ବଜ୍ରକାପ୍ତା କାତି ଜବତ : ଜଣେ କୋର୍ଟ ଚାଲାଣ

ଚିକିଟି : ଦିଗପହଣ୍ଡି ବନାଞ୍ଚଳ ଚିକିଟି ବ୍ଲକ ରାମଚନ୍ଦ୍ର ପୁର ପଞ୍ଚାୟତ ରାମଗୁଡ଼ା ରୁ ୬ କେଜି ୮୦୦ ଗ୍ରାମ ବଜ୍ରକାପ୍ତା କାତି ସ୍ୱତନ୍ତ୍ର ଟାସ୍କ ଫୋର୍ସ ଟିମ ବୁଧବାର ରାତ୍ରି ପ୍ରାୟ ୮ଟା ବେଳେ ଅଚାନକ ଚଢ଼ାଉ କରି ଜବତ କରିଥିଲେ । ଗୁଇନ୍ଦା ବିଭାଗ ସୁଚନା ପ୍ରକାରେ ୩ ଜଣିଆ ଟିମ

ମାଟ୍ରିକ୍ ଓ +୨ ପରୀକ୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୁର୍ଣ୍ଣ ବୈଠକ

ଭୁବନେଶ୍ୱର: ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ନେଇ ଗୁରୁତ୍ୱପୁର୍ଣ୍ଣ ସମିକ୍ଷା ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ । ପ୍ରଶ୍ନପତ୍ର ସୁରକ୍ଷା, ପରୀକ୍ଷା ପରିଚାଳନ ଓ ମୂଲ୍ୟାଙ୍କନ ନେଇ ମୁଖ୍ୟ ଶାସନ ସଚିବ ଏହି ବୈଠକରେ ଆଲୋଚନା କରିଛନ୍ତି । ଏହି ସମୟରେ ସ୍କୁଲ୍ ଓ ଗଣଶିକ୍ଷା ସଚିବ, ପୋଲିସ

ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ହୋଇପାରିନି ଶ୍ରୀମନ୍ଦିର ବଜେଟ୍‌ । ଆସନ୍ତା ୨୫ ତାରିଖରେ ପୁନର୍ବାର ବୈଠକ ବସି ବଜେଟ ଚୂଡ଼ାନ୍ତ ହେବ । ବୈଠକରେ ନୀତି ସବ୍‌କମିଟିରେ ନିଆଯାଇଥିବା ନିଷ୍ପତ୍ତି ଓ ଚନ୍ଦନଯାତ୍ରା ନୀତିନିର୍ଘଣ୍ଟକୁ ମୋହର ମାରିଛି ପରିଚାଳନା କମିଟି ।

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ : ୫ ଶିଶୁଙ୍କ ସମେତ ୨୦ ଯାତ୍ରୀ ଗୁରୁତର…

ଫୁଲବାଣୀ/ଦାରିଙ୍ଗବାଡି : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ । ସମସ୍ତ ୩୦ ଯାତ୍ରୀ ଗୁରୁତର । ଗୁରୁତରଙ୍କ ମଧ୍ୟରେ ୫ ଶିଶୁ ରହିଛନ୍ତି । ବାଲିଗୁଡାରୁ ବୁଡାଗୁଡା ଆସୁଥିବା ବେଳେ ଗଣ୍ଡମୁଣ୍ଡା ଘାଟିରେ ୧୫ ଫୁଟ ତଳକୁ ବସ୍‌ଟି ଖସି ପଡ଼ିଥିବା ସୂଚନା ମିଳିଛି ।ବସରେ ୩୦ରୁ

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ

ଯାଜପୁର: ବହୁ ଚର୍ଚ୍ଚିତ ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ ।ନାବାଳିକା ଜଣକୁ ପ୍ରଥମେ ଦୁଷ୍କର୍ମ ଓ ପରେ ନିର୍ମମ ଭାବେ ତଣ୍ଟି କାଟି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ସୁବ୍ରତ ବେହେରାଙ୍କୁ

ଜିଲ୍ଲା ସ୍ତରୀୟ ଦଶମ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଉଦଘାଟନ

ବ୍ରହ୍ମପୁର :  ସ୍ଥାନୀୟ ଭି.ଭି.ଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ  ବିଦ୍ୟାଳୟ ଠାରେ  ଜିଲ୍ଲା ସ୍ତରୀୟ ଦଶମ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା  ଉଦଘାଟନ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ବୈଜ୍ଞାନିକ ବିଲଟନ ଓ

ହିଞ୍ଜିଳି : ଯାତ୍ରୀବାହି ଵସ ଧକ୍କାରେ ଜଣେ ଗୁରୁତର…

ହିଞ୍ଜିଳିକାଟୁ,: ଶୁକ୍ରୁବାର ମଧ୍ୟାହ୍ନ ସମୟରେ ହିଞ୍ଜିଳି ଥାନା ସାରୁ ଗ୍ରାମ ଛକ ନିକଟରେ ଏକ ଯାତ୍ରୀବାହି ଵସ (ଓଡି୦ ୭ ହେଚ ୨୦୭୭) ଧକ୍କାରେ ଡିସ୍କଭରି ଵାଇକ ଆରୋହି ଗୁରୁତର ଆହତ ହୋଇଛନ୍ତି । ଗୁରୁତରଜଣକ ହୁଗୁଳାପଟ୍ଟା ଗ୍ରାମରଧୋବା ସ୍ବାଈଁଙ୍କ ପୁଅ ଡୁଗି ସ୍ବାଈଁ (୩୫)। ଶୁକ୍ରବାର

ଭୀମ ଭୋଇ ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ଡାକ୍ତରୀ ଛାତ୍ର ମୃତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମେଡିକାଲ କଲେଜରେ ଘଟିଯାଇଛି ଏକ ଅଘଟଣ । ହଷ୍ଟେଲ ଛାତରୁ ପଡି ଜଣେ ଛାତ୍ର ପ୍ରାଣ ହରାଇଥିବା ଜଣାପଡିଛି । ମୃତକ ଛାତ୍ର ଜଣକ ହରିୟାଣାର ନିଶାନ୍ତ କୁମାର ବୋଲି ତାଙ୍କ ପରିଚୟ ମିଳିଛି । ନ୍ୟୁ ବଏଜ ହଷ୍ଟେଲରେ ରହୁଥିବା ବେଳେ ଆଜି ଛାତରୁ ପଡି ନିଶାନ୍ତଙ୍କର

ସଟ୍‌ ସର୍କିଟରେ ନିଆଁ ଲାଗି ବହୁ ଜିନିଷ ପୋଡି ନଷ୍ଟ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୂଜାରୀ ସାହିରେ ପ୍ରଫୁଲ ଦାଶ ଙ୍କ ଘରେ ଭଡା ରହୁଥିବା ଜଣେ ଶିକ୍ଷକ ଘରେ ସଟ୍‌ ସର୍କିଟରେ ନିଆଁ ଲାଗି ବହୁ ଜିନିଷ ପୋଡି ନଷ୍ଟ ହୋଇଯାଇଛି | ଭଡାରେ ରହୁଥିବା ଶିକ୍ଷକ ଜଣକ ଅନୁପସ୍ଥିତ ଥିବା ଯୋଗୁଁ ଘର ତାଲା ଝୁଲୁ ଥିଲା l ଘର ଭିତରୁ ଧୂଆଁ ବାହାରୁ

କାଳବୈଶାଖୀ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।୧୫ଟି ଜିଲ୍ଲାରେ ବର୍ଷା ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ପାଣିପାଗ ବିଭାଗ