ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ, ବାଲୁଙ୍କେଶ୍ୱର ଏସଏଚଜି ସମ୍ମାନିତ

ହିଞ୍ଜିଳିକାଟୁ,(୮ା୩) : ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ବିଶ୍ୱସ୍ତରରେ ଆର୍ନ୍ତଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଳକ ଓ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ବ୍ଳକ ବଡଖଣ୍ଡି ପଞ୍ଚାୟତର ବାଲୁଙ୍କେଶ୍ୱର ମହିଳା ସ୍ୱଂୟ

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀକ ମହିଳା ଦିବସ ପାଳିତ

ମାଲକାନଗିରି : ଜିଲ୍ଲା ରେ ଆଜି ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀକ ମହିଳା ଦିବସ ମାଲକାନଗିରି ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି l ମାଲକାନଗିରିରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀକ ମହିଳା ଦିବସ ପାଳିତ ଏହି ସଭାରେ ଏଡିଏମ ବୀରେସେନ ପ୍ରଧାନ, ଡିସିପିଓ ନାରାୟଣ ଦାସ

ମାର୍ଚ୍ଚ ୨୭ରୁ ବିଦେଶକୁ ଉଡ଼ିବ ବିମାନ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଦୀର୍ଘ ୨ ବର୍ଷ ହେଲା ବନ୍ଦ ରହିଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଖୁବଶୀଘ୍ର ଆରମ୍ଭ ହେବ। ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ସବୁ ରୁଟରେ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ ବୋଲି ଆଜି ଭାରତ ସରକାର ଘୋଷଣା କରିଛନ୍ତି।ବେସାମରିକ ବିମାନ

ଦରଦାମ ବଢ଼ିବା ଭୟ, ଖାଇବା ତେଲ ବୋହି ନେଲେ ଲୋକେ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ । ରୁଷର ରକେଟ ମାଡ଼ରେ ଧ୍ୱସ୍ତବିଧ୍ୱସ୍ତ ହେଲାଣି ୟୁକ୍ରେନ । ତଥାପି କେହି ପଛଘୁଞ୍ଚା ଦେବାକୁ ରାଜି ନୁହନ୍ତି। ଏପରି ସ୍ଥିତିରେ ୟୁକ୍ରେନ ଉପରେ ହେଉଥିବା ମିସାଇଲ ମାଡ଼ ତଥା ଗୁଳିଗୋଳା ବର୍ଷଣର ପ୍ରଭାବ ଅନୁଭୂତ ହେଲାଣି ଭାରତ ବଜାରରେ

୫୦୦ କିଲୋଗ୍ରାମର ବୋମା ପଡ଼ିବାରୁ ୧୮ ଜଣଙ୍କ ମୃତ୍ୟୁ

କିଭ୍: ୟୁକ୍ରେନ୍‌ର ସୁମି ସହରରେ ଏକ ଆବାସିକ କୋଠାରେ ଏକ ୫୦୦ କିଲୋଗ୍ରାମର ବୋମା ପଡ଼ିବାରୁ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି। ରୁଷ ସେନା ଏହି ବୋମା ପକାଇଛି। ୟୁକ୍ରେନ୍‌ର ସଂସ୍କୃତି ଓ ସୂଚନା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।ମନ୍ତ୍ରାଳୟ

ଭିଡିଓ ଜାରି କରି ନିଜର ଠିକଣା ସମ୍ପର୍କରେ ପୂରା ବିଶ୍ୱକୁ ସୂଚନା ଦେଲେ ଜେଲେନସ୍କି

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୀଷଣ ଯୁଦ୍ଧ ଆଜି ୧୩ତମ ଦିନରେ ପହଞ୍ଚିଛି। ୧୩ ଦିନ ହେଲାଣି ରୁଷ ସେନା ୟୁକ୍ରେନ ଉପରେ ହମଲା କରୁଥିଲେ ମଧ୍ୟ ରାଜଧାନୀ କିଭ୍‌କୁ ଦଖଲ କରିପାରି ନାହାନ୍ତି। ୟୁକ୍ରେନ ସେନା ଓ ସାଧାରଣ ଲୋକ ବ୍ୟାପକ କ୍ଷୟକ୍ଷତି ସତ୍ତ୍ୱେ ରୁଷକୁ କଡ଼ା ଜବାବ

ଯୁଦ୍ଧବିଧ୍ବସ୍ତ ୟୁକ୍ରେନରୁ ଏକାକୀ ୧୪ ଶହ କିମି ଗଲେ ୧୧ ବର୍ଷର ବାଳକ

କିଭ୍‌: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରୁ ପୁଣି ଗୋଟିଏ ଭାବବିହ୍ୱଳ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ରୁଷର ପ୍ରଚଣ୍ଡ ଆକ୍ରମଣ ଯୋଗୁ ଜଣେ ୧୧ ବର୍ଷୀୟ ବାଳକ ତାଙ୍କ ବାପା ମା’ଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି। ପିଲାଟିର ଭବିଷ୍ୟତ ପାଇଁ ବାପା ମା’ ତାଙ୍କୁ ୟୁକ୍ରେନର ସୀମାନ୍ତ ଦେଶକୁ ଏକାକୀ

ବେଲଘରରେ ସିଆରପିଏଫ ପକ୍ଷରୁ ଜନସମ୍ପର୍କ ଶିବିର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବେଲଘର ପଞ୍ଚାୟତ ରେ ୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ମାନବିକ ସିଭିକ୍ ଆକ୍ସନ୍ ଗୃହ ମନ୍ତ୍ରଣାଳୟର ତତ୍ଵାବଧାନରେ ଭାରତ ସରକାରଙ୍କ ଦ୍ଵାରା

ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ମହିଳା ଦିବସ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ବିଶ୍ଵ ମହିଳା ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ସଭାପତିତ୍ବ କରିଥିଲାବେଳେ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀକାନ୍ତ କୁମାର ସାହୁ ଦିବସର ମହତ୍ତ୍ଵ ବଖାଣି ଥିଲେ।

‘ସେଭ ଦି ଚାଇଲଡ଼’ ପକ୍ଷରୁ ଅନ୍ତର୍ରାଷ୍ଟ୍ରୀୟ ମହିଳା ଦିବସ ୨୦୨୨ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଥିବା କେପି ସାଲୁଙ୍କୀ ଠାରେ ସେଭ ଦି ଚିଲଡ୍ରେରନ୍ସ ଫୁଲବାଣୀର ଜିଲ୍ଲା ସଂଯୋଜକ ମନୋଜ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନ୍ତର୍ରାଷ୍ଟ୍ରୀୟ ମହିଳା ଦିବସ ୨୦୨୨ ପାଳିତ ହୋଇ ଯାଇଛି। ସେଭ୍ ଦି ଚାଇଲ୍ଡ୍, ଭାରତ (ବାଳରୋଧ ଭାରତ ନାମରେ ମଧ୍ୟ