ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଥାଇଲ୍ୟାଣ୍ଡରେ ଗଞ୍ଜେଇକୁ ମିଳିଛି ଆଇନଗତ ମାନ୍ୟତା

ନୂଆଦିଲ୍ଲୀ: ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଥାଇଲ୍ୟାଣ୍ଡରେ ଗଞ୍ଜେଇକୁ ମିଳିଛି ଆଇନଗତ ମାନ୍ୟତା। ଏଣିକି ଗଞ୍ଜେଇ ଉତ୍ପାଦନ କରିବା, ଏହାକୁ ରଖିବା ଓ ପରିବହନ କରିବା ଥାଇଲ୍ୟାଣ୍ଡରେ ଆଉ ଅପରାଧ ନୁହେଁ। ତେବେ ଗଞ୍ଜେଇ କିମ୍ବା ଭାଙ୍ଗକୁ ଅଧିକ ପରିମାଣରେ ନିଶା ପାଇଁ ବ୍ୟବହାର କଲେ, ଏଥିପାଇଁ

‘ସୀତା’ଙ୍କ ବସ୍ତ୍ରହରଣ ହୋଇଥିବା କହି ଫସିଗଲେ ସୂର୍ଯ୍ୟେୱାଲା

ନୂଆଦିଲ୍ଲୀ: ବିଜେପିକୁ ଟାର୍ଗେଟ କରିବାକୁ ଯାଇ ବରିଷ୍ଠ କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯ୍ୟେୱାଲା ନିଜେ ଫସିଗଲେ। ପୂରାଣର ଭୁଲ ତଥ୍ୟ ଦେଇ ଅକଳରେ ପଡ଼ିଗଲେ ସୁର୍ଯ୍ୟେୱାଲା। ନିଜ ଅଜାଣତବସତଃ ତାଙ୍କ ତୁଣ୍ଡରୁ ଖସିଯାଇଥିବା ତଥ୍ୟ ତାଙ୍କୁ ଅଡ଼ୁଆରେ ପକାଇଛି । ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ

ପ୍ରଫେଟଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ଦିଲ୍ଲୀ ଓ କୋଲକାତାରେ ତେଜିଲା ଆନ୍ଦୋଳନ

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଦିନକୁ ଦିନ ପରିସ୍ଥିତି ଜଟିଳ ହେଉଛି। ଏହି ବିବାଦ ଅନ୍ତର୍ଜାତୀୟସ୍ତରରେ ପହଞ୍ଚିଥିବା ବେଳେ ଦେଶରେ ଆନ୍ଦୋଳନ ମଧ୍ୟ ଜୋର ଧରିଛି। ବିଶେଷ କରି ରାଜଧାନୀ ଦିଲ୍ଲୀ, କୋଲକାତା ଓ ୟୁପିରେ ବ୍ୟାପକ ଆନ୍ଦୋଳନ ଦେଖିବାକୁ

ପୂର୍ବତନ ଜିିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା…

ନବରଙ୍ଗପୁର : ନବରଙ୍ଗପୁର ର ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭୂଜଙ୍ଗ ଭୂଷଣ ରାଓ ଙ୍କ ବିୟୋଗରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସେ ୨୦୦୮ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରହିବା

ପରୀତକ୍ତ କୂଅରେ ପଡ଼ିଲା ହାତୀ ଛୁଆ: ୨ଘଣ୍ଟା ପରେ ବନ ବିଭାଗ ଦ୍ଵାରା ଉଦ୍ଧାର …

ଫୁଲବାଣୀ :- ପୁଣି ବିପଦରେ ଗଜ, ଏକ ଛୁଆ ହାତୀ ପୁଣି ଗଳି ପଡ଼ିଲା ଏକ ପରିତକ୍ତ କୂଅ ରେ । କନ୍ଧମାଳ ଜିଲ୍ଲା ଗୋଛାପଡା ରେଞ୍ଜର ପକାରୀ ପଞ୍ଚାୟତ ଜିରୀଙ୍ଗପଡ଼l ଗ୍ରାମ ନିକଟ ବିଲମାଳରେ ଥିବା କୂଅ ରେ ଏକ ହାତୀ ଛୁଆ ପଡିଥିବା ଦେଖିଥିଲେ ଗ୍ରାମ ବାସୀ । ସୁଚନା ଅନୁସାରେ ବିଲମ୍ବିତ ରାତିରେ

ଜି.ଆଇ.ଇ.ଟି . ବିଶ୍ବ ବିଦ୍ୟାଳୟ ଗୁଣୁପୁର ପକ୍ଷରୁ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ…

ମାଲକାନଗିରି : ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ଜି ଆଇ ଇ.ଟି ବିଶ୍ବ ବିଦ୍ୟାଳୟ ପକ୍ଷରୁ ଆଜି ସ୍ଥାନୀୟ ହୋଟେଲ ସ୍ବାଗତ ଠାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥରେ ବିଶ୍ବବିଦ୍ୟାଳୟର ଏମ , ବି . ଏ ବିଭାଗର ପ୍ରଫେସର ସୁବ୍ରତ ମହାନ୍ତି , ଶ୍ରୀ ସୁଜିତ କୁମାର ପଣ୍ଡା , ଶ୍ରୀ

ପରାଜୟରୁ ଟିମ୍‌ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ପରାଜୟରୁ ଟିମ୍‌ ଇଣ୍ଡିଆ ତା’ର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ଅଭିଯାନ ଆରମ୍ଭ କରିଛି। ଏହି ପରାଜୟ ସହ ଟିମ ଇଣ୍ଡିଆର ବିଜୟ ଧାରାରେ ବ୍ରେକ ଲାଗିଛି। ଏଯାଏ ଟିମ ଇଣ୍ଡିଆ ଲଗାତର ୧୨ଟି ଟି-୨୦ ମ୍ୟାଚ୍‌ ଜିତିଥିଲା। ହେଲେ ଆଜି ଦକ୍ଷିଣ ଆଫ୍ରିକା ଦଳର ବିଜୟ ରଥକୁ ଅଟକାଇ

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ: ୪,୮୦୯ ସାଂସଦ, ବିଧାୟକ ଭୋଟ୍ ଦେବେ

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ଜୁଲାଇ ୨୧ରେ ଭୋଟ୍‌ ଗଣତି ହେବ। ଜୁଲାଇ ୨୫ ତାରିଖରେ ନୁଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ନିର୍ବାଚନ କମିସନ ଆଜି ଏହା ଘୋଷଣା କରିଛନ୍ତି। ଜୁଲାଇ ୨୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ

ଫୁଲବାଣୀ ସ୍ୱଛାସେବୀ ମହାସଂଘ ରନିର୍ବାଚନ ଅନୁଷ୍ଠିତ।…

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ୱଛାସେବୀ ମହାସଂଘ ପିଏଜିରର କାର୍ଯ୍ୟକାରୀ କମିଟି ନିର୍ବାଚନ ବନବାସୀ ସେବାସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି।୪୨ଜଣ ସଦସ୍ୟ ଥିବା ମହାସଂଘରେ ସମ୍ମତିରେ ରାମଚନ୍ଦ୍ର ଦାସ ଅଧ୍ୟକ୍ଷ ମନୋନୀତ ହୋଇଥବା ବେଳେ ଉପାଧ୍ୟକ୍ଷ ଭାବେ ସାବିତ୍ରୀ

ଓଡ଼ିଶା ଖଣି ନିଗମ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକଙ୍କ ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତ…

କୋଇଡ଼ା ଶିଳ୍ପ ତାଲିମ ପ୍ରତିଷ୍ଠାନର ଛାତ୍ରଛାତ୍ରୀଙ୍କ ଯିବାଆସିବା ସୁବିଧା ଲାଗି ୨ଟି ବସ୍ ସେବାର ଶୁଭାରମ୍ଭ ସୁନ୍ଦରଗଡ଼/ରାଉରକେଲା : ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂ ଏବଂ ଓଡ଼ିଶା ଖଣି ନିଗମର