Sign in
Sign in
Recover your password.
A password will be e-mailed to you.
ବିକ୍ରି ହେଉଥିଲେ ଓଡ଼ିଆ ଯୁବତୀ; ୩ ଅଭିଯୁକ୍ତ ଗିରଫ
ବିବାହ ପାଇଁ ବାହାର ରାଜ୍ୟରେ ବିକ୍ରି ହେଉଛନ୍ତି ଓଡ଼ିଆ ଝିଅ । ସୁନ୍ଦରଗଡ଼ ଜିଲ୍ଲା ଗୋଠବନ୍ଧା ଗାଁରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ପ୍ରଲୋଭନ ଦେଖାଇ ଅନ୍ୟ ରାଜ୍ୟକୁ ନେଇ ଜୋର ଜବରଦସ୍ତ ବିବାହ କରିବା ପାଇଁ ଯୁବତୀଙ୍କୁ ଚାଲଣ କରାଯାଉଥିବା ଅଭିଯୋଗ ହୋଇଛି । ଘଟଣାରେ ସଂପୃକ୍ତ ୩ ଜଣ!-->…
ଆତ୍ମସମର୍ପଣ କଲେ କ୍ୟାଡ଼ର ମାଓବାଦୀ ଅଶୋକ ପୁନେ…
ଫୁଲବାଣୀ :କେକେବିଏ ମାଓ ଡିଭିଜନର ଜଣେ ଏରିଆ କମିଟି ମେମ୍ବର ଅଶୋକ ପୁନେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଅଶୋକ କେକେବିଏନ ମାଓ ସଂଘଠନ ରେ ୧୩ ବର୍ଷ ଧରି କାର୍ଯ୍ୟ କରୁଥିଲେ । କନ୍ଧମାଳ ଜିଲାରେ ସାତ ବର୍ଷ ଧରି କାର୍ଯ୍ୟ କରୁଥିଲେ ।!-->!-->!-->…
ଜିଲ୍ଲା ସ୍ତରୀୟ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ…
ମାଲକାନଗିରି : ଜିଲ୍ଲା ପ୍ରଶାସନ, ମାଲକାନଗିରି ଏବଂ ଓଡିଶା ଦକ୍ଷତା ବିକାଶ ପ୍ରାଧିକାରଣ ମାଲକାନଗିରି ମିଳିତ ଅନୁକୂଲ୍ୟରେ ଏକ ଖୁଦ୍ର ନିଯୁକ୍ତି ମେଳା ଜିଲ୍ଲାପାଳ ବିଶାଳ ସିଂ ଙ୍କ ନିର୍ଦଷ କ୍ରମେ, ମାଲକାନଗିରି ମହାବିଦ୍ୟାଳୟ ପରିଷଦରେ ଅନୁଷ୍ଠିତ ହୋଇଛି. ଏହି ନିଯୁକ୍ତି ମେଳାକୁ!-->!-->!-->…
ଦୁର୍ନୀତିର ଚରମ ସୀମାରେ ରାଇଘର ବ୍ଲକ :ବିନା ଫଳକରେ ଚାଲିଛି ପୋଖରୀ ଖନନ, ଶ୍ରମିକ ବଦଳରେ ଲାଗିଛି ଜେସିବି ମେସିନ
ଧର୍ମକୁ ଆଖିଠାର ନୀତିରେ ଚାଲିଛି ଉର୍ଣ୍ଣୟନ ମୂଳକ କାର୍ଯ୍ୟ...
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର କୁଡ଼ାବେଡ଼ା ଗ୍ରାମ ପଞ୍ଚୟେତର ସୋନପୁର ଡି, ଏନ, କେ, ଗାଁରେ ପୋଖରୀ ଖନନ କାମ ବିନା ଫଳକ କିମ୍ବା କୌଣସି ଠିକାଦାରଙ୍କ ଦ୍ଵାରା ନହୋଇ ଗାଁର ଚାରି ପାଞ୍ଚ ଜଣ ମିଶି କରୁଥିବା!-->!-->!-->!-->!-->…
ପ୍ରଶାସନ ତରଫରୁ ୧୩୬ ପିଲାଙ୍କ ପାଠପଡା ଓ ଥଇଥାନ ବ୍ୟବସ୍ଥା…
ଚିତ୍ରକୋଣ୍ଡା ପ୍ରତିନିଧି // ନିସର୍ତ୍ତ
ଚିତ୍ରକୋଣ୍ଡା:-ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ପଞ୍ଚାୟତ ଦରଲାବେଢା ଠାରେ ଗତକାଲି ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଙ୍ଗ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ମାଲକାନଗିରି!-->!-->!-->…
ବ୍ରାହ୍ମଣୀଗାଁ :ଜୈବିକ ପଦ୍ଧତିରେ କୃଷି ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ…
ଦାରିଙ୍ଗବାଡି ପ୍ରତିନିଧି // ନିସର୍ତ୍ତ
ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଆର ଏମ୍ ପି ପରିସର ସ୍ଥିତ ସଭା ଗୃହରେ ଜୈବିକ ପଦ୍ଧତିରେ କୃଷିଜାତ ଫସଲ ଅମଳର ଏକଦିନିଆ ତାଲିମ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କଞ୍ଜୁମର!-->!-->!-->…
ଚିତ୍ରକୋଣ୍ଡା ଥାନା ଦ୍ଵାରା ବିପୁଳ ପରିମାଣର ଗଞ୍ଜେଇ ଜବତ ୪ ଗିରଫ…
ଚିତ୍ରକୋଣ୍ଡା :-ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ମନ୍ତ୍ରୀଫୁଟ ଛକ ଠାରେ ପୋଲିସ ୨୫୩ କେଜି ୩୦୦ ଗ୍ରାମ ଗଂଜେଇ ଜବତ କରିବା ସହ ୪ ଜଣ ଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତକାଲି ଚିତ୍ରକୋଣ୍ଡା ଥାନା ଏସ.ଆଇ. ସର୍ବେଶ୍ୱର ଭୋଇଙ୍କ ନେତୃତ୍ୱରେ ପୋଲିସ ର ଏକ ଟିମ ଦିନ ୧୧!-->…
ଡେଙ୍ଗୁ ରୋଗରେ ରୋକ୍ ଲଗାଇବା ନିମନ୍ତେ ସ୍ୱତନ୍ତ୍ର ବୈଠକ…
ଚିତ୍ରକୋଣ୍ଡା ପ୍ରତିନିଧି // ନିସର୍ତ୍ତ
ଚିତ୍ରକୋଣ୍ଡା:- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବ୍ଲକ ସଭାଗୃହ ଠାରେ ମାଲକାନଗିରି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ,ଚିତ୍ରକୋଣ୍ଡା ବ୍ଲକ!-->!-->!-->…
ତିନିଦିନିଆ ସମର କ୍ରିକେଟ ମ୍ୟାଚରେ ସିରିଜ ପୋଛିନେଲା ପୋଲିସ ଟିମ
ଫୁଲବାଣୀ :-ଶୁକ୍ରବାର ଠାରୁ ପୋଲିସ ଓ ପ୍ରେସ ମଧ୍ୟରେ ୩ ଦିନିଆ ସମର କ୍ରିକେଟ ମେଚର ଦ୍ବିତୀୟ ଦିବସରେବି ପ୍ରେସ କ୍ଲବକୁ ହରାଇ ପୋଲିସ ଟିମ ବିଜୟୀ ହୋଇଛି । ଆଜିର ମେଚରେ ପ୍ରେସ କ୍ଲବ ପ୍ରଥମେ ବ୍ୟାଟିଂ କରି ମୋଟ ୧୫ ଓଭରରେ ୭ ଉଇକେଟ ବିନିମୟରେ ୧୨୬ ରନ ସଂଗ୍ରହ କରି ଥିଲା ବିଭୁତି ରଥ ୧୨!-->!-->!-->…
ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ‘ପାଠାଗାର ପରିଦର୍ଶନ’ କାର୍ଯ୍ୟକ୍ରମ…
ଛାତ୍ରଛାତ୍ରୀଙ୍କ ଭିତରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବିଶେଷ ପଦକ୍ଷେପ
ସୁନ୍ଦରଗଡ଼,: ସୁନ୍ଦରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ସାଧାରଣ ଲୋକଙ୍କ ଭିତରେ ବହି ପଢ଼ିବାର ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରଶାସନ ପକ୍ଷରୁ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ ବ୍ୟାପକ!-->!-->!-->!-->!-->…