Sign in
Sign in
Recover your password.
A password will be e-mailed to you.
କୃଷି ବିଲକୁ ବିରୋଧ କରି ଆନ୍ଦୋଳନ କରିଥିବା ଚାଷୀମାନଙ୍କ ପ୍ରତି କେସିଆରଙ୍କ ସମବେଦନା
ଅମୃତସର: ବିବାଦୀୟ କୃଷି ବିଲକୁ ବିରୋଧ କରି ଆନ୍ଦୋଳନ କରିଥିବା ଚାଷୀମାନଙ୍କ ପ୍ରତି ସମବେଦନନା ଜଣାଇଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଆଜି ପଞ୍ଜାବ ଗସ୍ତରେ ଥିବା ବେଳେ କେସିଆର ଚାଷୀ ଆନ୍ଦୋଳନ ବେଳେ ଜୀବନ ଦେଇଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି!-->…
କୁଇକୁଳ ସମିତିର କାର୍ଯ୍ୟକର୍ତ୍ତା ଚୟନ
ଦାରିଙ୍ଗବାଡି,(୨୨/୫) : ଦାରିଙ୍ଗବାଡି ବ୍ଲକ କୁଇକୁଳ ସମିତିର କାର୍ଯ୍ୟକର୍ତା ଚୟନ କାର୍ଯ୍ୟକ୍ରମ କୁଇକୁଳ କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ଅଜୟ ପଡ୍ରାଙ୍କ ସଭାପତିତ୍ୱ କ୍ରମେ ନୂତନ ସଭାପତି ଭାବେ ଅବସରପ୍ରାପ୍ତ ଓଏସ ଅଫିସର କରୁଣାକର!-->…
ଟ୍ରକ ଧକାରେ ବାଇକ ଚାଳକ ମୃତ, ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ
ମାଲକାନଗିରି (କାଲିମେଳା) : ସୀମାନ୍ତ ମୋଟୁ ଥାନା ଅନ୍ତର୍ଗତ 326 ଜାତୀୟ ରାଜପଥଏମଭି 82 ଗ୍ରାମ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ରେ ଜଣେ ବାଇକ ଚାଳକ ର ମୃତ୍ୟୁ ହୋଇଯାଇଛି । ପଡିଆ ଥାନା ଅନ୍ତର୍ଗତ ନିଲିଗୁଡା ଗ୍ରାମର ଗଙ୍ଗା ପଡିଆମୀ ନାମକ ଜଣେ ଯୁବକ ବାଇକ ଯୋଗେ ଘରକୁ ଫେରୁ ଥିବା ବେଳେ ଏକ!-->…
ପ୍ରିୟଦର୍ଶୀ ପଟ୍ଟନାୟକ ସ୍ମୃତି କ୍ରିକେଟ : ଆର୍ମୀ ଏକାଦଶ ଆସିକା ଓ ରୋୟାଲ ଷ୍ଟ୍ରାଇକର ଵ୍ରହ୍ମପୁର ଦଳ ବିଜୟୀ
ହିଂଜିଳିକାଟୁ, (୨୨।୫) : ହିଂଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିଅମରେ ପ୍ରେସ କ୍ଲବ ହିଂଜିଳିକାଟୁ ସହଯୋଗରେ ଏମସିସି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ପ୍ରିୟଦର୍ଶୀ ପଟ୍ଟନାୟକ ମେମୋରିଆଲ ଦିବା ରାତ୍ର ଟେନିସ ବଲ କ୍ରିକେଟ ଟୁର୍ନାମେଟରେ ଶନିବାର ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା ।!-->…
କିରାମାହା ଅପୂର୍ଣାଙ୍ଗ ଅଙ୍ଗନବାଡ଼ି କେନ୍ଦ୍ରରେ କୋମଳ ମତି ଶିଶୁଙ୍କ ଚାଲିଛି ଶିକ୍ଷାଦାନ
ଦାରିଙ୍ଗବାଡି,(୨୨/୫) : ରାଜ୍ୟ ସରକାର ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ଶାରୀରିକ ତଥା ମାନସିକର ବିକାଶ କରିବା ପାଇଁ ପ୍ରତି ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଛନ୍ତି। ହେଲେ କେତେକ ଅଙ୍ଗନବାଡ଼ି କେନ୍ଦ୍ର ଅଧପନ୍ତରିଆ ହୋଇ ରହିଛି ତ ଆଉ କେତେକ କେନ୍ଦ୍ରର ନିଜସ୍ବ ଗୃହ ନଥିବାରୁ!-->!-->!-->…
ହୀରାକୁଦ କେଜ୍ ଫିସ୍ କଲ୍ଚର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରେ ଆବଦ୍ଧ ମାଛ ଚାଷ (କେଜ୍ ଫିସ୍ କଲ୍ଚର) ଏକ ସଫଳ ମଡେଲ୍। ଏହା ଖୁବ୍ ଶୀଘ୍ର ରାଜ୍ୟର ମଧୁର ପାଣି ମାଛ ଉତ୍ପାଦନକୁ ବହୁ ପରିମାଣରେ ବୃଦ୍ଧି କରିବ। ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଉଭୟ କ୍ଷେତ୍ର ପରିଦର୍ଶନ ଏବଂ ଉଚ୍ଚ ସ୍ତରୀୟ ବୈଠକ କରି ଏହି!-->…
ପୁରୀ ପ୍ରକଳ୍ପରେ ବାଧାସୃଷ୍ଟି ଲାଗି ନିୟମିତ ଭାବେ ମିଛ କହୁଛନ୍ତି ବିଜେପି ନେତା: ବିଜେଡି
ଭୁବନେଶ୍ୱର, : ପୁରୀ ପ୍ରକଳ୍ପ ସଂକ୍ରାନ୍ତରେ ଲଗାତାର ଭାବେ ମିଥ୍ୟା ଓ ବିଭ୍ରାନ୍ତିକର ବକ୍ତବ୍ୟ ରଖି କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ଏଥିପାଇଁ ଯେଉଁ ସେବାୟତ ଓ ଜଗନ୍ନାଥପ୍ରେମୀମାନେ ଜମି ଦାନ କରିଛନ୍ତି ସେମାନେ କେବେ ହେଲେ ଆପଣଙ୍କୁ କ୍ଷମା କରିବେ ନାହିଁ ।
ରାଜନୀତି କରିବା ପାଇଁ!-->!-->!-->…
ସିଦ୍ଧାର୍ଥ ରାଉତରାୟଙ୍କ ଆଉ ଏକ କୀର୍ତ୍ତି: ଏଭେରେଷ୍ଟରେ ଉଡାଇଲେ ପତିତପାବନ ବାନା
ଭୁବନେଶ୍ବର: ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟଙ୍କ ଆଉ ଏକ କୀର୍ତ୍ତି। ପୂର୍ବରୁ ଆଇରନମ୍ୟାନ ଟାଇଟଲ ଜିତିଥିବା ବେଳେ ଏବେ ଏଭରେଷ୍ଟ ଚଢ଼ି ଆଉ ଏକ ରେକର୍ଡ କରିଛନ୍ତି ସିଦ୍ଧାର୍ଥ।ଏଭରେଷ୍ଟ ଚଢିବା ପରେ ଓଡ଼ିଆ ପାଇକ ପୁଅ ଭାବେ ଏଭରେଷ୍ଟରେ ପତିତପାବନ ବାନା ଉଦାଇଵା ସହ ଜୟ ପାଇକ ନା!-->…
କାଳବୈଶାଖୀ: ୫ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହୋଇଛି । ୨୪ ତାରିଖ ପରଠୁ ରାଜ୍ୟରେ ବେଶୀ କାଳବୈଶାଖୀ ମଧ୍ୟ ଅନୁଭୂତ ହେବ । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩ ରୁ ୪ ଡିଗ୍ରୀ ବୃଦ୍ଧି ହେବା ସମ୍ଭାବନା ରହିଛି । ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ!-->…
ଟିମ୍ ଗଠନ କରି ହସ୍ପିଟାଲରେ ଅଚାନକ ପରିଦର୍ଶନ କର- ହାଇକୋର୍ଟ
କଟକ: ସରକାରୀ ଡାକ୍ତରମାନେ ଘରୋଇ ହସ୍ପିଟାଲରେ ରୋଗୀ ଚିକିତ୍ସା କରୁଥିବା ଓ ବିଭିନ୍ନ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ନଥିବା ସହ ବ୍ୟାପକ ଅବ୍ୟବସ୍ଥା ରହିଥିବା ନେଇ ଦାଖଲ ରିପୋର୍ଟ ଉପରେ ହାଇକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଆବେଦନକାରୀ ଚିତ୍ତରଞ୍ଜନ ମହାନ୍ତିଙ୍କ ପକ୍ଷରୁ ଦାୟର!-->…