Sign in
Sign in
Recover your password.
A password will be e-mailed to you.
୧୩ ଦିନରେ ମା ମୁକ୍ତାଦେବୀ ଠାକୁରାଣୀ ଯାତ୍ରା
ଚିକିଟି : ଚିକିଟିପେଣ୍ଠ ର ଆରାଧ୍ୟl ଦେବୀ ମା ମୁକ୍ତାଦେବୀ ଠାକୁରାଣୀ ଯାତ୍ରା ବୁଧବାର ୧୩ ଦିନରେ ପହଞ୍ଚିଛି। ଆଜିର ଏହି କାର୍ଯ୍ୟକ୍ରମ ରେ ଶ୍ରୀ ମୋନଜ ସାହୁ କର୍ତ୍ତା ରୂପେ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ମାଙ୍କ ସମସ୍ତ ରୀତି କାନ୍ତି ଠିକ ସମୟରେ ଶେଷ ହୋଇ ସନ୍ଧ୍ୟା ଆଳତି ପରେ ମାଙ୍କ!-->…
ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ପ୍ରକୃତ ମାଷ୍ଟର ମାଇଣ୍ଡ ଲରେନ୍ସ ବିଷ୍ଣୋଇ: ପୁଲିସ
ନୂଆଦିଲ୍ଲୀ: ପଞ୍ଜାର ପ୍ରସିଦ୍ଧ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ପ୍ରକୃତ ମାଷ୍ଟର ମାଇଣ୍ଡ ହେଉଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ଆଜି ଦିଲ୍ଲୀ ପୁଲିସ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଦିଲ୍ଲୀ ସ୍ପେସିଆଲ କମିଶନର। ଏହି ମାମଲାରେ!-->…
ବାରବାଟୀ ଟି-୨୦: ଆସନ୍ତାକାଲି ୯ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ୍
କଟକ: ବାରବାଟୀ ଟି-୨୦ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍। ଆଉ ମାତ୍ର ୩ ଦିନର ଅପେକ୍ଷା । ରବିବାର ବାରବାଟୀରେ ଖେଳାଯିବ ଭାରତ- ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ । ମ୍ୟାଚ ପାଇଁ ଅନଲାଇନ ଟିକେଟ ବିକ୍ରି ପରେ ଗତକାଲିଠାରୁ ଆରମ୍ଭ ହୋଇଛି ଅଫଲାଇନ ଟିକେଟ ବିକ୍ରି । ଆସନ୍ତାକାଲି!-->…
ସୁବାଷ ଚନ୍ଦ୍ରାଙ୍କ ବିରୋଧରେ ଘୋଡ଼ା ବେପାର ଅଭିଯୋଗ
ଜୟପୁର: କଂଗ୍ରେସ ବିଧାୟକ ତଥା ରାଜସ୍ଥାନର ବିଧାନସଭାର ମୁଖ୍ୟ ହୁଇପ୍ ମହେନ୍ଦ୍ର ଚୌଧୁରୀ ବିଜେପି ଏବଂ ସୁବାଷ ଚନ୍ଦ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆସନ୍ତା ଜୁନରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ସୁଭାଷ ଚନ୍ଦ୍ରା ଘୋଡ଼ା ବେପାର କରିଥିବା ସେ ଅଭିଯୋଗ!-->…
ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ପଞ୍ଚମ ଦିନ, ୫ଟି ଜିଲ୍ଲାର ୪୪୫ ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ…
ଭୁବନେଶ୍ବର: ସ୍କୁଲ ଗୁଡିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଛି । ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବା ଆମ ପାଇଁ ଆଗ ଅପେକ୍ଷା ବହୁତ ସହଜ ହୋଇଛି। ଇଣ୍ଟରନେଟ ଜରିଆରେ ସବୁ ବିଷୟରେ ଆମେ ତୁରନ୍ତ ତଥ୍ୟ ପାଇପାରୁଛୁ। ଏହାଦ୍ବାରା ପଢିବାରେ!-->…
ମୁକୁଲ ରୟ କେଉଁ ଦଳର ନେତା, ସ୍ପଷ୍ଟ କଲେ ବାଚସ୍ପତି
କୋଲକାତା: ମୁକୁଲ ରୟ କେଉଁ ଦଳର ନେତା। ସେ ବିଜେପିର ନା ତ୍ରୁଣମୂଳ କଂଗ୍ରେସର ନେତା, ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଏହି ଚର୍ଚ୍ଚାର ଆଜି ଅବସାନ ଘଟିଛି। ମୁକୁଲ ରୟ ହେଉଛନ୍ତି ବିଜେପି ବିଧାୟକ। ଏହା କହିଛନ୍ତି ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମନ ବାନାର୍ଜୀ। ତାଙ୍କ!-->…
ଜ୍ଞାନବାପୀ ମସଜିଦ ଭିଡିଓ ସର୍ଭେ: ବିଚାରପତିଙ୍କୁ ହତ୍ୟା ଧମକ
ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଜ୍ଞାନବାପୀ ମସଜିଦକୁ ନେଇ ଥମୁନି ବିବାଦ। ଭିଡିଓ ସର୍ଭେ ପରେ ଏଠାରେ ଶିବଲିଙ୍ଗ ଥିବା ଅନେକ ହିନ୍ଦୁ ପକ୍ଷ ଦାବି କରୁଛନ୍ତି। ସେମାନେ ମୁସଲିମ ପକ୍ଷ କିନ୍ତୁ ଏହାକୁ ମନା କରୁଛନ୍ତି। ଏହାରି ଭିତରେ ମସଜିଦର ଭିଡିଓ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିବା ବିଚରପତିଙ୍କୁ!-->…
ଥୋମାସ କପ ବିଜୟୀ ଭାରତୀୟ ବ୍ୟାଡମିଣ୍ଟନ ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ ଥର ଥୋମାସ କପ ବିଜେତା ଇଣ୍ଡୋନେସିଆକୁ ପରାସ୍ତ କରି ଟାଇଟଲ ହାସଲ କରିଥିବା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ସମ୍ପର୍ଦ୍ଧିତ କରିଛନ୍ତି। ଏଥିପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଲୋକସେବା ଭବନ ଠାରେ ଏକ ଭବ୍ୟ!-->…
ନୂପୁରଙ୍କ ଜିଭ କାଟି ଆଣିଲେ ମିଳିବ କୋଟିଏ ଟଙ୍କା
ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାକୁ ନେଇ ଲଗାତର ବିବାଦ ବଢ଼ିବାରେ ଲାଗିଛି। ଚାରିଆଡେ ଏହାକୁ ଜୋରଦାର ବିରୋଧ କରାଯାଉଛି। ଏହାରି ଭିତରେ ନୂପୁର ଜିଭ କାଟି ଆଣିଲେ ଏକ କୋଟି ଟଙ୍କା!-->…
ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ରାପିଡ ଆକ୍ସନ ଫୋର୍ସର ମକଡ୍ରିଲ୍
ପୁରୀ: ଆଉ ଦିନ କେତେଟା ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥଖଳାରେ ଜୋର୍ସୋର୍ରେ ଆଗେଇ ଚାଲିଛି କାମ। ଆସନ୍ତା ୧୪ ତାରିଖରେ ସ୍ନାନ ପୂର୍ଣ୍ଣିମା। ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହେବେ ହଜାର ହଜାର ଶ୍ରଦ୍ଧାଳୁ। ଏଥିପାଇଁ ପୁରୀରେ ଅଧିକ ଭିଡ଼ ଆଶଙ୍କା!-->…