କରୋନାର ତୃତୀୟ ଲହରରୁ ସୁରକ୍ଷା ଦେଇଛି ବୁଷ୍ଟର ଡୋଜ୍‌ ! 

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଟିକାର ବୁଷ୍ଟର ଡୋଜ୍‌ କେତେ ଫଳପ୍ରଦ ହୋଇଥିଲା, ତା’ର ତଥ୍ୟ ସାମ୍ନାକୁ ଆସିଛି। ଦେଶରେ ମହାମାରୀ କରୋନାର ତୃତୀୟ ଲହର ବେଳେ ବୁଷ୍ଟର ଡୋଜ୍‌ ଗେମ ଚେଞ୍ଜର ସାଜିଥିଲା। ବୁଷ୍ଟର ଡୋଜ୍‌ ନେଇଥିବା ୭୦% ଲୋକ କରୋନା ସଂକ୍ରମଣରୁ ବର୍ତ୍ତି ଯାଇଥିଲେ।ଭାରତରେ

ହାଜତରୁ ଅଭିଯୁକ୍ତ ଫେରାର ଘଟଣା, ଡେଲାଙ୍ଗ ଥାନା ଏଏସ୍‌ଆଇ ଓ କନେଷ୍ଟବଳ ନିଲମ୍ବିତ

ନିମାପଡ଼ା: ଥାନା ହାଜତରୁ ଅଭିଯୁକ୍ତ ଫେରାର ଘଟଣା । ପୁରୀ ଏସ୍‌ପିଙ୍କ କାର୍ଯ୍ୟାନୁଷ୍ଠା । ଦାୟିତ୍ୱରେ ଥିବା ଏଏସ୍‌ଆଇଙ୍କ ସମେତ କନେଷ୍ଟବଳଙ୍କୁ ନିଲମ୍ବନ କଲେ ପୁରୀ ଏସ୍‌ପି । ଖବର ଅନୁଯାୟୀ, ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ବ୍ରାହ୍ମଣ ତରାବୋଇ ଗାଁରେ କୌଣସି କାରଣକୁ ନେଇ ଗଣ୍ଡଗୋଳ

ସ୍କୁଲ ଯାଉଥିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହେଲେ ଛାତ୍ରୀ

ସୋନପୁର :ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଆକ୍ରମଣ । ସ୍କୁଲକୁ ଆଡମିଟ କାର୍ଡ ଆଣିବାକୁ ଯିବା ବେଳେ ଛାତ୍ରୀଙ୍କୁ ଆକ୍ରମଣ ହୋଇଛି । ସୋନପୁର ଜିଲ୍ଲା ବିନିକା ବ୍ଲକ ଚୁଲିମାଲ ଗାଁରେ ଘଟିଛି ଏଭଳି ଘଟଣା । ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଛି। ସୋନପୁର

କଂଗ୍ରେସ ପାଇଁ ଚାଣକ୍ୟ ସାଜିବେନି ପ୍ରଶାନ୍ତ କିଶୋର, ଦଳର ପ୍ରସ୍ତାବକୁ ମନା କରିଦେଲେ

ନୂଆଦିଲ୍ଲୀ: କଂଗ୍ରେସ ଓ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଯୁଗଳବନ୍ଦୀକୁ ନେଇ ଚାଲିଥିବା ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଦଳରେ ମିଶିବାକୁ ପ୍ରଶାନ୍ତ କି‌ଶୋରଙ୍କୁ କଂଗ୍ରେସ ଦେଇଥିବା ପ୍ରସ୍ତାବକୁ ସେ ମନା କରିଦେଇଛନ୍ତି। ଏହାର ଅର୍ଥ କଂଗ୍ରେସ ପାଇଁ ଚାଣକ୍ୟ ସାଜି ଆଉ ରଣନୀତି

କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘର ସଚେତନ ବରିଷ୍ଠ ନାଗରିକଙ୍କ ଵୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘର ପ୍ରାୟ ୫୦ ଜଣ ସଚେତନ ବରିଷ୍ଠ ନାଗରିକ ମାନେ ସୋମବାର ସନ୍ଧ୍ୟା ରେ ଏକତ୍ରିତ ହୋଇ ସେମାନଙ୍କର ସଙ୍ଘର ଅନୀମି଼ୟତା ବିଷୟରେ କାର୍ଯାନୁଷ୍ଠାନ ପାଇଁ ମତ ବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ସଙ୍ଘର ପୂର୍ବତନ ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଲ ତଥା

ମୀନାକ୍ଷୀଙ୍କ ସ୍ୱପ୍ନ ସାକାର କରିବ କିସ୍‍ ଫାଉଣ୍ଡେସନ୍‍

ଫୁଲବାଣୀ (୨୬ ।୪) : କନ୍ଧମାଳର ଝିଅ ମୀନାକ୍ଷୀ ମଲ୍ଲିକଙ୍କ ସ୍ୱପ୍ନ ସାକାର କରିବ କିସ୍‍ ଫାଉଣ୍ଡେସନ୍‍। କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକ୍‍ ଅନ୍ତର୍ଗତ ଗଇବନ୍ଧ ଗ୍ରାମର ମେଧବୀ ଛାତ୍ରୀ ମୀନାକ୍ଷୀଙ୍କ ପିଲା ଦିନର ସ୍ୱପ୍ନ ଥିଲା ଭବିଷ୍ୟତରେ ଡାକ୍ତରୀ ପାଠ ପଢ଼ି ଲୋକଙ୍କ ସେବା କରିବେ।

ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲା କଳାକାରଙ୍କ କାର୍ଯ୍ୟକାରିଣୀ ବୈଠକରେ ସାମ୍ବାଦିକଙ୍କୁ…

ମାଲକାନଗିରି : ଗତ ୨୫ ତାରିଖ ଦିନ ତରବରିଆ ଭାବେ ମାଲକାନଗିରି ଜିଲ୍ଲା ସଂସ୍କୃତି କାର୍ଯ୍ଯାଳୟ ତରଫରୁ ଜିଲ୍ଲା କଳାକାରମାନଙ୍କୁ ନେଇ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ କାର୍ଯ୍ଯକାରିଣି ବୈଠକ ବସିଥିଲା ବେଳେ ଜିଲ୍ଲାର କୌଣସି ସାମ୍ବାଦିକମାନଙ୍କୁ ଆଗତ ସୂଚନା ଦିଆ ଯାଇନଥିଲା ବେଳେ

ମାଲକାନଗିରି : ଭେଜାଙ୍ଗୀୱାଡା କେନାଲରୁ ମହିଳାଙ୍କ ମୃତ ଦେହ ଉଦ୍ଧାର…

ମାଲକାନଗିରି : ମାଲାକାନଗିରି ଜିଲ୍ଲା କାଲିମେଳା ଥାନା ଭେଜାଙ୍ଗୀୱାଡା ପଞ୍ଚାୟତ ଅନ୍ତର୍ଗତ ତୁମୁକିମାଡକା ଗ୍ରାମ ନିକଟରେ ଯାଇଥିବା କେନାଲ ପାଣି ଭିତରେ ଆଜି ଜଣେ ମହିଳା କେନାଲ ପାଣିରେ ଭାସି ଯାଉଥିବା ବେଳେ କିଛି ଲୋକ ଦେଖି ପୋଲିସ କୁ ଖବର ଦେଇଥିଲେ l ପରେ କାଲିମେଳା ଥାନା ପୋଲିସ

ହେମଗିର ବ୍ଲକରେ ଆରମ୍ଭ ହେଲା ୧୫ଟି କଳିକା କେନ୍ଦ୍ର

ସୁନ୍ଦରଗଡ଼ (୨୫/୦୪) : କଳିକା କେନ୍ଦ୍ର ଦ୍ଵାରା ଶିଶୁଙ୍କୁ ପୁଷ୍ଟିକର ଖାଦ୍ଯ ଯୋଗାଇ ପୁଷ୍ଟିହୀନତା ଦୂରେଇବା ସହିତ ମାଁ ମାନଙ୍କୁ ବିଭିନ୍ନ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରିବା ସହିତ ରୋଜଗାରକ୍ଷମ କରି ପାରିବ ଆଜି ଗିରିସୀମା, ଝାରପଲମ ଓ ଲୁଆବାହାଲ ଗ୍ରାମରେ କଳିକା କେନ୍ଦ୍ର ଉଦଘାଟନ

ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଏଲ୍‌ଏଲ୍‌ଆଇଏନ୍ ବଣ୍ଟନର : ସଫଳ ଡକ୍ୟୁମେଣ୍ଟେସନ ଲାଗି ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରଥମ…

ସୁନ୍ଦରଗଡ଼ (୨୫/୦୪) : ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବା ଏଲ୍‌ଏଲ୍‌ଆଇଏନ୍ ବଣ୍ଟନ କାର୍ଯ୍ୟକ୍ରମର ସଫଳ ଡକ୍ୟୁମେଣ୍ଟେସନ ଲାଗି ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟସ୍ତରରେ ପ୍ରଥମ ପୁରସ୍କାର ଲାଭ କରିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ