କାକଟପୁର ତହସିଲଦାରଙ୍କୁ ଦଣ୍ଡିତ କଲେ ହାଇକୋର୍ଟ

କଟକ : ଏକ ଜବରଦଖଲ ମାମଲାରେ ମହିଳାଙ୍କ ପକ୍ଷକୁ ସଠିକ ଭାବେ ନଶୁଣି ଦଣ୍ଡିତ କରିବା ଅଭିଯୋଗରେ ପୁରୀ ଜିଲ୍ଲାର କାକଟପୁରର ତହସିଲଦାରଙ୍କୁ ଦଣ୍ଡ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ବେପରୁଆ ଭାବେ ଜବରଦଖଲକାରୀଙ୍କୁ ଜରିମାନାରେ ଦଣ୍ଡିତ କରିବାକୁ ନେଇ ଓଡିଶା ହାଇକୋର୍ଟ କାକଟପୁରର ତହସିଲଦାରଙ୍କୁ

ସୂଚନା ଓ ଲୋକସମ୍ପର୍କ ବିଭାଗରେ ଆତଙ୍କବାଦ ବିରୋଧୀ ଶପଥପାଠ

ଭୁବନେଶ୍ୱର: ସମଗ୍ର ଦେଶରେ ଆତଙ୍କବାଦ ବିରୋଧୀ ଦିବସ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶାଳୟରେ ଆଜି ପୂର୍ବାହ୍ନରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଦେଶିତ ସମୟ ଅନୁସାରେ ପୂର୍ବାହ୍ନ ୧୧

ଜୁଆ ଖେଳ ଉପରେ ଚଢ଼ାଉ ବେଳେ ପୋଲିସ୍‌କୁ ଆକ୍ରମଣ ଘଟଣା, ୧୦ରୁ ଅଧିକ ଗିରଫ

ବାଲିପାଟଣା: ବାଲିପାଟଣା ଥାନା ରାଜସ ଗ୍ରାମରେ ପୋଲିସର ଚଢ଼ାଉ । ଗଣ୍ଡଗୋଳକାରୀ ଅଭିଯୁକ୍ତଙ୍କୁ ଉଠାଉଛି ପୋଲିସ । ଗିରଫଦାରୀ ସଂଖ୍ୟା ଆହୁରୀ ବଢିବା ଆଶଙ୍କା । ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରାସାରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗତକାଲି ରାତ୍ରିରେ

ମେଡିକାଲ କଲେଜ ସିଟ୍ ଦେବା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ : ୨ ଆନ୍ତଃରାଜ୍ୟ ଠକ ଗିରଫ

ଭୁବନେଶ୍ୱର: ମେଡିକାଲ କଲେଜରେ ନାମ ଲେଖାଇବାର ପ୍ରତିଶ୍ରୁତି ଦେଇ ୩୦ ଲକ୍ଷ ଟଙ୍କା ଠକି ଥିବା ୨ ଆନ୍ତଃରାଜ୍ୟ ଠକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଦୁଇ ଜଣ ହେଲେ ବିହାରର ଅଭିମନ୍ୟୁ କୁମାର ସିଂହ ଓ କୋଲକାତାର ସୁବୋଧ ଚୌଧୁରୀ। ସୂଚନା ଅନୁଯାୟୀ, ଏକ ଘରୋଇ ମେଡିକାଲ୍ କଲେଜରେ

ବିଜେପି ନେତାଙ୍କ ଥାର୍ଡ ଡିଗ୍ରୀ! ମୁସଲିମ୍‌ ଭାବି ବୃଦ୍ଧଙ୍କୁ ପିଟି ପିଟି ହତ୍ୟା

ଭୋପାଲ: ସାମ୍ପ୍ରଦାୟିକ ଅସହିଷ୍ଣୁତାର କରୁଣ ରୂପ। ମୁସଲିମ ଭାବି ଜଣେ ବୃଦ୍ଧଙ୍କୁ ପିଟିପିଟି ମାରିଦେବା ଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ସମ୍ପୃକ୍ତ ବୃଦ୍ଧଙ୍କୁ ଜଣେ ବିଜେପି ନେତା ହତ୍ୟା କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ବୃଦ୍ଧଙ୍କୁ ଏହି ବିଜେପି ନେତା ଜଣଙ୍କ ଅମାନବୀୟ ଭାବେ

ଟ୍ରେନ୍ ଧକ୍କାରେ ୩ ହାତୀ ମୃତ୍ୟୁ ଘଟଣାରେ ଡ଼ିଆରଏମ୍ ଓ ଚମ୍ପୁଆ ରେଞ୍ଜରଙ୍କୁ କାରଣ ଦର୍ଶାଅ ନୋଟିସ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଯୋଡ଼ାରେ ଟ୍ରେନ୍ ଧକ୍କାରେ ୩ ହାତୀ ମୃତ୍ୟୁ ଘଟଣାରେ ଚକ୍ରଧରପୁର ଡ଼ିଭିଜନର ଡ଼ିଆରଏମ୍ ଓ ଚମ୍ପୁଆ ରେଞ୍ଜରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରୀ କରାଯାଇଛି । ଏହି ନୋଟିସ୍ ବନ ବିଭାଗ ପକ୍ଷରୁ ପଠାଯାଇଛି । ଏନେଇ ସୁଚନା ଦେଇଛନ୍ତି କେନ୍ଦୁଝର ଡ଼ିଏଫଓ । ସୁଚନା

ଆସାମ ବନ୍ୟା: ଟ୍ରେନ୍‌ଲାଇନ୍‌ରେ ପଡ଼ି ରହିଛନ୍ତି ୫୦୦ ପରିବାର

ଗୌହାଟି: ଆସାମ ବନ୍ୟାପ୍ରପୀଡ଼ିତଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ବନ୍ୟା ପରର ଦୁର୍ଦ୍ଦଶା କହିଲେ ନସରେ। ବନ୍ୟାରେ ଘରଦ୍ୱାର ଭାଙ୍ଗିଯିବା ପରେ ଅତି ଶୋଚନୀୟ ଭାବେ ଜୀବନ ବିତାଉଛନ୍ତି ଲୋକେ। ଭୟଙ୍କର ବନ୍ୟା ଆସି ସବୁକିଛି ଭସେଇନେବା ପରେ ନିଶ୍ୱ ହୋଇ ପଡ଼ିଛନ୍ତି ଲୋକେ। କିଏ ଗଛ ତଳେ ପାଲ ଟାଣି

ରଥଯାତ୍ରା ପାଇଁ ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ: ଆସନ୍ତା ଜୁଲାଇ ୧ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା । ଏଥିପାଇଁ ରଥଖଳାରେ ରଥ ନିର୍ମାଣ କାମ ଜାରି ରହିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନ୍ୟାନ୍ୟ ପ୍ରସ୍ତୁତି ଚାଲିଛି । ଇତିମଧ୍ୟରେ ଶନିବାର ପୁରୀରେ ପହଞ୍ଚିଛି ରଥ ଦଉଡ଼ି । ବୀରପ୍ରତାପପୁରସ୍ଥିତ ରାଜ୍ୟ ସମବାୟ କତା ନିଗମରୁ

ଆଜିଠୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ବର: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଖାତାଦେଖା ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟର ୫୮ଟି କେନ୍ଦ୍ରରେ ଖାତାଦେଖା ଚାଲିଥିବା ବେଳେ ଖାତା ମୂଲ୍ୟାୟନ ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକ ନିୟୋଜିତ ହୋଇଛନ୍ତି। ସେହିପରି ୯୦୦ ଜଣ ଉପ ପରୀକ୍ଷକ, ୮୯୧୯ ଜଣ ସହକାରୀ ପରୀକ୍ଷକ ଏବଂ ୯୩୦ ଜଣ

ଦୁଇ ସପ୍ତାହ ପରେ ଶ୍ରୀଲଙ୍କାରୁ ହଟିଲା ଜରୁରୀ ପରିସ୍ଥିତି

କଲମ୍ବୋ: ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାବାସୀଙ୍କ ପାଇଁ ଆସିଛି ଖୁସିଖବର। ଦୀର୍ଘ ଦୁଇ ସପ୍ତାହ ପରେ ଶ୍ରୀଲଙ୍କାରୁ ହଟିଲା ଜରୁରୀ ପରିସ୍ଥିତି। ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଏଭଳି ଏକ ନିଷ୍ପତ୍ତି ନେଇ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଆର୍ଥିକ ସଙ୍କଟ,