Sign in
Sign in
Recover your password.
A password will be e-mailed to you.
କନ୍ଧମାଳ : ଫୁଲବାଣୀରେ ଦୁଇଦିନ ଧରି ଅନୁଷ୍ଠିତ ହେବ ପେନ୍ସନ ଅଦାଲତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ, ପ୍ରଧାନ ମହାଲେଖାକାର(ଲେଖା ଏବଂ ହକଦାରୀ) ଓ ଲେଖା ନିୟନ୍ତ୍ରକ, ଓଡ଼ିଶା ସହଯୋଗରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ଜୁନ୍ ମାସ ୯ ଓ ୧୦ ତାରିଖ ଦିନ!-->…
ରୂପାନ୍ତରିତ ବିଦ୍ୟାଳୟ ରେ ବୃକ୍ଷ ରୋପଣ
ଚିକିଟି : ଚିକିଟି ବ୍ଲକ ରମ୍ପା ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ତହସିଲଦାର ବିଶ୍ଵ ରଞ୍ଜନ କହଁର,ବିଡ଼ିଓ ପ୍ରକାଶ ଚନ୍ଦ୍ର ଦାସ, ବିଇଓ ବସନ୍ତ ପଣ୍ଡା, ପ୍ରଧାନ ଶିକ୍ଷକ ସୂର୍ୟ ନାରାୟଣ ରାଉଳ, ଏ ବି ଇ ଓ!-->…
କାଳବୈଶାଖୀ ଭାଙ୍ଗିଦେଲା ଘର
ଫୁଲବାଣୀ : ଗତ କାଲି ରବିବାର ଦିନ ରାତି ୧୦ ଘଣ୍ଟିକା ପୂର୍ବରୁ ଅଚାନକ କାଳବୈଶାଖୀ ଆସି ପବନ ବର୍ଷାରେ ଅନେକ କ୍ଷୟକ୍ଷତି ଘଟାଇଥିବା ଦେଖିବାକୁ ମିଳିଛି।ଏହି ପରିପ୍ରେକ୍ଷୀରେ କିଛି ଗରିବ ଲୋକଙ୍କ ଘରକୁ ଭାଙ୍ଗି ଦେଇ ଛପର ଉଡ଼େଇ ନେଇଥିବା ବେଳେ ନାହିଁ ନଥିବା ହନ୍ତସନ୍ତ କରି ପକାଇଛି।ଏଭଳି ଏକ!-->…
ବାଇକ ଦୁର୍ଘଟଣା : ଦୁଇ ଆହତ
ଦାରିଙ୍ଗବାଡି,( ୬/୬) : ୫୯ ନଂ ଜାତୀୟ ରାଜପଥ ସ୍ଥିତ ସିମନବାଡ଼ି ମେଡିକାଲ ନିକଟରେ ବାଇକ ଦୁର୍ଘଟଣା ଘଟି ଦୁଇ ଜଣ ଆହତ ହୋଇଛନ୍ତି । ଆହତ ଦୁଇ ଜଣ ହେଲେ ସୁଗାନକେତା ଗ୍ରାମର ଜୁନିତା ପ୍ରଧାନ(୩୩) ଓ ମାନସ ପ୍ରଧାନ(୧୯) । ଦୁଇ ଜଣ ମିଶି ସିମନବାଡି ଗ୍ରାମ ରୁ ନିଜ ଗ୍ରାମ ସୁଗାନକେତା!-->!-->!-->…
ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି
ଛତ୍ରପୁର (୦୬/୦୬) : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜଉଗଡ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜିର ଏହି ଅଭିଯୋଗ ଶୁଣାଣୀରେ ସମୁଦାୟ ୪୪୮ ଗୋଟି ଆବେଦନର ଶୁଣାଣୀ କରିଥିଲେ ।!-->!-->!-->…
ପେଡାକୋଣ୍ଡା ଗ୍ରାମରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ନିର୍ଣ୍ଣାୟକ ମ୍ୟାଚରେ ଯୋଗଦେଲେ ମାନ୍ୟବର ସାଂସଦ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପେଡାକୋଣ୍ଡା ଗ୍ରାମ ରେ ଦିର୍ଘ ଦିନ ଧରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଆସୁଥିଲା ତେବେ ଆଜି ଟୁର୍ଣ୍ଣାମେଣ୍ଟର ନିର୍ଣ୍ଣାୟକ ମ୍ୟାଚ ତଥା ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କଲେ ମାନ୍ୟବର ସାଂସଦ ନବରଙ୍ଗପୁର,!-->!-->!-->…
ଅଜଣା ବ୍ୟକ୍ତିର ଝୁଲନ୍ତା ଶବ ଉଦ୍ଧାର
ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, (୬/୬) : ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଝିଞ୍ଜିରିଗୁଡା-ପାଣିଗଣ୍ଡା ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତା ପାର୍ଶ୍ଵର ପ୍ରାୟ ୨୦ଫୁଟ ଦୁରତାରେ ଏକ ଝଙ୍କାଳିଆ ମାଙ୍କଡ଼କେନ୍ଦୁ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ଶବ ଉଦ୍ଧାର କରାଯାଇଛି। ବୟସ ପ୍ରାୟ ୪୫ବର୍ଷରୁ!-->!-->!-->…
ବିଶିଷ୍ଟ ଆଇନଜୀବୀ ଦୁଷ୍ମନ୍ତ ନାଏକଙ୍କ ବିୟୋଗରେ ଜିଲ୍ଲା କ୍ରୀଡ଼ା ସଂସଦ ଶ୍ରଦ୍ଧାଞ୍ଜଳି
ସୁନ୍ଦରଗଡ଼ (୦୬/୦୬) : ସୁନ୍ଦରଗଡ଼ର ବରିଷ୍ଠ ଆଇନଜୀବି, ରାଜନୀତିଜ୍ଞ ତଥା ଦକ୍ଷ କ୍ରୀଡ଼ା ସଂଗଠକ ଦୁଷ୍ମନ୍ତ କୁମାର ନାଏକ ଗତ କାଲି ଜୁନ୍ ୫ ତାରିଖ ପ୍ରାତଃ ୫ ଘଟିକା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ସେ କିଛିବର୍ଷରୁ କର୍କଟ ରୋଗରେ ପୀଡିତ ଥିଲେ ଓ ତାଙ୍କର ଚିକିତ୍ସା ଚାଲିଥିଲା l!-->…
ରାଜ୍ୟର ୧୪ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ଜାରି ହେଲା ୟେଲୋଓ୍ଵାର୍ଣ୍ଣିଂ
ଭୁବନେଶ୍ୱର: ସଂପ୍ରତି ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ପାଣିପାଗର ଏପ୍ରକାର ସ୍ଥିତି ଆହୁରି ୩ ଦିନ ପର୍ଯ୍ୟନ୍ତ, ଅର୍ଥାତ୍ ଜୁନ୍ ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏ!-->…
ଆଠଗଡ ଅଞ୍ଚଳରୁ ଏକାଧିକ ହାତୀ କଙ୍କାଳ ମିଳିବା ଘଟଣା : ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି
ଭୁବନେଶ୍ବର : ଆଠଗଡ ଅଞ୍ଚଳରୁ ଏକାଧିକ ହାତୀ କଙ୍କାଳ ମିଳିବା ଘଟଣାର ତଦନ୍ତ ପାଇଁ ଚିଠି । କ୍ରାଇମବ୍ରାଞ୍ଚ ଏସଟିଏଫ ଘଟଣାର ତଦନ୍ତ ପାଇଁ ଆନିମଲ ଓ୍ବେଲଫେୟାର ଟ୍ରଷ୍ଟର ପୁରବୀ ପାତ୍ର କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଚିଠି ଲେଖିଛନ୍ତି । ବାରମ୍ବାର ହାତୀ କଙ୍କାଳ ମିଳିଥିଲେ ସୁଦ୍ଧା ବନ ବିଭାଗ!-->…