ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ପଦଯାତ୍ରାକୁ ସ୍ଥଗିତ ରଖିଲା ସଂଗଠନ

ପୁରୀ: ପୁରୀ ଐତିହ୍ୟ ପ୍ରକଳ୍ପ ପ୍ରସଙ୍ଗରେ ଆସନ୍ତାକାଲି ହେବାକୁ ଥିବା ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ପଦଯାତ୍ରାକୁ ସ୍ଥଗିତ ରଖିଲା ସଂଗଠନ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ଆନ୍ଦୋଳନର ଆବାହକ ବିନୟ ନୃସିଂହ ମହାପାତ୍ର । କାଲି ପାଇଁ ପଦଯାତ୍ରାକୁ ଅନୁମତି ଦେଇନଥିଲା ପୁରୀ

ଦ୍ବିଶତକ ମ୍ୟାଚ୍‌ରେ ଧାୱନ ଧମାକା: ଚେନ୍ନାଇକୁ ହରାଇଲା ପଞ୍ଜାବ

ମୁମ୍ବାଇ: ମହେନ୍ଦ୍ର ସିଂହ ଧୋନି ରୂପକ ଝଡ଼ ଏବଂ ଅମ୍ବାତି ରାୟୁଡୁ (୭୮)ଙ୍କ ବିସ୍ଫୋରକ ବ୍ୟାଟିଂକୁ ପ୍ରତିହତ କରି ସୋମବାର ଆଇପିଏଲ୍‌ର ଏକମାତ୍ର ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପଞ୍ଜାବ କିଙ୍ଗ୍ସ ୧୧ ରନ୍‌ରେ ପରାସ୍ତ କରିଛି। ଧୋନି ଓ ରାୟୁଡୁଙ୍କ ପ୍ରତି ଆକ୍ରମଣ ପାଇଁ ଶେଷ

ବିଧାନସଭା ପରିସରରେ ପାରଳା ମହାରାଜାଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୦ତମ ଜୟନ୍ତୀ ଅବସରରେ ଓଡ଼ିଶା ବିଧାନସଭା ପରିସରରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ

ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ବନିତା ସେନାପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଜଣେ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଏଭଲି କରିଥିବା ଜଣାପଡିଛି । ଉକ୍ତ ଶିକ୍ଷୟତ୍ରୀ ଏକ ଦାବି ନେଇ ଆନ୍ଦୋଳନ କରିଥିଲେ

ଆଉ ୫ ଦିନ ପ୍ରଚଣ୍ଡ ତାତି, ହିଟ ୱେଭ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର:ବଢୁଛି ତାତି। ଅସହ୍ୟ ହେଲାଣି ରୌଦତାପ। ଗରମ ବଢ଼ୁଥିବାର ରାସ୍ତା ଘାଟ ମଧ୍ୟ ଶୂନଶାନ ହେଇପଡୁଛି। ପୂର୍ବାହ୍ନ ୧୧ ଟା ପରେ ରାସ୍ତାରେ ଗାଡି ଚଳାଚଳ କମିଯାଉଛି। ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ବର୍ତ୍ତମାନ ତାତିରୁ ନାହିଁ ଆଶ୍ବସ୍ତି । ତାତିରୁ ତ୍ରାହି ମିଳିବା ପାଇଁ

ମେ ପ୍ରଥମ ସପ୍ତାହରେ ପିସିସି ସଭାପତି ପରିବର୍ତ୍ତନ: ଚେଲ୍ଲା କୁମାର

ଭୁବନେଶ୍ୱର: ମେ ପ୍ରଥମ ସପ୍ତାହରେ ପିସିସି ସଭାପତି ପରିବର୍ତ୍ତନ । କଂଗ୍ରେସ ବୈଠକ ପରେ ପ୍ରଭାରୀ ଚେଲ୍ଲା କୁମାରଙ୍କ ସୂଚନା । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଓଡିଶା ଗସ୍ତରେ ଆସିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ।

ମେ ୨ ଯାଏଁ ୟୁଜି ଓ ପିଜି କ୍ଲାସ୍‌ରୁମ୍ ପାଠପଢା ବନ୍ଦ

ଭୁବନେଶ୍ଵ: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଉଚ୍ଚ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି। ବୁଧବାର ଠାରୁ ରାଜ୍ୟର ସମସ୍ତ କଲେଜ ଓ ୟୁନିଭରସିଟିରେ କ୍ଲାସ୍ ବନ୍ଦ। ପ୍ରଚଣ୍ଡ ଖରା ଯୋଗୁଁ ଆସନ୍ତା ମେ ୨ ତାରିଖ ଯାଏଁ ୟୁଜି ଓ ପିଜି କ୍ଲାସ୍‌ରୁମ୍ ପାଠପଢା ବନ୍ଦ ରହିବ। ତେବେ ପରୀକ୍ଷା ଖାତା

ମନ୍ଦିର ସୁରକ୍ଷିତ ଅଛି କି ନାହିଁ ଗଜପତି କେମିତି କହିବେ : ବିଜୟ ମହାପାତ୍ର

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ସୁରକ୍ଷିତ ଅଛି । ଏନେଇ ଗତକାଲି ଗଜପତି ଦେଇଥିବା ବୟାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜୟ କହିଛନ୍ତି, ମନ୍ଦିର ସୁରକ୍ଷିତ ଅଛି କି ନାହିଁ ତାହା ଗଜପତି କେମିତି କହିବେ? ଗଜପତି ନୀତିକାନ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଦେଶ ପରେ ୧୭,୦୦୦ ଧାର୍ମିକ ସ୍ଥାନରେ କମିଲା ଲାଉଡସ୍ପିକରର ଶବ୍ଦ

ଲକ୍ଷ୍ନୌ: ଗତ ସପ୍ତାହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଥିଲେ ଯେ, ଅନୁମତି ନେଇ ରାଜ୍ୟର ଧାର୍ମିକ ସ୍ଥାନରେ ଲାଉଡସ୍ପିକର ବ୍ୟବହାର କରାଯାଇପାରିବ। କିନ୍ତୁ ସଂପୃକ୍ତ ପରିସର ବାହାରକୁ ଶବ୍ଦ ଆସିପାରିବ ନାହିଁ। ଏହି ଘୋଷଣା ପରେ ବର୍ତ୍ତମାନ ରାଜ୍ୟର ୧୭,୦୦୦

ମାନସ ସ୍ୱାଇଁ ହତ୍ୟା ମାମଲା, ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନ ଖାରଜ

ଭଦ୍ରକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କୁ ଲାଗିଛି ବଡ ଝଟକା । ନିରଞ୍ଜନଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଭଦ୍ରକ ଜିଲ୍ଲା ଜଜ୍ । ସୂଚନା ଅନୁସାରେ, କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ୭ ଜଣ