Sign in
Sign in
Recover your password.
A password will be e-mailed to you.
ମାର୍ଚ୍ଚ ୩୧ ପୁର୍ବରୁ ବସିବ ବିଧାନସଭା ଅଧିବେଶନ
ଭୁବନେଶ୍ୱର: ମାର୍ଚ୍ଚ ୩୧ ପୁର୍ବରୁ ବସିବ ବିଧାନସଭା ଅଧିବେଶନ । ରାଜ୍ୟପାଳଙ୍କ ଅନୁମୋଦନ ପରେ ବସିବ ବିଧାନସଭା ଅଧିବେଶନ । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ଭାବେ ତାରିଖ ଘୋଷଣା କରାଯିବ । ଏହା ପରେ ଅଧିବେଶନ ଆରମ୍ଭ ହେବ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୁଚନା ଦେଇଛନ୍ତି ।!-->…
ଅଭିନେତା ଶ୍ରୀତମ ଦାସ ହେଲେ ବିଜେପିର କଟକ ମେୟର ପ୍ରାର୍ଥୀ
କଟକ: ବିଜେପିର କଟକ ମହାନଗର ନିଗମ(ସିଏମସି) ମେୟର ପ୍ରାର୍ଥୀଙ୍କୁ ନେଇ ଜାରି ରହିଥିବା ଆକଳନ ଏକ ପ୍ରକାର ଭିନ୍ନ ହୋଇଛି। ଆଜି ବିଜେପି ସିଏମସି ମେୟର ପ୍ରାର୍ଥୀ ଘୋଷଣା କରିଛି। ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ଶ୍ରୀତମ ଦାସଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି। କଟକରୁ!-->…
ରାଜ୍ୟରେ ୧୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ, ୩ ଜଣ ସଂକ୍ରମିତଙ୍କ ମୃତ୍ୟୁ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୫ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୫୪ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୯ ଜଣ!-->…
ବିଧାନ ପରିଷଦ ଗଠନ ପ୍ରସଙ୍ଗରେ କେନ୍ଦ୍ରର ଆସିଲା ଚିଠି
ଭୁବନେଶ୍ୱର: ବିଧାନ ପରିଷଦ ଗଠନ ନେଇ ବିଧାନସଭା ପକ୍ଷରୁ ଲେଖା ଯାଇଥିବା ଚିଠିର ଉତ୍ତର ଦେଇଛନ୍ତି କେନ୍ଦ୍ର ସରକାର । ବିଧାନସଭାରେ ଚଠି ପହଞ୍ଚିବା ପରେ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦିଆଯାଇଛି ବୋଲି କହିଛନ୍ତି ବାଚସ୍ପତି । ବିଧାନ ପରିଷଦ ଗଠନ ନେଇ କଣ ପ୍ରକ୍ରିୟା ରହିବ ସେ ନେଇ ଚିଠିରେ!-->…
ସରୋଜିନୀ ଖୁଣ୍ଟିଆଙ୍କୁ ମେୟର ପ୍ରାର୍ଥୀନୀ ଘୋଷଣା କଲା ଆପ୍
ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପରେ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଭୁବନେଶ୍ୱର ପାଇଁ କଂଗ୍ରେସ ଓ ବିଜେଡି ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଥିବା ବେଳେ ଆଜି ପ୍ରାର୍ଥୀ ଘୋଷଣା କରିଛି ଆମ୍ ଆଦମୀ ପାର୍ଟି । ଭୁବନେଶ୍ୱର ପାଇଁ!-->…
୨୦୨୨ ଆଇପିଏଲ୍ ଖେଳସୂଚୀ ଜାରି, ମାର୍ଚ୍ଚ ୨୬ରେ ଚେନ୍ନାଇ-କୋଲକତା ମଧ୍ୟରେ ପ୍ରଥମ ମ୍ୟାଚ୍
ମୁମ୍ବାଇ: ୨୦୨୨ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ପାଇଁ ଖେଳସୂଚୀ ଜାରି ହୋଇଯାଇଛି। ମାର୍ଚ୍ଚ ୨୬ ତାରିଖ ଉଦ୍ଘାଟନୀ ମ୍ୟାଚ ଖେଳାଯିବ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଓ କୋଲକାତା ନାଇଟ୍ ରାଇଡର୍ସ୍ (କେକେଆର୍) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ମୁମ୍ଵାଇର ଓ୍ଵାନଖେଡେ ଷ୍ଟାଡିୟମରେ ସଂଧ୍ୟା!-->…
ପ୍ରଥମ ଟେଷ୍ଟ: ଶ୍ରୀଲଙ୍କା ବିରୋଧରେ ବିଶାଳ ଇଂନିସ ଓ ୨୨୨ ରନ୍ରେ ଜିତିଲା ଭାରତ
ମୋହାଲି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ଭାରତ ଗୋଟିଏ ବିଶାଳ ଇଂନିସ ଓ ୨୨୨ ରନ୍ରେ ଜିତି ନେଇଛି। ୫ ଦିନର ଏହି ମ୍ୟାଚ୍ ୩ ଦିନରେ ଶେଷ ହୋଇଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରବୀନ୍ଦ୍ର ଜାଦେଜାଙ୍କ!-->…
ଶ୍ରୀନଗରର ଲାଲ ଚୌକ୍ ଉପରେ ଗ୍ରେନେଡ ଆକ୍ରମଣ: ଜଣେ ମୃତ, ୨୦ ଆହତ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ଥିବା ଲାଲ ଚୌକ୍ ଉପରେ ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗରର ଲାଲ ଚୌକରେ ଥିବା ଅମିରା କଡାଲ ଅଞ୍ଚଳରେ ଗ୍ରେନେଡ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୨୦ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି।!-->…
ବିବାହ କରିବେ ଭାରତର ସର୍ବକନିଷ୍ଠ ମେୟର ଆର୍ଯ୍ୟ ରାଜେନ୍ଦ୍ରନ୍
ଥିରୁଭନନ୍ତପୁରମ: ରାଜନୀତିରେ ଲାଗିଲା ପ୍ରେମର ରଙ୍ଗ। ସାଥୀ ହୋଇ ରାଜନୀତି କରୁଥିଲେ। ଏବେ ପରସ୍ପର ସାଥୀ ହୋଇ ବାଟ ଚାଲିବାକୁ ନିଷ୍ପତ୍ତି ନେଇଛନ୍ତି। ସବୁଠୁ ରୋଚକ ହେଉଛି ପ୍ରେମିକା ଜଣକ ଭାରତର ସବୁଠୁ ଅଳ୍ପ ବୟସର ମେୟର ହୋଇଥିବା ବେଳେ ତାଙ୍କ ଭାବି ସ୍ୱାମୀ ମଧ୍ୟ ଜଣେ ତରୁଣ ବିଧାୟକ। ତେବେ!-->…
ନିଜ ସୈନ୍ୟଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ପୁଟିନ
ମସ୍କୋ: ଯୁକ୍ରେନରେ ପଶି ଧ୍ୱଂସଲୀଳା ରଚାଇ ଚାଲିଛି ରୁଷ। କେଉଁଠି ରୁଷ ସୈନ୍ୟ ୟୁକ୍ରେନର ବଡ଼ ବଡ଼ ଅଟ୍ଟାଳିକାକୁ ନିମେଷକ ମଧ୍ୟରେ ଧୁଳିରେ ମିଶାଇ ଦେଉଛନ୍ତି ତ କେଉଁଠି ସେମାନଙ୍କୁ ଜୋରଦାର ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ଏପରିକି ମୁହାଁମୁହିଁ ଯୁଦ୍ଧରେ ଉଭୟ ପକ୍ଷର ହଜାର ହଜାର ସୈନ୍ୟ ଆଖି!-->…