ଜାଗ୍ରତ କନ୍ଧମାଳ ପକ୍ଷରୁ ୬ଦଫା ଦାବୀ ପ୍ରଦାନ

ଫୁଲବାଣୀ (୮/୬) : ଆଜି ଜାଗ୍ରତ କନ୍ଧମାଳ ଓଡ଼ିଶା ତରଫରୁ ପଛୁଆ ବର୍ଗ ଓବିସି ସମ୍ପ୍ରଦାୟଙ୍କ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅବିଚାରକୁ ନେଇ ୬ ଦଫା ଦାବି ଉପସ୍ଥାପନ କରିବା ପାଇଁ ମାଦୀକୁନ୍ଦା ଛକ ଠାରୁ ଶାନ୍ତି ପ୍ରତିବାଦ ସଭାଯାତ୍ରା ବାହାରି ଜିଲ୍ଲା ପାଳଙ୍କ ଅଫିସ୍ ସମ୍ମୁଖରେ

ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଫକୀରମୋହନ ପଠନଶାଳା, ଉମରକୋଟ ଓ ବନ ସୁରଭି ପ୍ରକାଶନ, ଧୋଡ୍ରା ଆନୁକୂଲ୍ୟରେ ସାରସ୍ୱତ ସମାରୋହ ସହିଦ ଲକ୍ଷ୍ମଣ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ବଲ୍ଲଭ କୁମାର ରାଉତଙ୍କ

ଜାମୁନି ଗ୍ରାମପଞ୍ଚାୟତ ରେ ହିଂସା : ଜଣକୁ ଵିଵତ୍ସ ଭାବେ ହତ୍ୟା ଅନ୍ୟ ଜଣେ ଗୁରୁତର…

ଗ୍ରାମରେ ପୋଲିସ ଛାଉଣୀ... ହିଞ୍ଜିଳିକାଟୁ ୮।୬ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ ଜାମୁନି ଗ୍ରାମରେ ପଚାଂୟତ ନିର୍ଵାଚନକୁ ନେଇ ମଙ୍ଗଳବାର ରାତ୍ରରେ ଦୁଇ ଜଣ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି।ଗାଁରେ ନିର୍ଵାଚନ ହିଂସାକୁ ନେଇ କଥାକଥାରେ ବୁଲୁଛିଖଣ୍ଡା । ସଂଘବଦ୍ଧ

ପୂର୍ବତନ ସରପଞ୍ଚ ମନୋଜ କୁମାର ସେଠୀଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣ ଘଟଣା ରେ ୫ ଗିରଫ…

ବ୍ରହ୍ମପୁର :. ଗତ ୬ ତାରିଖରେ ସଦର ଥାନା ଅନ୍ତର୍ଗତ ମସିଆଖାଲି ଗ୍ରାମରେ ପୂର୍ବତନ ସରପଚଂ ମନୋଜ କୁମାର ସେଠୀଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଗତ ୬ ତାରିଖରେ ମସିଆଖଲି ଗ୍ରାମରେ ଶୀତଳଷଷ୍ଠୀ ଯାତ୍ରା ଉତ୍ସବରେ ଅନୁଷ୍ଠିତ ନାଟକ ଉଦ୍‌ଘାଟନକୁ ନେଇ

“ମୋ ଲେଖା ମୋ ଦୁନିଆ” କବିତା ଆସରରେ ଯୋଗଦେଲେ ଆଲିମ୍ପିଆନ ଦୂତୀ ଚାନ୍ଦ…

ଭବାନୀପାଟଣା : ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ, କଳାହାଣ୍ଡି ଆନୁକୂଲ୍ୟରେ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ବିଶ୍ୱାଳଙ୍କ ଜନ୍ମଦିବସ ଉପଲକ୍ଷେ ଅନଲାଇନ ମାଧ୍ୟମରେ ଏକ କବିତା ଆସର ଆୟୋଜନ କରାଯାଇଥିଲା । ଏହି କବିତା ଆସରରେ ମୁଖ୍ୟ ଅତିଥି ଭାବେ ଆନ୍ତାର୍ଜାତିକ ଆଲିମ୍ପିଆନ ଦୂତୀ ଚାନ୍ଦ

ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳିତ…

ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ ରାଉରକେଲା : ରାଉରକେଲା ସ୍ମାର୍ଟ ସିଟି ଓ ଆରଏମସି ପକ୍ଷରୁୂ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳିତ ହୋଇଯାଇଛି । ରାଉରକେଲା ଏଡିଏମ ତଥା ସ୍ମାର୍ଟ ସିଟିର ସିଇଓ ଏବଂ ରାଉରକେଲା ମହାନଗର ନିଗମର କମିଶନର ଡଃ ଶୁଭଙ୍କର

ଗୁରୁତର ଅବସ୍ଥାରେ ପାହାଡ଼ରୁ ନାବାଳିକା ଉଦ୍ଧାର

ହିଂଜିଳିକାଟୁ (୭ା୬) : ହିଂଜିଳି ଥାନା ଅଂଚଳର ଏକ ଗାଁରେ ସୋମବାର ରାତିରେ ଶୀତଳଷଷ୍ଠୀ ନିମନ୍ତେ ରାମାୟଣ ନାଟକ ଚାଲିଥିଲା । ଗାଁ ର ଶେଷମୁଣ୍ଡରେ ଚାଲିଥିବା ଏହି ନାଟକ ନିକଟରେ ଥିବା ଏକ ପାହାଡ଼ରୁ ରାତିରେ ଗୁରୁତର ଓ ଅଚେତ ଅବସ୍ଥାରେ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ

ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ମଦର ଟେରେସା ସମ୍ମାନ

ଫୁଲବାଣୀ : ସମାଜ ସେବା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖ ନିୟ କୃତିତ୍ୱ ପାଇଁ ଡ଼ଃ ନୃସିହାନନ୍ଦ ମହାପାତ୍ରଙ୍କୁ ମହାରାଷ୍ଟ୍ରର ସମତା ସାହିତ୍ୟ ଏକାଡେମୀ ତରଫରୁ ମର୍ଯ୍ୟାଦା ଜନକ ଜାତୀୟ ମଦର ଟେରେସା ସେବା ସମ୍ମାନ ପ୍ରଦାନ କରାଯାଇଛି l ମୁମ୍ବାଇର ଆମ୍ବେଦକର ରୋଡ଼ ସ୍ଥିତ ଦାମୋଦର ନାଟ୍ୟ

ନିମ୍ନ ମାନର ରାସ୍ତା କାମକୁ ନେଇ ଜନ ଅସନ୍ତୋଷ : ୧କୋଟି ୨୨ଲକ୍ଷ ଟଙ୍କାର ପିଚୁ ରାସ୍ତା ବଦଳରେ ଦିଶୁଛି ମାଟି…!

ଧର୍ମକୁ ଆଖିଠାର ନୀତିରେ ହୋଇଛି କାମ... ମାଲକାନଗିରି : କିଛି ବର୍ଷ ପୂର୍ବେ ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ (RD1)ଦ୍ୱାରା ନିର୍ମିତ ଲାକଟିଗୁଡ଼ା ଠାରୁ ଗଡ଼ିଆଳି ୩.୫ କିମି ରାସ୍ତା ଯାହା କି ସୂଚନା ଫଳକା ଅନୁଯାୟୀ ୧୩.୪.୨୦୧୮ ରେ ଆରମ୍ଭ ହୋଇ ୧୨.୧.୧୯ ରେ ଶେଷ ହୋଇଥିବା ବେଳେ ବର୍ତ୍ତମାନ

ରାଜ୍ୟର ୧୬ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା 

ଭୁବନେଶ୍ବର ୭।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ କେବେ ପହଞ୍ଚିବ ସେନେଇ କୌଣସି ପ୍ରକାରର ସ୍ପଷ୍ଟ ଚିତ୍ର ଏଯାବତ୍‌ ମିଳିପାରି ନାହିଁ । କିନ୍ତୁ ଆସନ୍ତା ୧୨ ପରେ ପହଞ୍ଚିବା ନେଇ ଆକଳନ କରାଯାଉଛି । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୬ଟି ଜିଲ୍ଲାରେ କାଳବୈଶାଖୀ