ରାସ୍ତା ପାର୍ଶ୍ୱରେ ପଡ଼ିଛି ୭୦ରୁ ଊର୍ଦ୍ଧ୍ୱ ଘୁଷୁରୀଙ୍କ ମୃତଦେହ

ଭଦ୍ରକ: ରାସ୍ତା ପାର୍ଶ୍ୱରେ ପଡ଼ିଛନ୍ତି ଘୁଷୁରୀ। ଗୋଟେ କି ଦୁଇଟି ନୁହେଁ, ଏକାଥରକେ ୭୦ରୁ ଅଧିକ ଘୁଷୁରୀଙ୍କ ମୃତଦେହ। ତେବେ କେଉଁ କାରଣରୁ ଘୁଷୁରୀଙ୍କ ମୃତ୍ୟୁ ହୋଇଛି, ତାହା ଜଣାପଡ଼ି ନାହିଁ। ଏପରି ଚିତ୍ର ଆସିଛି ଭଦ୍ରକ ଜିଲ୍ଲାରୁ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଯାଜପୁରକୁ ସଂଯୋଗ…

ଭୂମିକମ୍ପରେ ଥରିଲା ଚୀନ୍‌, ୨୧ ମୃତ

ବେଜିଂ: ଥରିଲା ଚୀନ୍‌। ସିଚୁଆନ୍‌ ଅଞ୍ଚଳରେ ଭୟଙ୍କର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୬.୮ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁ ବିଭିନ୍ନ ସ୍ଥାନରେ ୨୧ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଭୂମିକମ୍ପର କେନ୍ଦ୍ର ଲିଡୁଙ୍ଗ କାଉଣ୍ଟି…

ଚଣ୍ଡୀମନ୍ଦିର ଉନ୍ନୟନ ପ୍ରକଳ୍ପ: ରାସ୍ତା ପାଇଁ ୫ କୋଟି ବଜେଟ୍‌ ଅଟକଳ

କଟକ,୦୫/୦୯: ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟର ଜମିକୁ ନେଇଥିବା ବିବାଦର ଅନ୍ତ ହେବା ପରେ ଚଣ୍ଡୀମନ୍ଦିର ଉନ୍ନୟନ ପ୍ରକଳ୍ପ କାମ ତ୍ୱରାନ୍ୱିତ କରୁଛି ପ୍ରଶାସନ । ପ୍ରାଥମିକ ପର୍ଯ୍ୟାୟରେ ଚଣ୍ଡୀମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଶ୍ୱର୍କୁ ବନ୍ଦ କରି ସେଠାରେ ଜଙ୍କସନ୍‌…

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର ୦୫/୦୯: ରାଜ୍ୟରେ ଉପର ତଳ ହେଉଛି ଦୈନିକ କରୋନା ଗ୍ରାଫ୍ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା…

ଆପ୍ ଓ ଏହାର ୫ ନେତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଲେ ଦିଲ୍ଲୀ ଉପ-ରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀ ଉପ-ରାଜ୍ୟପାଳ ବିକେ ସକ୍ସେନା ସୋମବାର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଓ ଏହାର ୫ ଜଣ ନେତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଛନ୍ତି। ଆପ୍‌ର ଯେଉଁ ନେତାଙ୍କ ପାଖକୁ ସେ ଲିଗାଲ୍ ନୋଟିସ୍ ପଠାଇଛନ୍ତି, ସେମାନେ ହେଉଛନ୍ତି- ଅତିଶୀ, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ, ସଞ୍ଜୟ ସିଂହ ଓ…

‘ଭାରତ ଯୋଡ଼ୋ’ ଅଭିଯାନରେ ଓଡ଼ିଶା କଂଗ୍ରେସରୁ ୧୦୦ ପ୍ରତିନିଧି ସାମିଲ ହେବେ: ପିସିସି ସଭାପତି

ଭୁବନେଶ୍ୱର: ଆସନ୍ତା ୭ ତାରିଖରେ କଂଗ୍ରେସ ପକ୍ଷରୁ 'ଭାରତ ଯୋଡ଼ୋ' ଅଭିଯାନ ଆରମ୍ଭ ହେବ। କନ୍ୟାକୁମାରୀରୁ ରାହୁଲ ଗାନ୍ଧୀ ଏହି ଅଭିଯାନ ଆରମ୍ଭ କରିବେ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏଆଇସିସି ମୁଖପାତ୍ର ଅଂଶୁଲ ଅଭିଜିତ। ସେ କହିଛନ୍ତି, ଏହା ବଡ଼ ଜନସଂପର୍କ…

କମଳା ପୂଜାରୀଙ୍କୁ SCBରେ ଚିକିତ୍ସା ବେଳେ ନଚାଇବା ଘଟଣା, ୨ ଜଣଙ୍କୁ ହାଜର ନୋଟିସ୍

ଜୟପୁର: ପଦ୍ମଶ୍ରୀ ପୁରସ୍ତାରପ୍ରାପ୍ତ କମଳା ପୂଜାରୀଙ୍କୁ SCB ICUରେ ଚିକିତ୍ସା ବେଳେ ନଚାଇବା ଭିଡିଓ ଭାଇରାଲ ଘଟଣାରେ ୨ ଜଣଙ୍କୁ ଜାରି ହୋଇଛି ନୋଟିସ୍। ତଥାକଥିତ ସମାଜସେବୀ ମମତା ବେହେରା ଓ ପ୍ରଶାସନ ପକ୍ଷରୁ ନିଯୁକ୍ତ ଆଟେଣ୍ଡାଣ୍ଟ ରାଜୀବ ହିଆଲଙ୍କୁ ଏହି ନୋଟିସ ଜାରି ହୋଇଛି। ଉଭୟଙ୍କୁ…

ଗଣେଶ ମୂର୍ତ୍ତି ଭଷାଣି ବେଳେ ଅଘଟଣ : ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ, ୨ ଗୁରୁତର

କୁଆଖିଆ:ଗଣେଷ ପୂଜା ଭଷାଣି ସମୟରେ ଅଘଟଣ। ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଧର୍ମଶାଳା ଥାନା ବାରବାଟି ନିକଟ ବେତଣ୍ଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି ।ରବିବାର ସନ୍ଧ୍ୟାରେ ସ୍ଥାନୀୟ ବେତଣ୍ଡା ଗ୍ରାମର ନ୍ୟୁ ଜେନେରେସନ କ୍ଲବର ଯୁବକମାନେ…

ଲିଙ୍ଗାୟତ ମଠ ମହନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ: କର୍ଣ୍ଣାଟକାର ବେଲଗାବି ଜିଲ୍ଲା ସ୍ଥିତ ଶ୍ରୀ ଗୁରୁ ମଦିୱାଲେଶ୍ୱର ମଠର ମହନ୍ତ ବସବା ସିଦ୍ଦଲିଙ୍ଗ ସ୍ୱାମୀଙ୍କ ଝୁଲନ୍ତା ମୃତଦେହ ଆଜି ଉଦ୍ଧାର କରାଯାଇଛି। ଏହା ଏକ ଲିଙ୍ଗାୟତ ମଠ ହୋଇଥିବା ବେଳେ ଏହା ପରିସରରେ ଥିବା ଏକ ଘରୁ ମହନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ…

ଆସନ୍ତାକାଲି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ; ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗଦେବେ ୫୦ ହଜାର ଲୋକ

ଭୁବନେଶ୍ୱର : ସେପ୍ଟେମ୍ୱର ୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଓଡ଼ିଶାକୁ ଫେରିବେ। ଏଥିପାଇଁ ତାଙ୍କୁ ସ୍ୱାଗତ କରିବାକୁ ପ୍ରାୟ ୫୦ ହଜାର ଲୋକ ସାମିଲ ହେବେ। ଏଥିପାଇଁ ରୁଟ ଲାଇନିଂ ଆରଞ୍ଜମେଣ୍ଟ ହୋଇଛି। ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯାଇଛି। ପାର୍କିଂ ପାଇଁ ଏକାଧିକ…