ଜାହାଙ୍ଗୀରପୁରୀ ପରେ ଏବେ ଶାହିନବାଗ ପାଳି, ଦିଲ୍ଲୀର ଏସବୁ ଅଞ୍ଚଳରେ କରାଯିବ ଜବରଦଖଲ ଉଚ୍ଛେଦ

ନୂଆଦିଲ୍ଲୀ: ଜାହାଙ୍ଗୀରପୁରୀ ପରେ ଏବେ ଶାହିନ ବାଗରେ ଚାଲିବ ବୁଲଡୋଜର। କିଛି ଦିନ ତଳେ ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦ କରାଯାଇଥିବା ବେଳେ ଏବେ ଦିଲ୍ଲୀର ଅନ୍ୟ ଅଞ୍ଚଳରେ ବି ଜବରଦଖଲ ଉଚ୍ଛେଦ କରାଯିବ ବୋଲି ଦକ୍ଷିଣ ଦିଲ୍ଲୀ ମହାନଗର ନିଗମର ମେୟର ମୁକେଶ ସୁର୍ଯ୍ୟନ କହିଛନ୍ତି। ସେ

ଲିମ୍ବ ଗଛରୁ ବାହାରୁଛି କ୍ଷୀର, ଲୋକଙ୍କ ପୂଜାର୍ଚ୍ଚନା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବାଲିଯୋଡି ଗାଁରେ ଏବେ ଚର୍ଚ୍ଚା ଚାଲିଛି । ଏଠାରେ ଏକ ଗଛରୁ କ୍ଷୀର ବାହାରୁଥିବା ଦେଖିବାକୁ ମିଳିଛି। ଗାଁ ମୁଣ୍ଡରେ ଥିବା ଏକ ଲିମ୍ବ ଗଛରୁ ଏହି କ୍ଷୀର ବାହାରୁଛି।ଗତକାଲି ସନ୍ଧ୍ୟା ସମୟରେ ଗାଁର କିଛି ଯୁବକ ପ୍ରଥମେ ଏହି ଗଛରୁ କ୍ଷୀର

ଯେତେବେଳେ ଏସିଆରେ ସଂକଟ ଥିଲା ..ୟୁରୋପୀୟ ଦେଶମାନେ ଆମକୁ ଉପଦେଶ ଶୁଣାଉଥିଲେ : ଜୟଶଙ୍କର

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ଭାରତକୁ ଉପଦେଶ ଦେଉଥିବା ୟୁରୋପୀୟ ଦେଶମାନଙ୍କୁ କଡ଼ା ଜବାବ ଦେଇଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ଯେତେବେଳେ ଏସିଆରେ ସଂକଟ ଥିଲା, ଆମକୁ ୟୁରୋପୀୟ ଦେଶମାନେ ଉପଦେଶ ଦେଉଥିଲେ ।କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ

ପଲସରରେ ଆସି ଲୁଟି ନେଲେ ୩ କେଜି ସୁନା

ଗୁଣପୁର: ଗୁଣପୁରର ହଳଦିଆ ନାଳ ନିକଟସ୍ଥ ଏକ ଗହଣା ଦୋକାନ ସାମ୍ନାରୁ ବଡ଼ ଧରଣର ଲୁଟ୍‌ ହୋଇଛି । ଲୁଟେରା ମାନେ ପଲସରରେ ଆସି ଗହଣା ଦୋକାନ ସାମ୍ନାରୁ ୩ କେଜି ସୁନା ସହ ୨ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ କରିଛନ୍ତି ଦୋକାନୀ ଜଣକ । ଅଭିଯୋଗ ଅନୁଯାୟୀ ବ୍ୟକ୍ତି ଜଣକ ଦୋକାନ ଖୋଲିବାକୁ ଚାବି

କରାଚି ବିଶ୍ୱବିଦ୍ୟାଳୟରେ ଭୟଙ୍କର ବିସ୍ଫୋରଣ

କରାଚି: ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟ ପରିସରରେ ଭୟଙ୍କର ବିସ୍ଫୋରଣ ହୋଇଛି। ଗୋଟିଏ କାର୍‌ ଦ୍ୱାରା ବିଶ୍ୱବିଦ୍ୟାଳୟ ଭିତରେ ବିସ୍ଫୋରଣ କରାଯାଇଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଜଣଙ୍କ ଜୀବନ ଯାଇଥିବା ଖବର ମିଳିଛି। ମୃତକଙ୍କ ମଧ୍ୟରେ ୩ ଜଣ ଚାଇନିଜ ଶିକ୍ଷା‌ର୍ଥୀ ରହିଛନ୍ତି।

ଗାଡ଼ି ପାର୍କିଂରେ କେହି ଟଙ୍କାଟିଏ ଅଧିକ ଆଦାୟ କଲେ ବାତିଲ ହେବ ନିଲାମ: ବିଏମ୍‌ସି

ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ପାର୍କିଂସ୍ଥାନରେ ଚାଲିଥିବା ଲୁଟ୍‌ ପ୍ରସଙ୍ଗରେ ନିରବ ରହିବା ପରେ ଏବେ ବିଏମ୍‌ସି ହଠାତ୍‌ ଚେଇଁ ଉଠିଛି। ଘନ ଘନ ବୈଠକ ପରେ ଏକାଧିକ ନିଷ୍କର୍ଷ ବାହାରିଛି । ପାର୍କିଂ ଫି' ଆଦାୟ ନାଁରେ ଚାଲିଥିବା ଲୁଟ୍‌ରେ ଅସ୍ତବ୍ୟସ୍ତ ସହରବାସୀଙ୍କ ଡାକରା ବିଏମ୍‌ସି ବାବୁଙ୍କ

ପ୍ରକୃତି ରଚିବ ତାଣ୍ଡବ, ବର୍ଷକୁ ସାମ୍ନା କରିବାକୁ ପଡ଼ିବ ୫୬୦ ବିପର୍ଯ୍ୟୟ!

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବ ପୂରା ବିଶ୍ୱ। ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗାମୀ ୮ ବର୍ଷ ସୁଦ୍ଧା ବିଶ୍ୱକୁ ବଡ଼ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିବ। ଜୀବନ ଓ ଜୀବିକାକୁ ଗୁରୁତର ଭାବେ ପ୍ରଭାବିତ କରିପାରେ ପ୍ରକୃତିର ତାଣ୍ଡବ ରୂପ। ମିଳିତ ଜାତିସଂଘ

ଯେଉଁମାନେ ଟିକା ନେଇ ନାହାନ୍ତି ଶୀଘ୍ର ନେଇ ଯାଆନ୍ତୁ : ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ଦେଶରେ ଦୈନିକ ୨ ହଜାରରୁ ଅଧିକ ଟ୍ରେଣ୍ଡ ଚାଲିଛି । କେବଳ କେରଳ, ଦିଲ୍ଲୀ, ହରିଆଣା, ପଞ୍ଜାବରେ ଅଧିକ ସଂକ୍ରମଣ ଦେଖା ଦେଉଛି । ଯାହାର ଗୁରୁତର ବା ସିଭିୟରିଟି ଏବେ ଯାଏଁ ଦେଖା ଦେଇନାହିଁ ।

ମା’ ସାରଳା ଙ୍କ ପୀଠରେ ୫ଟି ସଚିବ, ବିକାଶ ପାଇଁ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରେ ଜଗତସିଂହପୁରର ଝଙ୍କଡ଼ ପୀଠକୁ ଯାଇ ମା' ସାରଳାଙ୍କୁ ପୂଜାର୍ଚନା କରିଥିଲେ ଏବଂ ପୀଠର ବିକାଶ ସମ୍ପର୍କରେ ସେବାୟତ, ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା

ଘର ସଜାଡ଼ିବା ମୁଡରେ କଂଗ୍ରେସ, ବିଶୃଙ୍ଖଳିତଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବାରମ୍ବାର ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା କଂଗ୍ରେସ ଏବେ ଘର ସଜାଡ଼ି ମୁଡରେ ଲାଗିଛି। ଏଥିପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ଦଳର ବିଶୃଙ୍ଖଳିତ ନେତାଙ୍କ ବିରୋଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହିକ୍ରମରେ ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନୀଲ