ତେଲେଙ୍ଗାନାରେ କଂଗ୍ରେସ ବିପକ୍ଷରେ ଲଢେଇ ପାଇଁ ଟିଆରଏସ ସହ ହାତ ମିଳାଇଲା ପ୍ରଶାନ୍ତଙ୍କ ଟିମ

ହାଇଦ୍ରାବାଦ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସେପଟେ କିନ୍ତୁ ପିକେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିଛନ୍ତି | କୁହାଯାଉଛି ଯେ ୨୦୨୩ରେ ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ

ରଥ ନିର୍ମାଣ ଅନୁକୂଳ ପାଇଁ ୩ କୁରାଢ଼ି ଦେଲେ କମାର ସେବକ

ପୁରୀ : ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ୨୦୨୨ର ପ୍ରସ୍ତୁତି ପର୍ବ ଆଗେଇ ଚାଲିଛି । ଶନିବାର ବଡ଼ ବାଡ଼ର ବରିଷ୍ଠ କମାର ସେବକ ଜଗନ୍ନାଥ ମହରଣା ରଥ ନିର୍ମାଣ ଅନୁକୂଳ ପାଇଁ ୩ଟି କୁରାଢ଼ି ଶ୍ରୀମନ୍ଦିର ପ୍ରଶାସନକୁ ଯୋଗାଇଛନ୍ତି । ୨ ଦିନ ଲାଗି ଏହି କୁରାଢ଼ିମାନ ତିଆରି ହୋଇଛି ।

ବାରମ୍ବାର ବ୍ୟାଟେରୀରେ ବିସ୍ଫୋରଣ ଅଭିଯୋଗ ଆସିବାରୁ ୧୪୪୧ ସ୍କୁଟର ଫେରାଇନେବାକୁ ‘ଓଲା’ର ନିଷ୍ପତ୍ତି

ନୂଆଦିଲ୍ଲୀ: ବାରମ୍ବାର ବ୍ୟାଟେରୀରେ ବିସ୍ଫୋରଣ ଅଭିଯୋଗ ଆସିବା ପରେ ୧୪୪୧ଟି ଇଲେକ୍ଟ୍ରିକ ସ୍କୁଟରକୁ ଫେରାଇନେବାକୁ ଓଲା ନିଷ୍ପତ୍ତି ନେଇଛି | ଓଲା ଇଲେକ୍ଟ୍ରିକ୍ ବଜାରରୁ ୧୪୪୧ ୟୁନିଟ୍ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି | ନିକଟରେ ଇଲେକ୍ଟ୍ରିକ୍ ଦୁଇ

ଏମ୍ସ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଛଡ଼ାଇନେଲେ ସୁନା ଚେନ୍

ଭୁବନେଶ୍ଵର, ୨୪/୦୪ : ଏମ୍ସ ହସ୍ପିଟାଲର ଆଡମିନିଷ୍ଟ୍ରେଟର ପ୍ରବୀଣ ପାଠକଙ୍କୁ ମରଣାନ୍ତକ ଆକ୍ରମଣ। କେହି ଦୁର୍ବୃତ୍ତ ପ୍ରବୀଣ ପାଠକଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୬ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ରିମାଣ୍ଡରେ ରାଣା ଦମ୍ପତି

ମୁମ୍ବାଇ: ରବିବାର ମୁମ୍ବାଇର ଏକ କୋର୍ଟ ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ରିମାଣ୍ଡରେ ପଠାଇ ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ବାହାରେ ହନୁମାନ ଚାଲିସା ପାଠ କରିବା ଧମକକୁ ନେଇ ଗତକାଲି

ସ୍କୁଲ ପିଲାଙ୍କୁ ନେଉଥିବା ବସଗୁଡ଼ିକର ଫିଟନେସ୍ ଉପରେ ଗୁରୁତ୍ୱ ଦେବାକୁ ପରିବହନ ବିଭାଗର ନିବେଦନ

କଟକ: ସ୍କୁଲ ପିଲାଙ୍କୁ ନେଉଥିବା ବସଗୁଡ଼ିକର ଫିଟନେସ୍ ଉପରେ ଗୁରୁତ୍ୱ ଦେବାକୁ ପରିବହନ ବିଭାଗର ସଡ଼କ ସୁରକ୍ଷା ଯୁଗ୍ମ କମିସନର ସଞ୍ଜୟ ବିଶ୍ୱାଳ ନିବେଦନ କରିଛନ୍ତି। ସେ କହିଛନ୍ତି, ଅନୁପଯୁକ୍ତ ବସ୍ ଉପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ନଜର ରଖନ୍ତୁ, ବ୍ୟବହୃତ ଗାଡ଼ିର ଫିଟନେସ ଓ ମୋଟର ଆକ୍ଟ

ଗୌହାଟି ପୌର ନିର୍ବାଚନ: ବିଜେପିର କ୍ଲିନ୍‌ ସୁଇପ୍‌

ଗୌହାଟି: ଆସାମର ଗୌହାଟିରେ ହୋଇଥିବା ପୌର ନିର୍ବାଚନରେ ବିଜେପି ବାଜିମାତ କରିଛି। ମୋଟ୍‌ ୬୦ଟି ସିଟରୁ ୫୮ଟି ସିଟ୍‌ ହାତେଇ କ୍ଲିନ୍‌ ସୁଇପ କରିଛି ବିଜେପି। ଗୌହାଟି ମ୍ୟୁନ୍ସିପାଲ କର୍ପୋରେଶନରେ ୫୭ଟି ୱାର୍ଡ଼ରେ ଗତ ଶୁକ୍ରବାର ମତଦାନ ହୋଇଥିଲା। ୩ଟି ୱାର୍ଡ଼ରେ ବିଜେପି ଅପ୍ରତିଦ୍ୱନ୍ଦୀ ଭାବେ

ବଲାଙ୍ଗିର ମେଡିକାଲ ଛାତ୍ରଙ୍କ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ମୋବାଇଲ ଚାଟିଂ

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ମୃତ୍ୟୁବରଣ କରିଥିବା ଛାତ୍ରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ନିଶାନ୍ତ ତାଙ୍କର ଜଣେ ବିଦେଶୀ ବନ୍ଧୁଙ୍କ ସହ ମୋବାଇଲରେ ଚାଟିଂ କରିଥିବା ଜଣାପଡ଼ିଛି । ନିଶାନ୍ତଙ୍କୁ ସିନିୟରମାନେ ର୍ୟାଗିଂ କରିବା ସହ ଖେଳ ପଡ଼ିଆକୁ

ପାକିସ୍ତାନରେ ଦୈନିକ ୧୫ଘଣ୍ଟା ବିଜୁଳି କାଟ

ନୂଆଦିଲ୍ଲୀ: ପ୍ରବଳ ଗରମ ଓ ଅନ୍ଧାରରେ କଲବଲ ହେଉଥିବା ପାକିସ୍ତାନବାସୀ। ଏବେ ଏଠାରେ ଦେଶବାସୀ ପ୍ରତ୍ୟେକଦିନ ୮ରୁ ୧୫ ଘଣ୍ଟା ବିଦ୍ୟୁତକାଟର ସମ୍ମୁଖୀନ ହେଉଛନ୍ତି। କରାଚି, ଲାହୋର, ରାଓ୍ୱଲପିଣ୍ଡି, କ୍ୱେତା, ପେଶଓ୍ୱାର, ମୁଲତାନ, ବାଦିନ, ସ୍ୱାତ ଏବଂ ପାକିସ୍ତାନର ଅନେକ ସହରବାସୀ ବିଦ୍ୟୁତକାଟ

ଜେଲ୍‌ରେ ରାତିସାରା ହନୁମାନ ଚାଳିଶା ପାଠ କଲେ ରାଣା ଦମ୍ପତି

ମୁମ୍ବାଇ: ହନୁମାନ ଚାଳିଶା ବିବାଦକୁ ନେଇ ଗିରଫ ହୋଇଥିବା ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା ଗତକାଲି ରାତିସାରା ଜେଲ୍‌ରେ ହନୁମାନ ଚାଳିଶା ପାଠ କରିଥିଲେ।ଟ୍ୱିଟ୍ କରି ରାଣା ଦମ୍ପତି କହିଛନ୍ତି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିର୍ଦ୍ଦେଶରେ