Sign in
Sign in
Recover your password.
A password will be e-mailed to you.
ଯାଜପୁର ନେଉଳପୁର ନିକଟରେ ଅଜଣା ଗାଡି ଧକ୍କାରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ
ଯାଜପୁର: ୧୬ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ଏହି ଜାତୀୟ ରାଜପଥ ଆଜି ନେଇଛି ଆଉ ଏକ ଜୀବନ। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନେଉଳପୁର ଛକ ନିକଟରେ ଘଟିଛି ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ। ସୂଚନା ମୁତାବକ, ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଦୁର୍ଗା!-->…
ବୁଲା, ଅସହାୟ ଓ ପରିତ୍ୟକ୍ତ ପ୍ରାଣୀଙ୍କୁ ମିଳିବ ସେବା: ମୁଖ୍ୟମନ୍ତ୍ରୀ ଜାରି କଲେ ଟୋଲ୍ ଫ୍ରି ନମ୍ବର ୧୯୬୨
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନଲାଇନ୍ ଜରିଆରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍ପ ଲାଇନ (State Animal Helpline) ସହିତ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ!-->…
ହାତୀ ଦେହରେ ବାଜିଛି ୧୦ ଗୁଳି, ଚିକିତ୍ସା ପାଇଁ ପହଞ୍ଚିଲେ ବନ ବିଭାଗ ଅଧିକାରୀ
କଟକ: ହାତୀ ଦେହରେ ବାଜିଛି ୧୦ ଗୁଳି। ନରସିଂହପୁର ଜଙ୍ଗଲରେ ବୁଲୁଛି ଏକ ଗୁଳିବିଦ୍ଧ ଦନ୍ତା ହାତୀ । ମିଳିଥିବା ସୂଚନା ଅନୁସାରେ ପଶ୍ଚିମ ବନ ବିଭାଗ ଅଧିନ ଜୟପୁର ଠାରେ ଏକ ଦନ୍ତା ହାତୀ ଶରୀରରେ ୧୦ଟି ଗୁଳି ବାଜିଥିବା ଜଣା ପଡିଛି । ଗୁଳିବିଦ୍ଧ ଏହି ଦନ୍ତା ହାତୀ ଯନ୍ତ୍ରଣାରେ ଛଟପଟ ହେବା ସହ!-->…
ସ୍ନାନ ବେଦୀକୁ ଆସିବେ ଶ୍ରୀଜିଉ, ତିନି ଘଣ୍ଟା ଦର୍ଶନ କରିବେ ଶ୍ରଦ୍ଧାଳୁ
ପୁରୀ: ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ଦେବସ୍ନାନ ପୂର୍ଣ୍ଣିମା । ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ବେଶ ଦେଖିବାକୁ ଭକ୍ତଙ୍କୁ ସ୍ନାନବେଦୀ ଉପରେ ତିନି ଘଣ୍ଟା ସମୟ ମିଳିବ । କିନ୍ତୁ ଶ୍ରୀବିଗ୍ରହ ମାନଙ୍କୁ ସ୍ପର୍ଶ କରିପାରିବେ ନାହିଁ ଭକ୍ତ । ଆଜି ଗଜପତିଙ୍କ ଅଧ୍ୟକ୍ଷତାରେ!-->…
ବିମାନବନ୍ଦରରୁ ହୋଟେଲ ଯାଏଁ ସବୁଠି ରହିବ କଡା ସୁରକ୍ଷା ବ୍ୟବସ୍ଥା : ଡିସିପି
ଭୁବନେଶ୍ବର : କଟକ ବାରବାଟୀ ମ୍ୟାଚ୍ ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି । ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି । ଭୁବନେଶ୍ବର ଏୟାରପୋର୍ଟଠାରୁ ହୋଟେଲରେ ରହିବା ପର୍ଯ୍ୟନ୍ତ ଏବଂ ହୋଟେଲରୁ ବାରବାଟୀ ଯାଏଁ ସବୁଠି ସୁରକ୍ଷା ପାଇଁ ଚାଲିଛି!-->…
ପୋଖରୀ ଖୋଳୁ ଖୋଳୁ ବାହାରିଲା ପଥର ମୂର୍ତ୍ତିର ଭଗ୍ନାଂଶ
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳାରେ ଦେଖିବାକୁ ମିଳିଛି ଏକ ଅଲୌକିକ ଘଟଣା । ପୋଖରୀ ଖନନ ବେଳେ ଚାରି ଫୁଟର ଏକ ଭଗ୍ନ ଅଂଶର ପଥର ମୂର୍ତ୍ତି ଉଦ୍ଧାର କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ବେଶ୍ ଚକିତ ହୋଇ ଉଠିଛନ୍ତି । ମୂର୍ତ୍ତି ଉଦ୍ଧାର ପରେ ଏହାକୁ ନେଇ ଅନେକ ଚର୍ଚ୍ଚା!-->…
ବାରବାଟୀ ମ୍ୟାଚ୍ ବନ୍ଦ ଲାଗି ହାଇକୋର୍ଟରେ ଦାୟର ମାମଲା ଖାରଜ
କଟକ: ଆସନ୍ତା ଜୁନ୍ ୧୨ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ହେଲେ ଏହି ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମଙ୍ଗଳବାର ଏହାର ଶୁଣାଣି କରି କୋର୍ଟ ମାମଲାକୁ ଖାରଜ!-->…
ଜୁନ୍ ଶେଷ ସୁଦ୍ଧା ହାଇସ୍କୁଲରେ ନିଯୁକ୍ତି ପାଇବେ ୧୧,୦୦୦ ଶିକ୍ଷକ: ମନ୍ତ୍ରୀ
ଭୁବନେଶ୍ୱର: ଜୁନ୍ ମାସ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ହାଇସ୍କୁଲରେ ନିଯୁକ୍ତି ପାଇବେ ୧୧,୦୦୦ ଶିକ୍ଷକ। ତେବେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ବୋଲି ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ!-->…
ପୁରୀ ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡା କହିଲେ “ମୁଁ ମାନସିକ ରୋଗୀ”
ପୁରୀ: ରାତିକ ଭିତରେ ବଦଳିଗଲା ପୁରୀ ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡାଙ୍କ ବୟାନ। ଗତକାଲି, ମେ' ୬ ତାରିଖରେ ସଂଜୟ ପଣ୍ଡା ପୁରୀ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ହଟଚମଟ ଆରମ୍ଭ ହୋଇଥିଲା।
କିନ୍ତୁ ଆଜି, ମେ' ୭ ତାରିଖରେ ହଠାତ୍ ସଂଜୟଙ୍କର ବୟାନ!-->!-->!-->…
ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ୩ଦିନ ପାଇଁ ହିଟ୍ ୱେଭ୍ ଆଲର୍ଟ ଜାରି
ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ତାତିର ପ୍ରକୋପ ଜାରି ରହିଛି। କ୍ରମାଗତ ଭାବେ ସେଠାରେ ତାପମାତ୍ରା ବୃଦ୍ଧି ହେଉଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁଁ ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ଲହରି!-->…