Sign in
Sign in
Recover your password.
A password will be e-mailed to you.
ହାଇଦ୍ରାବାଦ ଗଣଦୁଷ୍କର୍ମ: ଅଭିଯୁକ୍ତଙ୍କୁ ସାବାଳକ ଭଳି ଦଣ୍ଡ ଦେବାକୁ ପୁଲିସର ଦାବି
ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ କାର୍ ଭିତରେ ଗଣଦୁଷ୍କର୍ମ ମାମଲାରେ କଠୋର ହୋଇଛି ପୁଲିସ। ଏହି ମାମଲାରେ ବର୍ତ୍ତମାନ ଯାଏ ୬ ଜଣଙ୍କୁ ପୁଲସ ଗିରଫ କରିଛି। ଏଥିରେ ୫ ଜଣ ନାବାଳକ ଅଛନ୍ତି। ତେବେ ଏହି ଏହି ନାବାଳକ ଅଭିଯୁକ୍ତଙ୍କୁ ସାବାଳକଙ୍କ ଭଳି ଦଣ୍ଡ ଦେବାକୁ!-->…
ଓୱେସି ଓ ସ୍ୱାମୀ ନରସିଂହାନନ୍ଦଙ୍କ ବିରୋଧରେ ଏଫ୍ଆଇଆର୍
ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ଓ ସୋଶାଲ ମିଡିଆରେ ଘୃଣାଭାବ ବିସ୍ତାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦିଲ୍ଲୀ ପୁଲିସ ବଡ ଆକ୍ସନ ନେଇଛି। ଭିନ୍ନ ଭିନ୍ନ ଧର୍ମ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରାଯାଉଥିବା ଏବଂ ବିବାଦୀୟ ବୟାନ ତଥା ସୋଶାଲ ମିଡିଆରେ ଘୃଣାଭାଗ ବିସ୍ତାର କରିବା ଅଭିଯୋଗରେ!-->…
ଧାନ କୁଇଣ୍ଟାଲ ପ୍ରତି ୧୦୦ ଟଙ୍କା ବୃଦ୍ଧି ଓଡ଼ିଶା ଚାଷୀଙ୍କ ପ୍ରତି ଉପହାସ: ବିଜେଡି
ଭୁବନେଶ୍ୱର, : କେନ୍ଦ୍ର ସରକାର ଗତକାଲି ବିଭିନ୍ନ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଥିଲେ । ସାଧାରଣ ଏବଂ ଏ ଗ୍ରେଡ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କ୍ୟୁଣ୍ଟାଲ ପିଛା ୧୦୦ ଟଙ୍କାକୁ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ଏହି ବୃଦ୍ଧିକୁ ବିଜେଡି ପକ୍ଷରୁ ନାପସନ୍ଦ!-->…
ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ଉଦ୍ଧାର କଲେ ଲାଇଫ ଗାର୍ଡ
ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଗଭୀର ସମୁଦ୍ର ଭିତରକୁ ଭାସି ଗଲେ ଯୁବକ। ତେବେ ସେଠାରେ ମୁତୟନ ଥିବା ଲାଇଫ ଗାର୍ଡ ମାନେ ଭାସି ଯାଉଥିବା ଯୁବକକୁ ସମୁଦ୍ର ଭିତରୁ ଉଦ୍ଧାର କରିଛନ୍ତି ।
ଅନୁଗୋଳ ଜିଲ୍ଲାର ଚିନ୍ମୟ ପ୍ରଧାନ ସମୁଦ୍ରରେ ଗାଧୋଉଥିଲେ। ସ୍ନାନ ସମୟରେ ସେ ଗଭୀର ସମୁଦ୍ର!-->!-->!-->…
ଦୁଇ ଦୁଷ୍କର୍ମକାରୀଙ୍କୁ ଜୀବନ୍ତ ଜାଳିଦେଲେ ଗାଁ ଲୋକେ, ଜଣେ ମୃତ
ରାଞ୍ଚି: ଫଇସଲା ଅନ୍ ଦା ସ୍ପଟ୍। ଦୁଇ ଦୁଷ୍କର୍ମକାରୀଙ୍କୁ ଗାଁ ଲୋକେ ଦେଲେ ଦଣ୍ଡ। ବିଚ୍ ରାସ୍ତାରେ ଠିଆ କରି ଅଭିଯୁକ୍ତଙ୍କୁ ଜୀବନ୍ତ ଜାଳି ଦେଲେ। ଏଭଳି ଏକ ଘଟଣା ଘଟିଛି ଝାଡଖଣ୍ଡର ଗୁମଲା ଜିଲ୍ଲାରେ।ଝଡଖଣ୍ଡ ଗୁମଲା ଜିଲ୍ଲାର ସଦର ଥାନା ଇଲାକାର ଏକ ଗାଁ ବସୁଆ ଅମ୍ବାଟୋଲି। ଏଠିକାର!-->…
କାଉଣ୍ଟରରେ ଟିକେଟ ପାଇଁ ଠେଲାପେଲା, ପୋଲିସର ଲାଠିଚାର୍ଜ
କଟକ : ଟିକେଟ କିଣିବାକୁ ଠେଲାପେଲା । ଟିକେଟ କିଣିବା ବେଳେ ଦର୍ଶକଙ୍କ ମଧ୍ୟରେ ଠେଲାପେଲା ହୋଇଥିବାର ଦେଖିବାକୁ ମିଳିଛି । ମହିଳା ଛିଡା ହୋଇଥିବା କାଉଣ୍ଟରରେ ଠେଲାପେଲା ହୋଇଛି । ସେପଟେ ଟିକେଟ ବିକ୍ରିକୁ ଶୃଂଖଳିତ ଭାବେ କରିବାକୁ ପୋଲିସ ପକ୍ଷରୁ ପ୍ରୟାସ କରାଯାଉଛି । ଏପିରିକି ପୋଲିସ!-->…
ଦଳିତ ପୁଅକୁ ଭଲ ପାଇ କ’ଣ ଭୁଲ କଲି ? ବାପା ମୋତେ ମାରିଦେଲେ: ଅଡ଼ିଓ ଖୋଲିଲା ଗୁମର
ମହିଶୂର: ସନ୍ମାନ ପାଇଁ ଘଟିଥିବା ହତ୍ୟାକାଣ୍ଡର ଖୋଲିଲା ଚାଞ୍ଚଲ୍ୟକର ଗୁମର। ପୁଅ ଅନ୍ୟ ଜାତିର ହୋଇଥିବାରୁ ଝିଅର ପ୍ରେମକୁ ସହ୍ୟ କରିପାରିଲେନି ପରିବାର ଲୋକେ। ତେଣୁ ଝିଅକୁ ତାର ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏକ ଅନଲ କିଲିଂ ସଂକ୍ରାନ୍ତରେ ଏମିତି ଏକ ଅଡ଼ିଓ ଭାଇରାଲ ହେବାରେ!-->…
କଟକର ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ
କଟକ: ରାଜ୍ୟରେ ଧିରେ ଧିରେ ବଢୁଛି କରୋନା ସଂକ୍ରମଣ । ପୁର୍ବରୁ ଗୋଟିଏ ଦିନରେ ୪,୫ ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ଏବେ ୩୦ ଉପରେ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଆଜି କଟକର ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା ପଜିଟିଭ୍!-->…
ଦିଲ୍ଲୀ ପୁଲିସ ଉପରେ ବର୍ଷିଲେ ଓୱେସୀ
ନୂଆଦିଲ୍ଲୀ: ଗୁରୁବାର ଦିଲ୍ଲୀ ପୁଲିସ ଉପରେ ବର୍ଷିଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ୍ ଓୱେସୀ। ତାଙ୍କ ନାମରେ ଏତଲା ରୁଜୁ ହେବା ଏବଂ ସେଥିରେ ସେ ଘଣା ସୃଷ୍ଟିକାରୀ ମନ୍ତବ୍ୟ ଦେଇଥିବା ଦର୍ଶାଯାଇଛି। ଏନେଇ ଓୱେସୀ ଲଗାତାର ସିରିଜ ଟ୍ୱିଟ୍ କରିବା ସହ ଦିଲ୍ଲୀ ପୁଲିସ ବିରୋଧରେ!-->…
ବ୍ୟାଙ୍କ ସମ୍ମୁଖରୁ ଶିକ୍ଷକଙ୍କଠାରୁ ୧୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ
ଭଦ୍ରକ: ବ୍ୟାଙ୍କ ସମ୍ମୁଖରୁ ୧୨ଲକ୍ଷ ଟଙ୍କା ଲୁଟ । ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ବେଳେ ଲୁଟିନେଲେ ଲୁଟେରା । ଭଦ୍ରକ ସହରର ଟାଉନ ଥାନା ଅଧିନ ଅପର୍ତ୍ତିବିନ୍ଧା ଛକ ନିକଟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ନିକଟରୁ ଲୁଟ ହୋଇଛି । ବାଇକରେ ୨ଲୁଟେରା ଆସି ୧୨ଲକ୍ଷ ଟଙ୍କା ଭର୍ତି ବ୍ୟାଗ ଝାମ୍ପି!-->…