ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ: ସ୍ତ୍ରୀର ତଣ୍ଟିକାଟି ନିର୍ମମଭାବେ ହତ୍ୟା କଲା ସ୍ୱାମୀ, ଆକ୍ରମଣରେ ୫ ବର୍ଷର ଝିଅ…

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ନିର୍ମମଭାବେ ହତ୍ୟା କଲା ପିଶାଚ ସ୍ୱାମୀ । ନିଶାସକ୍ତ ଅବସ୍ଥାରେ ଝିଅର ବେକକୁ ଧାରୁଆ ଅସ୍ତ୍ରରେ କାଟିବା ପରେ ସ୍ତ୍ରୀକୁ ଅତି ବିଭତ୍ସଭାବେ ହତ୍ୟାକଲା ନିଶାସକ୍ତ ସ୍ୱାମୀ​‌। ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୮ ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ। ଆଜି ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଆସନ୍ତା ଜୁଲାଇ ୨୪ରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ। ଜୁଲାଇ ୨୫ରେ ନବନିର୍ବାଚିତ ରାଷ୍ଟ୍ରପତି ଶପଥ ନେବେ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁନ

ଭୁବନେଶ୍ୱରରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ! ପ୍ରତିକାର ବ୍ୟବସ୍ଥା ପାଇଁ ସଫେଇ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ…

ଭୁବନେଶ୍ୱରରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ ଅଭିଯୋଗ। ମୃତକ ଜଣକ ଅବସରପ୍ରାପ୍ତ ପୋଲିସ ଅଧିକାରୀ । ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ସନ୍ଧ୍ଯା ୬ ଟା ୩୦ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା।

ରଜ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା କ୍ଷୀଣ

ଭୁବନେଶ୍ୱର: ତାତି ଭିତରେ ଆହୁରି ଦରଦୀ ତଥା ଯନ୍ତ୍ରଣାଯୁକ୍ତ ଖବର ସାମନାକୁ ଆସିଛି । ତାହା ହେଲା ରଜ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା କ୍ଷୀଣ । ଏନେଇ ଆଇଏମଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବଙ୍ଗୋପସାଗରର ଅଧିକାଂଶ

 ଟି-୨୦ ମ୍ୟାଚ : ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିସିପି

ଭୁବନେଶ୍ୱର : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟି-୨୦ ମ୍ୟାଚ । ଏଥିପାଇଁ ଆସନ୍ତାକାଲି ଭୁବନେଶ୍ବରରେ ପହଞ୍ଚିବେ ଖେଳାଳି । ଖେଳାଳି ଆସିବା ପୂର୍ବରୁ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲା କମିଶନରେଟ ପୋଲିସ । ଭୁବନେଶ୍ୱର ଡିସିପି ଭୁବନେଶ୍ୱର

ସରକାରୀ ଜାଗା ଦଖଲକୁ ନେଇ ଆଦିବାସୀ ଓ ବଙ୍ଗାଳିଙ୍କ ମଧ୍ୟରେ ଵିଵାଦ : ୩୨୬ ରାଜପଥ ଅବରୋଧ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମ ଭି ୧୨୬ ଗ୍ରାମ ମୁଖ୍ୟ ସଡ଼କ ଉପରେ ଥିବା ସରକାରୀ ଜାଗା ଦଖଲକୁ ନେଇ କିଛିଦିନ ତଳେ ହେଇଥିବା ଵିଵାଦ କୁ କେନ୍ଦ୍ର କରି ଆଜି କିଛି ବଙ୍ଗୀୟ ଲୋକ ରାସ୍ତା ରୋକ କରିଛନ୍ତି । ଘଟଣା ରୁ ପ୍ରକାଶ ଜାତୀୟ ରାଜପଥ ଶଲଗ୍ନ ଏମ ଭି 126 ଗ୍ରାମଟି

ଶିବାଜୀ ପଟ୍ଟନାୟକ ଥିଲେ ମହାସଂଗ୍ରାମୀ

ବ୍ରହ୍ମପୁର : ସିପିଆଇଏମ ଗଂଜାମ ଜିଲ୍ଲା କମିଟି ପକ୍ଷରୁ ଶିବାଜୀ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା।ଏଥିରେ ସିପିଆଇଏମ ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ ଯୋଗ ଦେଇ ଶିବାଜୀ ବାବୁ ଜଣେ ମହା ସଂଗ୍ରାମୀ ଥିଲେ ବୋଲି ଉଲ୍ଲେଖ କରିଥିଲେ।ଜୀଵିତ ଅବସ୍ଥାରେ ଛାତ୍ର

ବାହୁଦା ନଦୀରୁ ବେ ଆଇନ ବାଲି ଚାଲାନ

ଚିକିଟି : ଚିକିଟି ତହସିଲ ଓଡ଼ିଶା ଆନ୍ଧ୍ର ସୀମାନ୍ତ ବାହୁଦା ନଦୀରୁ ବେ ଆଇନ ବାଲି ଚାଳନ ନେଇ ବାରମ୍ବାର ଅଭିଯୋଗ ସାଙ୍ଗକୁ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା।ଏହାକୁ ଭିତି କରି ଚିକିଟି ତହସିଲଦାର ବିଶ୍ୱ ରଞ୍ଜନ କହଁର ଘନ ଘନ ଚଢ଼ାଉ ଆରମ୍ଭ କରି ବହୁ ଗାଡ଼ି ସିଜ କରିଥବା ବେଳେ ଗତ

ଶୀତଳ ଭଣ୍ଡାରର ଉପଯୁକ୍ତ ବ୍ୟବହାର ଦ୍ଵାରା ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ସମ୍ଭବ : ଜିଲ୍ଲାପାଳ ନିଖିଲ ପବନ…

ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ ସେବକ ଠାରେ ଶୀତଳ ଭଣ୍ଡାର ପରିଚାଳନା ଉପରେ ଆନ୍ତର୍ଜାତୀୟ କର୍ମଶାଳାସୁନ୍ଦରଗଡ଼ : ସୁନ୍ଦରଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେବକର ଆଞ୍ଚଳିକ ସାଧନ କେନ୍ଦ୍ରଠାରେ ଶୀତଳ ଭଣ୍ଡାର ପରିଚାଳନା ଉପରେ ଏକ ଦିବସୀୟ କର୍ମଶାଳା

ବ୍ରହ୍ମପୁର ସହର ଦେଇ ଗଞ୍ଜେଇ ଚୋରା ଚାଲାଣ : ମାଡି ବସିଲା ଅବକାରୀ ବିଭାଗ…

ରେଶମ ସହର ନିଶାର ସହର ରେ ପରିଚୟ ପାଇବନିତ...?.!! ବ୍ରହ୍ମପୁର : ବ୍ରହ୍ମପୁର ସହର ଦେଇ ବେଆଇନ ଭାବେ ଚାଳନ ହେଉଛି କୋଟି କୋଟି ଟଙ୍କାର ଗଞ୍ଜେଇ l ଆଜି ଗଜପତି ଜିଲ୍ଲା ଠାରୁ ଉତ୍ତର ପ୍ରଦେଶ କୁ ବିପୁଳ ପରିମାଣ ର ଗଞ୍ଜେଇ ଚୋରା ଚାଳନ ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗ କୁ କୌଣସି ବିଶେଷ