ କରାଯାଏ। ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଏହି ପର୍ବକୁ ପାଳନ କରାଯାଏ। ପୌରାଣିକ କଥାକୁ ଯଦି ଦେଖିବା ତେବେ!-->…