Sign in
Sign in
Recover your password.
A password will be e-mailed to you.
୧୨ ତାରିଖ ପରେ ଓଡ଼ିଶା ଛୁଇଁବ ମୌସୁମୀ
ଭୁବନେଶ୍ୱର: ଜୁନ୍ ୧୨ ପରେ ଓଡିଶା ଛୁଇଁବ ମୌସୁମୀ । ରାଜ୍ୟରେ ବର୍ଷାର ବିଶେଷ ପ୍ରଭାବ ନଥିବା ବେଳେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ବାୟୁମଣ୍ଡଳରେ ଆଦ୍ରତା ଯୋଗୁଁ ଗୁଳୁଗୁଳି ପରିଲକ୍ଷିତ ହେଉଛି ।ତେଣୁ ମୌସୁମୀ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରୁନାହିଁ । ଆସନ୍ତା ୧୨ ତାରିଖ ପରେ!-->…
ଚଣ୍ଡି ମନ୍ଦିର ପ୍ରକଳ୍ପ କାର୍ଯ୍ୟ ପାଇଁ ଜମି ହରାଇଥିବା ଲୋକଙ୍କୁ ମିଳିବ ସମାନ ମୂଲ୍ୟ
କଟକ: କଟକ ଚଣ୍ଡି ମନ୍ଦିର ସମନ୍ଵିତ ପ୍ରକଳ୍ପ ଯୋଜନା କାମ ତ୍ଵରାନ୍ଵିତ କରିବା ପାଇଁ ଗଠନ ହେଲା ପ୍ରକଳ୍ପ କାର୍ଯ୍ୟକାରୀ କମିଟି। ଏହି ପ୍ରକଳ୍ପ ଯୋଗୁଁ ପ୍ରଭାବିତ ହେଉଥିବା ବ୍ୟକ୍ତି ଏବଂ ଅନୁଷ୍ଠାନକୁ ଅନୁକମ୍ପା ରାଶି ପ୍ରଦାନ କରାଯିବ। ପ୍ରକଳ୍ପ ଯୋଗୁଁ ଯଦି କୌଣସି ବ୍ୟକ୍ତି ରୋଜଗାର ହରାଏ!-->…
ଫ୍ରେଞ୍ଚ୍ ଓପନ୍ ଜିତିଲେ ରାଫେଲ ନାଦାଲ
ପ୍ୟାରିସ: ସ୍ପେନୀୟ ତାରକା ରାଫେଲ ନାଦାଲ କ୍ଲେ କୋର୍ଟ ରାଜା ବୋଲି ନିଜକୁ ପୁଣି ଥରେ ପ୍ରମାଣିତ କରିଛନ୍ତି। ୨୦୨୨ ମସିହାରେ ନାଦାଲ ନିଜ ୨୨ତମ ଗ୍ରାଣ୍ଡ୍ ସ୍ଲାମ ଟ୍ରଫି ମଧ୍ୟ ଜିତି ନେଇଛନ୍ତି। ଏଥି ସହ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି କରାୟତ୍ତ କୀର୍ତ୍ତିମାନ ଧାରାକୁ ଆହୁରି ଦୃଢ଼ କରିଛନ୍ତି।!-->…
ତିନିବାହିନୀ ପାଇଁ ୭୬ ହଜାର କୋଟିର ପ୍ରକଳ୍ପକୁ ମଂଜୁରୀ
ନୂଆଦିଲ୍ଲୀ : ଭାରତୀୟ ସାମରିକ ବାହିନୀର ଆଧୁନିକୀକରଣ ପାଇଁ ୭୬ ହଜାର ୩୯୦ କୋଟି ଟଙ୍କାର ପ୍ରକଳ୍ପକୁ କେନ୍ଦ୍ର ସରକାର ମଂଜୁରୀ ଦେଇଛନ୍ତି । ସୋମବାରଦିନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଏସବୁ ପ୍ରକଳ୍ପକୁ!-->…
ପ୍ରଧାନମନ୍ତ୍ରୀ ପଦ ହରାଇପାରନ୍ତି ବୋରିସ ଜନସନ୍, ନିଜ ଦଳ କରୁଛି ଇସ୍ତଫା ଦାବି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦ ହରାଇପାରନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ। କ୍ଷମତାରେ ଥିବା କନଜରବେଟିବ ପାର୍ଟିର ୪୦ରୁ ଅଧିକ ସାଂସଦ ନିଜ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଇସ୍ତଫା ଦାବି ଜୋର ଧରିବା ପରେ ଏବେ ଜନସନଙ୍କୁ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ!-->…
ଦେଶ ବର୍ତ୍ତମାନ ଗୃହଯୁଦ୍ଧ ଅଭିମୁଖେ : ଲାଲୁ
ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ଏଥିସହ ଦେଶ ବର୍ତ୍ତମାନ ଗୃହଯୁଦ୍ଧ ଅଭିମୁଖେ ଯାଉଥିବା ସେ ଅଭିଯୋଗ କରିଛନ୍ତି। ଏହାବାଦ ବେକାରୀ ଓ ମାନ୍ଦାବସ୍ଥା ବିରୋଧରେ ଲୋକଙ୍କୁ ଏକାଠି!-->…
କେରଳରୁ ଠାବ ହେଲା ନୋରୋ ଭାଇରସ, ୨ ପିଲା ସଂକ୍ରମିତ
ଥିରୁଅନନ୍ତପୁରମ: କେରଳରୁ ଠାବ ହୋଇଛି ନୋରୋ ଭାଇରସ। ଏହି ଭାଇରସ ରାଜଧାନୀ ଥିରୁଅନନ୍ତପୁରମରେ ଥିବା ଭିଜହିନଜାମ ଅଞ୍ଚଳର ୨ ଜଣ ପିଲାଙ୍କୁ ସଂକ୍ରମିତ କରିଛି। ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ରାଜ୍ୟରୁ ନୋରୋ ଭାଇରସ ଚିହ୍ନଟ ହୋଇଛି। କେହି ବି ଆତଙ୍କିତ ହୁଅନ୍ତୁ ନାହିଁ। ଉଭୟ!-->…
କେକେଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି, କୋର୍ଟରେ ଆବେଦନ
କୋଲକାତା: ପ୍ରଖ୍ୟାତ ତଥା ଲୋକପ୍ରିୟ ବଲିଉଡ ଗାୟକ କ୍ରିଷ୍ଣ କୁମାର କୁନ୍ନଥ ଓରଫ କେକେଙ୍କ ମୃତ୍ୟୁକୁ ନେଇ ଥମୁନି ରାଜନୈତିକ ବିବାଦ। ଏବେ ଏହି ମାମଲା କୋର୍ଟରେ ପହଞ୍ଚିଗଲାଣି। ଗାୟକଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ନେଇ ଏକ ଜନ ସ୍ୱାର୍ଥ ମାମଲା ରୁଜୁ କରିବା ପାଇଁ କ୍ୟାଲକାଟା ହାଇକୋର୍ଟରେ!-->…
‘ହିନ୍ଦୀ ହେଉଛି ଅବିକଶିତ ରାଜ୍ୟର ଭାଷା, ଆମକୁ ଶୁଦ୍ର କରିଦେବ’
ଚେନ୍ନାଇ: ଭାଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଧସେଇ ପଶିଛନ୍ତି ତାମିଲନାଡୁରେ କ୍ଷମତାସୀନ ଡିଏମକେର ସାଂସଦ ଟିକେଏସ ଇଲାଙ୍ଗୋଭାନ। ସେ ହିନ୍ଦୀ ଭାଷାକୁ ନେଇ ଅତ୍ୟନ୍ତ ବିବାଦୀୟ ବୟାନ ଦେଇଛନ୍ତି। ତାଙ୍କ ମତରେ ହିନ୍ଦୀ ହେଉଛି ଅବିକଶିତ ରାଜ୍ୟର ଭାଷା। ଏଥିସହ ସହ ହିନ୍ଦୀ କେବଳ!-->…
ନୂପୁର ଶର୍ମାଙ୍କ ଗିରଫ ଦାବି କଲେ ଓୱେସୀ
ହାଇଦ୍ରାବାଦ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ଅସନ୍ତୋଷ ତେଜୁଛି। ନୂପୁରଙ୍କୁ ଗିରଫ କରିବା ପାଇଁ ସୋମବାର ଏଆଏମଆଇଏମ ମୁଖ୍ୟ ଅସାଦ୍ଦୁଦ୍ଦିନ ଓୱେସୀ ଦାବି କରିଛନ୍ତି। ସେହିପରି ନୂପୁରଙ୍କ!-->…