Sign in
Sign in
Recover your password.
A password will be e-mailed to you.
ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ୨ ଶିକ୍ଷକ ଚାକିରିରୁ ବିଦା
ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ଦୁଇ ଶିକ୍ଷକଙ୍କୁ ଚାକିରିରୁ ଅବ୍ୟାହତି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଳକ ମହୁଲପଙ୍ଖା ବିଦ୍ୟାଳୟର ସୌରଭମୟ ଆଚାର୍ଯ୍ୟ ଏବଂ ନାଟୋ ପଞ୍ଚାୟତ ହଳଦିଆସାହି ବିଦ୍ୟାଳୟର ମାନଶ୍ରୀ ନାଏକଙ୍କୁ ଚାକିରୀରୁ ବାହାର କରାଯାଇଛି ।
୨୦୧୮ ମସିହାରୁ ଉୟଭ ଜାଲ!-->!-->!-->…
ସୁନ୍ଦରଗଡ଼ ଆରଏମସି ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ନିୟନ୍ତ୍ରୀତ ବଜାର କମିଟିର ଇନିସପେକ୍ଟର ତଥା ସମବାୟ ସମିତି ସମ୍ପାଦକ ବନମାଳି ନାୟକଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭିଜିଲାନ୍ସ ଟିମ୍ ଏକକାଳୀନ!-->…
୧୨ ସମିତି ସଦସ୍ୟଙ୍କୁ ପୋଲିସ ତାଲା ପକାଇଥିବା ଅଭିଯୋଗ
ଗଞ୍ଜାମ : ମାର୍ଚ୍ଚ ୧୨ ରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସମୟରେ ଏକ ଉଚ୍ଚ ଡ୍ରାମା ଦେଖିବାକୁ ମିଳିଥିଲା ଯେତେବେଳେ ମତଦାନ ପୂର୍ବରୁ ୬ ଜଣ ସମିତି ସଦସ୍ୟ କୋଭିଡ -୧୯ ସଂକ୍ରମିତ ହୋଇଥିଲେ ଏବଂ ସେମାନଙ୍କୁ ସ୍ଥାନୀୟ ପ୍ରଶାସନ କିଛି ଅଜ୍ଞାତ ସ୍ଥାନକୁ ସ୍ଥାନାନ୍ତର କରିଥିଲା। ଏବେ!-->…
ଗୋଡ଼-ହାତ ବାନ୍ଧି ନେଇଗଲେ ୨୫ ଭରି ଅଳଙ୍କାର ଓ ନଗଦ ଟଙ୍କା
ରାୟଗଡ଼ା ୦୨।୦୪ : ବଡ଼ଧରଣର ଡକାୟତି । ରାୟଗଡ଼ା ସହରର ସାଇପ୍ରିୟା ନଗରରେ ହୋଇଛି ଏହି ବଡ଼ଧରଣର ଲୁଟ୍ ହୋଇଛି । ୨୫ ଭରିର ସୁନା ଅଳଙ୍କାର ସମେତ ରୁପା ଅଳଙ୍କାର, ୩୦ ହଜାର ଟଙ୍କା, ୪ଟି ମୋବାଇଲ୍ ଫୋନ୍ ଲୁଟି ନେଲେ ଲୁଟେରା । ଖବର ଅନୁଯାୟୀ, ସାଇପ୍ରିୟା ନଗରର ଏମ୍. ଭେଙ୍କେଟ ରାବନା ନାମକ!-->…
ବିଦ୍ୟୁତ୍ଚାଳିତ ଗାଡ଼ିରେ ମିଳିବ ରିଆତି, ଯିବାକୁ ପଡ଼ିବନାହିଁ ଆରଟିଓ
ଭୁବନେଶ୍ୱର: ଏଣିକି ବିଦ୍ୟୁତ ଚାଳିତ ଗାଡ଼ି କିଣିଲେ ସବ୍ସିଡି ଅର୍ଥ ପାଇବାରେ ସମସ୍ୟା ରହିବ ନାହିଁ। ଏଥିସହ ଗ୍ରାହକ, ଉତ୍ପାଦକ ମାନଙ୍କର ସମସ୍ତ ବିବରଣୀ ସରକାରଙ୍କ ନିକଟରେ ଉପଲବ୍ଧ ହେବ। ଆଜିଠାରୁ ସ୍ବତନ୍ତ୍ର ପୋର୍ଟାଲ 'ଓଡ଼ିଶା ଟ୍ରାନ୍ସପୋର୍ଟ ଡଟ୍ ଜିଓଭି ଡଟ୍ ଆଇଏନ୍'ର ଶୁଭାରମ୍ଭ!-->…
ଯୁବକଙ୍କୁ ଗଳା କାଟିବା ଘଟଣାରେ ୩ ଗିରଫ
ଗଞ୍ଜାମ :ପୋଲସରା ଥାନା ଅନ୍ତର୍ଗତ ମୁକ୍ତାମାଳଦେଇପୁର ଗ୍ରାମ ବିଲମାଳରେ ଜନୈକ ଯୁବକଙ୍କୁ ଗଳା କାଟି ନିର୍ମମ ହତ୍ୟା ଘଟଣାରେ ପୋଲସରା ପୁଲିସକୁ ମିଳିଛି ସଫଳତା । ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଅସ୍ତ୍ର ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଉକ୍ତ ହତ୍ୟାକାଣ୍ଡର ସ୍କ୍ରିନ!-->…
ନେତ ଉତ୍ସବରେ ନିଲାମ ହେବ ମରିଚି କୁଣ୍ଡ ପାଣି, ଭାଗ ନେବେ ଶତାଧିକ ନିଃସନ୍ତାନ ଦମ୍ପତି
ଭୁବନେଶ୍ୱର,୦୨/୦୪: ଆସନ୍ତା ୮ ତାରିଖରେ ନେତ ଉତ୍ସବ । ଏହି ଦିନ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା କରାଯିବ । ରଥ ପ୍ରତିଷ୍ଠା ପାଇଁ କେଦାରଗୌରୀ ପାଖ ମୁକ୍ତେଶ୍ୱର ମନ୍ଦିର ଠାରେ ଥିବା ମରିଚି କୁଣ୍ଡରୁ ପାଣି ଅଣାଯିବ । ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟା ଧୂପ ନୀତି ପରେ ଏହା ରଥ!-->…
ସ୍ୱର୍ଗଦ୍ଵାରରେ ମୃତଦେହ ରଖିବା ପାଇଁ ହେଲା ଡିଫ୍ରିଜର ବ୍ୟବସ୍ଥା
ପୁରୀ: ସ୍ୱର୍ଗଦ୍ଵାରରେ ମୃତଦେହ ରଖିବା ପାଇଁ ଡିଫ୍ରିଜର ବ୍ୟବସ୍ଥା କରାଯାଇଛି। ଅନ୍ତିମ ସତ୍କାର ପାଇଁ କୌଣସି କାରଣ ବଶତଃ ବିଳମ୍ବ ହେଲେ ସଂପର୍କୀୟମାନେ ମୃତଦେହକୁ ୨୪ ଘଣ୍ଟାକୁ ଏକ ହଜାର ଟଙ୍କା ଦେୟ ପ୍ରଦାନ କରି ଡିଫ୍ରିରେଜରରେ ରଖିପାରିବେ । ସ୍ୱର୍ଗଦ୍ଵାରରେ ଶବଦାହ ନିମନ୍ତେ ଆସୁଥିବା!-->…
ବାଲେଶ୍ୱର ସୋରରେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ବିଭତ୍ସ ହତ୍ୟା, ସ୍ତ୍ରୀ ଗୁରୁତର
ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିର୍ମମ ହତ୍ୟା । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବାଲିଖଣ୍ଡ ଗାଁର ଏକ ବିଲରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ବାଲିଖଣ୍ଡ ପ୍ରାଣକୃଷ୍ଣ ସଂସ୍କୃତ ବିଦ୍ୟାଳୟର ଅବସରପାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ପତ୍ରି । ଗତକାଲି ବିଳମ୍ବିତ ରାତିରେ କିଛି!-->…
ଶ୍ରୀଜିଉଙ୍କୁ ଦର୍ଶନ କଲେ ୫-ଟି ସଚିବ
ପୁରୀ: ପୁରୀରେ ୫-ଟି ସଚିବ ଭି.କେ ପାଣ୍ଡିଆନ । ପରିବାର ସହିତ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ । ଶ୍ରୀମନ୍ଦିର ଭିତରେ ବେଢ଼େ ପରିକ୍ରମା କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ୫-ଟି ସଚିବ । ଭି.କେ ପାଣ୍ଡିଆନଙ୍କ ସହିତ ତାଙ୍କ ପତ୍ନୀ ତଥା ମିଶନ ଶକ୍ତିର ସଚିବ ସୁଜାତା!-->…