Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ଆଉ ୩୬ ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା!-->…
ରୋଟାରୀ କ୍ଲବର ସଭାନେତ୍ରୀ ଏସ ରେଖା ମହାନ୍ତିଙ୍କୁ ଶ୍ରେଷ୍ଠ କ୍ଲବ ସଭାପତି ଭାବେ ସମ୍ମାନୀତ
ଛତ୍ରପୁର : ପଶ୍ଚିମବଙ୍ଗର ଦୀଘା ଠାରେ ଚାଲିଥିବା ରୋଟାରୀ ଜିଲ୍ଲା ୩୨୬୨ର ବାର୍ଷିକ ସେମିନାର "ପରିବର୍ତ୍ତନ" ରେ ଛତ୍ରପୁର ରୋଟାରୀ କ୍ଲବର ସଭାନେତ୍ରୀ ଏସ ରେଖା ମହାନ୍ତିଙ୍କୁ ଶ୍ରେଷ୍ଠ କ୍ଲବ ସଭାପତି ଭାବେ ସମ୍ମାନୀତ କରାଯାଇଛି। ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ ପାଣିଙ୍କ!-->!-->!-->…
ଲାଲ ମାଟି ର ଗଡ଼ ଖୋର୍ଦ୍ଧା…
ବିଶ୍ବବିଜୟୀ ଦାଶ
ଖୋର୍ଦ୍ଧା : ୧୯୯୩ ମସିହା ଅପ୍ରେଲ ପହିଲା ଦିନ ଖୋର୍ଦ୍ଧା ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ ଅପ୍ରେଲ ୧୯୯୩ ପୂର୍ବରୁ ଏହା ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା ।ଖୋର୍ଦ୍ଧା ଜିଲ୍ଲା ଏକ ପର୍ଯ୍ୟଟନ କ୍ଷେତ୍ର,ପ୍ରାକୃତିକ ପରିବେଶ ରେ ପରିପୂର୍ଣ୍ଣ ଏହି!-->!-->!-->!-->!-->!-->!-->…
ହିଞ୍ଜିଳିକାଟୁ ଟାଈକୋଣ୍ଡୋ ଏକାଡେମୀ ଅଫ ମାରସିଆଲ ଆର୍ଟ :ଛାତ୍ର ଛାତ୍ରୀ ମାନଙ୍କୁ ହଳଦିଆ ରଙ୍ଗ ଵେଲ୍ଟ ପଦୋନ୍ନତି…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଟାଈକୋଣ୍ଡୋ ଏକାଡେମି ତରଫରୁ ହିଞ୍ଜିଳିକାଟୁ ଲକ୍ଷ୍ମୀନୃସିଂହ କଳାମନ୍ଦିର ପରିଷରରେ ରଵିବାର ପୂର୍ଵାହ୍ନରେ ଏକାଡେମିର ୭ ଜଣ ଛାତ୍ରଛାତ୍ରୀ ଙ୍କୁ ୟେଲୋ ବେଲ୍ଟ ସହ ପଦୋନ୍ନତି ପ୍ରମାଣପତ୍ର ପ୍ରଦାନ କରାଯାଈଛି । ହିଞ୍ଜିଳିକାଟୁ କଳାମନ୍ଦିର ପରିଷରରେ!-->!-->!-->…
ପୋଲିସ ପ୍ରତିଷ୍ଠା ଦିବସ : ଶ୍ରେଷ୍ଠ ୫ ପୁଲିସ ପୁରସ୍କୃତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ପୁଲିସ୍ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ରିଜର୍ଭ ପୁଲିସ୍ ପଡ଼ିଆରେ ଅନୁଷ୍ଠିତ ଏହି ଉତ୍ସବରେ ଆଇଆର ବି ଏନ୍ ଓ ଏପିଆର୍ ଦ୍ଵାରା ପ୍ୟାରେଡ୍ କରାଯାଇଥିଲା। ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅତିରିକ୍ତ ଆରକ୍ଷୀ ଅଧୁକାରୀ ବିପିନି!-->!-->!-->…
କିରନ କୁମାରୀ ଦାସ ହେଲେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା
ଛତ୍ରପୁର : ଛତ୍ରପୁର ବ୍ଲକ ଅଧ୍ୟକ୍ଷା ଭାବେ ଅଗସ୍ତି ନୂଆଗାଁ ସମିତିସଭ୍ୟା କିରନ କୁମାରୀ ଦାସ ନିର୍ବାଚିତ ହୋଇଛନ୍ତି । ଅଗସ୍ତିନୂଆଗାଁ ସମିତିସଭ୍ୟା ଦାସଙ୍କୁ ୧୨ ଟି ଭୋଟ ମିଳିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ସୁନ୍ଦରପୁର ସମିତିସଭ୍ୟା ସୁଜ୍ଞାନୀ କୁମାରୀ ସେଠୀଙ୍କୁ ୬ ଟି ଭୋଟ!-->!-->!-->…
ସୁପ୍ରିମକୋର୍ଟ ବିଚାରପତିଙ୍କ ଦ୍ଵାରା ଭର୍ଚୁଆଲ କୋର୍ଟ ଓ ସୁରକ୍ଷିତ ସାକ୍ଷ୍ୟ ଗ୍ରହଣ କେନ୍ଦ୍ର ଉଦଘାଟିତ
ନବରଙ୍ଗପୁର : ନବରଙ୍ଗପୁର ଆଜି ସକାଳ ୯.୪୦ ମି. ସମୟରେ ସୁପ୍ରିମକୋର୍ଟ ର ବିଚାରପତି ତଥା ଇ-କମିଟି ଅଧ୍ୟକ୍ଷ ନ୍ୟାୟମୁର୍ତ୍ତୀ ଡି. ୱାଇ. ଚନ୍ଦ୍ରଚୁଡ ଆଭାଷୀ (ଭର୍ଚୁଆଲ) ମାଧ୍ୟମରେ ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସରରେ ଭର୍ଚୁଆଲ କୋର୍ଟ ରୁମ୍, ସୁରକ୍ଷିତ ସାକ୍ଷ ଗ୍ରହଣ କେନ୍ଦ୍ର ଓ!-->!-->!-->…
କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳରେ ପରୀକ୍ଷା ପେ ଚର୍ଚ୍ଚା ଅନୁଷ୍ଠିତ
କନ୍ଧମାଳ : ପରୀକ୍ଷାକୁ ଚାପ ମୁକ୍ତ କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଗୁରୁତ୍ଵ ଆରୋପ କରି ଆସୁଛନ୍ତି । ଏହି ଉଦ୍ଦେଶ୍ୟରେ ଗତ କାଲି ପରୀକ୍ଷା ପେ ଚର୍ଚ୍ଚାର ପଞ୍ଚମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଆୟୋଜିତ ଏହି!-->…
ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ
କନ୍ଧମାଳ : କନ୍ଧମାଳ ଜିଲ୍ଲାର ଜଣେ ଜଣାଶୁଣା ଅବସରପ୍ରାପ୍ତ ଶିକ୍ଷକ ଭୀମସେନ ସାହୁଙ୍କର ଅକାଳ ବିୟୋଗ ଘଟିଛି l ସେ ଜଣେ କର୍ତ୍ତବ୍ୟ ନିଷ୍ଠ ସମୟାନୁବର୍ତ୍ତିତା ଶିକ୍ଷକ ଥିଲେ, କର୍ମମୟ ଜୀବନରେ ସେ ସଚ୍ଚୋଟ, ମିଷ୍ଟଭାଷୀ ଓ କର୍ମତତ୍ପର ବ୍ୟକ୍ତି ଭାବେ ଜଣା ଶୁଣା ଥିଲେ, ଜିଲ୍ଲା ର ବିଭିନ୍ନ!-->…